ଭୁବନେଶ୍ୱର: ଚନ୍ଦକାଅଞ୍ଚଳରୁ ୨ ହରିଣ ଶିକାରୀ ଗିରଫ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଚନ୍ଦକାସ୍ଥିତ ଝୁମୁକା ଡ୍ୟାମ ଅଞ୍ଚଳରେ ହରିଣ ଶିକାର କରୁଥିବା ୨ ଜଣ ଶିକାରୀକୁ  ଆଜି ପୋଲିସ୍ ଗିରଫ କରିଛି। ଶିକାରୀଙ୍କ ଫାଶରେ ଗୋଟିଏ ହରିଣର ମୃତ୍ୟୁ ଘଟିଛି। ପୋଲିସ୍ ହରିଣର ମୃତଦେହ ବ୍ୟବଚ୍ଛେଦ ପାଇଁ ଗୋଡ଼ିବାରିକୁ ପଠାଯାଇଛି। ଧରାପଡ଼ିଥିବା ଦୁଇ ଶିକାରୀ ଏହି ଅଞ୍ଚଳରେ ବହୁଦିନ ହେଲା ଅଭିନବ ଉପାୟରେ ଫାଶ ପକାଇ ଶିକାର­ କରୁଥିବାର ସୂଚନା ମିଳିଛି। ହରିଣ ଶିକାର ପାଇଁ ସେମାନେ ଦେଶି କୁକରଙ୍କୁ ମଧ୍ୟ ନିୟୋଜିତ କରିଥାନ୍ତି।

bear  7

bear 7

Rakesh Mallick
  • Published: Thursday, 12 May 2016
  • Updated: 12 May 2016, 06:04 AM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଚନ୍ଦକାସ୍ଥିତ ଝୁମୁକା ଡ୍ୟାମ ଅଞ୍ଚଳରେ ହରିଣ ଶିକାର କରୁଥିବା ୨ ଜଣ ଶିକାରୀକୁ  ଆଜି ପୋଲିସ୍ ଗିରଫ କରିଛି। ଶିକାରୀଙ୍କ ଫାଶରେ ଗୋଟିଏ ହରିଣର ମୃତ୍ୟୁ ଘଟିଛି। ପୋଲିସ୍ ହରିଣର ମୃତଦେହ ବ୍ୟବଚ୍ଛେଦ ପାଇଁ ଗୋଡ଼ିବାରିକୁ ପଠାଯାଇଛି। ଧରାପଡ଼ିଥିବା ଦୁଇ ଶିକାରୀ ଏହି ଅଞ୍ଚଳରେ ବହୁଦିନ ହେଲା ଅଭିନବ ଉପାୟରେ ଫାଶ ପକାଇ ଶିକାର­ କରୁଥିବାର ସୂଚନା ମିଳିଛି। ହରିଣ ଶିକାର ପାଇଁ ସେମାନେ ଦେଶି କୁକରଙ୍କୁ ମଧ୍ୟ ନିୟୋଜିତ କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos