ବଲାଙ୍ଗିର: ଚାଷୀଙ୍କଠାରୁ ଲାଞ୍ଚ ନେଇ କିରାଣି ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲା ପୁଇଁନ୍ତଲା ତହସିଲ୍‌ର କନିଷ୍ଠ କିରାଣି ଭକ୍ତଚରଣ ଧରୁଆ ଦୁଇ ଜଣ ଚାଷୀଙ୍କ ଠାରୁ ହଜାରେ ଟଙ୍କ। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପୁଇଁନ୍ତଲା ବ୍ଳକ୍ ବନ୍ଧପଡା ପଂଚାୟତ ଉତ୍ତରବାହାଲ୍ ଗାଁର ଚାଷୀ ନାରାୟଣ ଅମାତ ଓ ହୃଷିକେଶ ଅମାତଙ୍କୁ ମରୁଡ଼ି ସହାୟତା ଟଙ୍କ। ପ୍ରଦାନ ପାଇଁ ବାରମ୍ୱାର ହଇରାଣ କରୁଥିଲେ ଧରୁଆ। ପ୍ରଥମେ ଶହେ ଟଙ୍କା ଏବଂ ପରେ ଜଣଙ୍କୁ ପାଞ୍ଚ ଶହ ଟଙ୍କ। ଲାଞ୍ଚ ମାଗିଥିଲେ। ଏ ସଂର୍ପକରେ ଦୁଇ […]

junior-clerk

junior-clerk

Rakesh Mallick
  • Published: Friday, 13 May 2016
  • Updated: 13 May 2016, 11:48 AM IST

Sports

Latest News

junior-clerkବଲାଙ୍ଗିର: ବଲାଙ୍ଗିର ଜିଲା ପୁଇଁନ୍ତଲା ତହସିଲ୍‌ର କନିଷ୍ଠ କିରାଣି ଭକ୍ତଚରଣ ଧରୁଆ ଦୁଇ ଜଣ ଚାଷୀଙ୍କ ଠାରୁ ହଜାରେ ଟଙ୍କ। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ପୁଇଁନ୍ତଲା ବ୍ଳକ୍ ବନ୍ଧପଡା ପଂଚାୟତ ଉତ୍ତରବାହାଲ୍ ଗାଁର ଚାଷୀ ନାରାୟଣ ଅମାତ ଓ ହୃଷିକେଶ ଅମାତଙ୍କୁ ମରୁଡ଼ି ସହାୟତା ଟଙ୍କ। ପ୍ରଦାନ ପାଇଁ ବାରମ୍ୱାର ହଇରାଣ କରୁଥିଲେ ଧରୁଆ। ପ୍ରଥମେ ଶହେ ଟଙ୍କା ଏବଂ ପରେ ଜଣଙ୍କୁ ପାଞ୍ଚ ଶହ ଟଙ୍କ। ଲାଞ୍ଚ ମାଗିଥିଲେ। ଏ ସଂର୍ପକରେ ଦୁଇ ଚାଷୀ ବଲାଙ୍ଗିର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଆଜି ପୁଇଁନ୍ତଲା ତହସିଲ୍ କାର୍ଯ୍ୟାଳୟରେ ଦୁଇ ଚାଷୀଙ୍କ ଠାରୁ ହଜାରେ ଟଙ୍କ। ଲାଞ୍ଚ ନେବା ବେଲେ ବଲାଙ୍ଗିର ଓ ସୋନପୁର ଭିଜିଲାନ୍ସ ବିଭାଗ ମିଳିତ ଭାବରେ ଚଢ଼ାଉ କରି ଧରୁଆଙ୍କୁ ଗିରଫ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story