ବୌଦ୍ଧ: ଦୁଇ ହାଇୱେ ଲୁଟେରା ଗିରଫ

ବୌଦ୍ଧ: ମନମୁଣ୍ଡା ଥାନା ପୋଲିସ ଦୁଇଜଣ ହାଇୱେ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏମାନେ ବିଭିନ୍ନ ସମୟରେ ଜାତୀୟ ରାଜପଥରେ ଯାତାୟତା କରୁଥିବା ଯାନବାହନ ଉପରେ ଆକ୍ରମଣ କରି ଲୁଟ କରି ଆସୁଥିଲେ। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସୁବର୍ଣ୍ଣପୁର ଜିଲ୍ଲାର ରାଜେନ୍ଦ୍ର ବାରିକ ଏବଂ ଦେବେନ୍ଦ୍ର ବିଶ୍ୱାଳ ବୋଲି ଜଣାପଡିଛି। ଏମାନଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ବାଇକ, ୪ଟି ମୋବାଇଲ ଓ ନଗଦ ୩୬୦୦ ଟଙ୍କା ଜବତ କରାଯାଇଛି।

boudha

boudha

Rakesh Mallick
  • Published: Thursday, 03 September 2015
  • Updated: 03 September 2015, 11:23 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story