କଟକ: ଜିତୁ ବାବାକୁ ଗିରଫ କଲା ପୋଲିସ୍

କଟକ: କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ସଡ଼ାଂଶ ଗାଁରେ ଜଣେ ବାବାଙ୍କୁ ଆଜି ପୋଲିସ୍ ଗିରଫ କରିଛି। ସଡ଼ାଂଶ ଗ୍ରାମରେ ଜିତୁବାବା ଓରଫ ଶ୍ରବଣ କୁମାର ଭୋଳ ଦୀର୍ଘଦିନ ଧରି ଏହି ଅଞ୍ଚଳରେ ବେଆଇନ ଭାବେ ସରକାରୀ ଜାଗାରେ ଏକ କୁଡ଼ିଆ କରି ରହିଥିଲେ। ଏହି କୁଡିଆରେ ବିଭିନ୍ନ ସମୟରେ ଅସାମାଜିକ କର୍ଯ୍ୟକଳାପ ହେଉଥିଲା। କିଛିଦିନ ପୂର୍ବେ ଗ୍ରାମର କିଛି ମହିଳାଙ୍କୁ ବାବା ଓ ତାଙ୍କ ସମର୍ଥକମାନେ ଅସଦବ୍ୟବହାର କରିଥିବା ନିଆଳି ଥାନାରେ ଅଭିଯୋଗ ହୋଇଥିଲା। […]

Baba arrest )

Baba arrest )

Rakesh Mallick
  • Published: Monday, 09 May 2016
  • Updated: 09 May 2016, 09:49 AM IST

Sports

Latest News

କଟକ: କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ସଡ଼ାଂଶ ଗାଁରେ ଜଣେ ବାବାଙ୍କୁ ଆଜି ପୋଲିସ୍ ଗିରଫ କରିଛି। ସଡ଼ାଂଶ ଗ୍ରାମରେ ଜିତୁବାବା ଓରଫ ଶ୍ରବଣ କୁମାର ଭୋଳ ଦୀର୍ଘଦିନ ଧରି ଏହି ଅଞ୍ଚଳରେ ବେଆଇନ ଭାବେ ସରକାରୀ ଜାଗାରେ ଏକ କୁଡ଼ିଆ କରି ରହିଥିଲେ। ଏହି କୁଡିଆରେ ବିଭିନ୍ନ ସମୟରେ ଅସାମାଜିକ କର୍ଯ୍ୟକଳାପ ହେଉଥିଲା।

କିଛିଦିନ ପୂର୍ବେ ଗ୍ରାମର କିଛି ମହିଳାଙ୍କୁ ବାବା ଓ ତାଙ୍କ ସମର୍ଥକମାନେ ଅସଦବ୍ୟବହାର କରିଥିବା ନିଆଳି ଥାନାରେ ଅଭିଯୋଗ ହୋଇଥିଲା। ଏତଲାକୁ ଆଧାର କରି ପୋଲିସ୍‌ ବାବାଙ୍କୁ ଗିରଫ କରିଛି।

ସେପଟେ ସ୍ଥାନୀୟ ବାସିନ୍ଦା ବାବାଙ୍କ କୁଡ଼ିଆରେ ଭଙ୍ଗ।ରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story