ଦେବଗଡ଼ରେ ଯାତ୍ରାପାର୍ଟି ବସ୍ ଦୁର୍ଘଟଣା ମାମଲା: ଗାଡ଼ି ମାଲିକ ଗିରଫ

ଦେବଗଡ଼: ଦେବଗଡ଼ ଗଇଲୋ ଘାଟିରେ ଯାତ୍ରାପାର୍ଟି ବସ୍ ଦୁର୍ଘଟଣା ମାମଲାରେ ବସ୍ ମାଲିକ ତପନ ମହାନ୍ତିଙ୍କୁ ଅନୁଗୋଳରୁ ଗୁରୁବାର ଦେବଗଡ଼ ପୋଲିସ୍ ଗିରଫ କରିଛି। ବସ୍‌ଟିର ଫିଟ୍‌ନେସ୍‌ ଓ ପରମିଟ୍‌ ସାଙ୍ଗକୁ ଅନ୍ୟ କାଗଜପତ୍ର ବୈଧ ନ ଥିବା ସତ୍ତ୍ୱେ ତପନ ଗାଡ଼ି ଚଳାଉଥିବା ନେଇ ମାମଲା ରୁଜୁ ହୋଇଥିଲା। ଗତମାସ ୧୭ ତାରିଖରେ  ଦେବଗଡ଼ରୁ ଯାତ୍ରା ସାରି ଭାରତୀ ଗଣନାଟ୍ୟର ୩୮ରୁ ଅଧିକ କଳାକାର ଓ ଟେକନିସିଆନ୍ ଉକ୍ତ ବସରେ ଫେରୁଥିବା ବେଳେ ବସଟି  ଗଇଲୋ […]

dabagrah

dabagrah

Rakesh Mallick
  • Published: Friday, 06 May 2016
  • Updated: 06 May 2016, 08:43 AM IST

Sports

Latest News

ଦେବଗଡ଼: ଦେବଗଡ଼ ଗଇଲୋ ଘାଟିରେ ଯାତ୍ରାପାର୍ଟି ବସ୍ ଦୁର୍ଘଟଣା ମାମଲାରେ ବସ୍ ମାଲିକ ତପନ ମହାନ୍ତିଙ୍କୁ ଅନୁଗୋଳରୁ ଗୁରୁବାର ଦେବଗଡ଼ ପୋଲିସ୍ ଗିରଫ କରିଛି। ବସ୍‌ଟିର ଫିଟ୍‌ନେସ୍‌ ଓ ପରମିଟ୍‌ ସାଙ୍ଗକୁ ଅନ୍ୟ କାଗଜପତ୍ର ବୈଧ ନ ଥିବା ସତ୍ତ୍ୱେ ତପନ ଗାଡ଼ି ଚଳାଉଥିବା ନେଇ ମାମଲା ରୁଜୁ ହୋଇଥିଲା।

ଗତମାସ ୧୭ ତାରିଖରେ  ଦେବଗଡ଼ରୁ ଯାତ୍ରା ସାରି ଭାରତୀ ଗଣନାଟ୍ୟର ୩୮ରୁ ଅଧିକ କଳାକାର ଓ ଟେକନିସିଆନ୍ ଉକ୍ତ ବସରେ ଫେରୁଥିବା ବେଳେ ବସଟି  ଗଇଲୋ ଘାଟିରେ ଭାରସାମ୍ୟ ହରାଇ ୩୦୦ ଫୁଟ ତଳକୁ ଖସି ପଡିଥିଲା। ଏଥିରେ ଯାତ୍ରାପାର୍ଟି ମାଲିକଙ୍କ ସମେତ ୨୭ ଜଣ କଳାକାରଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story