ଝାରସୁଗୁଡା ବାଇପାସ୍‌ ନିକଟରେ ଯୁବକଙ୍କୁ ଗୁଳିମାଡ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବାଇପାସ୍‌ ରାସ୍ତାରେ ଆଜି ଦିନ ଦ୍ୱିପହରରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କୁ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି। ଗୁଳିମାଡରେ ତୁଳସୀ ରୋହିତ ଦାସ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନା ପ୍ରାଥମିକ ଚିକିତ୍ସା କରାଯାଇ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ଆଜି ଅପରାହ୍‌ଣରେ ତୁଳସୀ ଓ ତାଙ୍କ ସାଙ୍ଗ ରାଜା ଏକ ବାଇକ୍‌ରେ ଯାଉଥିବା ବେଳେ ୪ ଜଣ ଯୁବକ ୨ଟି ବାଇକ୍‌ରେ ତାଙ୍କୁ ଓଭରଟେକ୍‌ କରିଥିଲେ। […]

jharsuguda

jharsuguda

Rakesh Mallick
  • Published: Sunday, 05 June 2016
  • Updated: 05 June 2016, 10:09 PM IST

Sports

Latest News

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବାଇପାସ୍‌ ରାସ୍ତାରେ ଆଜି ଦିନ ଦ୍ୱିପହରରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କୁ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି। ଗୁଳିମାଡରେ ତୁଳସୀ ରୋହିତ ଦାସ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନା ପ୍ରାଥମିକ ଚିକିତ୍ସା କରାଯାଇ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।

ଆଜି ଅପରାହ୍‌ଣରେ ତୁଳସୀ ଓ ତାଙ୍କ ସାଙ୍ଗ ରାଜା ଏକ ବାଇକ୍‌ରେ ଯାଉଥିବା ବେଳେ ୪ ଜଣ ଯୁବକ ୨ଟି ବାଇକ୍‌ରେ ତାଙ୍କୁ ଓଭରଟେକ୍‌ କରିଥିଲେ। ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉକ୍ଷିପ୍ତ ଯୁବକମାନେ ତୁଳସୀଙ୍କ ମୁଣ୍ଡକୁ ଗୁଳି ମାରି ସେଠାରୁ ଫେରାର ହୋଇଯାଇଥିଲେ। ରାଜ୍‌ ତୁଳସୀଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାକୁ ନେଇଥିଲେ। ଏନେଇ ଘଟଣା ତଦନ୍ତ ଜାରି ରଖିଛି ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos