ଯାଜପୁର: ଠିକାଦାରଙ୍କ ପାଖକୁ ଆସିଲା ପାର୍ସଲ ବୋମା

ଯାଜପୁର: ଯାଜପୁର ରୋଡ୍ ଥାନା ଷ୍ଟାଡିୟମ ନିକଟସ୍ଥ ଲକ୍ଷ୍ମୀନଗର ଗାଁରେ ଜନୈକ ଠିକାଦାର ଜ୍ଞାନ ରଂଜନ ଦେଓଙ୍କ ଘରକୁ ସୋମବାର ଏକ ପାର୍ସଲ ବୋମା ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ସୁକିନ୍ଦା ଥାନା ମଙ୍ଗଳପୁର ଠିକଣାରୁ ଆସିଥିଲା ଏହି ବୋମା। ଖବର ପାଇଁ ପୋଲିସ୍ ଜ୍ଞାନ ରଂଜନ ଦେଓଙ୍କ ଘରେ ପୋଲିସ୍ ପହଞ୍ଚି ଥିଲା ଓ ବୋମାଟିକୁ ନିଷ୍କ୍ରିୟ କରି ଥିଲା। ଜ୍ଞାନ ରଂଜନ ଅଭିଯୋଗ କରିଛନ୍ତି ଯେ ଏହା ପୂର୍ବରୁ ତାଙ୍କ […]

bomajabat

bomajabat

Rakesh Mallick
  • Published: Monday, 24 August 2015
  • Updated: 24 August 2015, 02:42 PM IST

ଯାଜପୁର: ଯାଜପୁର ରୋଡ୍ ଥାନା ଷ୍ଟାଡିୟମ ନିକଟସ୍ଥ ଲକ୍ଷ୍ମୀନଗର ଗାଁରେ ଜନୈକ ଠିକାଦାର ଜ୍ଞାନ ରଂଜନ ଦେଓଙ୍କ ଘରକୁ ସୋମବାର ଏକ ପାର୍ସଲ ବୋମା ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ସୁକିନ୍ଦା ଥାନା ମଙ୍ଗଳପୁର ଠିକଣାରୁ ଆସିଥିଲା ଏହି ବୋମା। ଖବର ପାଇଁ ପୋଲିସ୍ ଜ୍ଞାନ ରଂଜନ ଦେଓଙ୍କ ଘରେ ପୋଲିସ୍ ପହଞ୍ଚି ଥିଲା ଓ ବୋମାଟିକୁ ନିଷ୍କ୍ରିୟ କରି ଥିଲା।

ଜ୍ଞାନ ରଂଜନ ଅଭିଯୋଗ କରିଛନ୍ତି ଯେ ଏହା ପୂର୍ବରୁ ତାଙ୍କ ପକ୍ଷରୁ ଧମକପୂର୍ଣ୍ଣ ଫୋନ୍ ଆସିଥିଲା। ୬ ଲକ୍ଷ ଟଙ୍କା ନଦେଲେ ତାଙ୍କ ଛୁଆମାନଙ୍କୁ ଅପହରଣ କରି ନେବାକୁ କୁହାଯାଇଥିଲା। ପୋଲିସ୍ ଏନେଇ ତନାଘନା ଚଳାଇଥିବା ବେଳେ ଜ୍ଞାନ ରଂଜନ ପୋଲିସ୍ ସୁରକ୍ଷା ମାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos