ଯାଜପୁର: ଯାଜପୁର ରୋଡ୍ ଥାନା ଷ୍ଟାଡିୟମ ନିକଟସ୍ଥ ଲକ୍ଷ୍ମୀନଗର ଗାଁରେ ଜନୈକ ଠିକାଦାର ଜ୍ଞାନ ରଂଜନ ଦେଓଙ୍କ ଘରକୁ ସୋମବାର ଏକ ପାର୍ସଲ ବୋମା ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ସୁକିନ୍ଦା ଥାନା ମଙ୍ଗଳପୁର ଠିକଣାରୁ ଆସିଥିଲା ଏହି ବୋମା। ଖବର ପାଇଁ ପୋଲିସ୍ ଜ୍ଞାନ ରଂଜନ ଦେଓଙ୍କ ଘରେ ପୋଲିସ୍ ପହଞ୍ଚି ଥିଲା ଓ ବୋମାଟିକୁ ନିଷ୍କ୍ରିୟ କରି ଥିଲା।
ଜ୍ଞାନ ରଂଜନ ଅଭିଯୋଗ କରିଛନ୍ତି ଯେ ଏହା ପୂର୍ବରୁ ତାଙ୍କ ପକ୍ଷରୁ ଧମକପୂର୍ଣ୍ଣ ଫୋନ୍ ଆସିଥିଲା। ୬ ଲକ୍ଷ ଟଙ୍କା ନଦେଲେ ତାଙ୍କ ଛୁଆମାନଙ୍କୁ ଅପହରଣ କରି ନେବାକୁ କୁହାଯାଇଥିଲା। ପୋଲିସ୍ ଏନେଇ ତନାଘନା ଚଳାଇଥିବା ବେଳେ ଜ୍ଞାନ ରଂଜନ ପୋଲିସ୍ ସୁରକ୍ଷା ମାଗିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
Crime
ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି; ଯୁବକ ଗୁରୁତର
ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି।