କନ୍ଧମାଳ: ୫୦ କିଲୋ ଗଞ୍ଜେଇ ଜବତ, ୩ ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ୍ ବାଲକୀଡାଡ଼ି ଛକ ରାସ୍ତାରେ  ଯାଉଥିବା ଦୁଇଟି କାର  ଓ  ଗୋଟିଏ ବାଇକରୁ ୫୦ କିଲୋ ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ପୋଲିସ୍  ୩ ଜଣଙ୍କୁ ଗିରଫ କରିଛି। ଅନ୍ୟ ୩ ଜଣ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗିରଫ ୩ ଅଭିଯୁକ୍ତ ମଧ୍ୟରେ ଦୁଇଜଣ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ହୋଇଥିବା ବେଳେ, ଅନ୍ୟ ଜଣେ ଫିରିଙ୍ଗିଆ ଅଞ୍ଚଳର। ଗିରଫ ଅଭିଯୁକ୍ତ […]

ganjai

ganjai

Rakesh Mallick
  • Published: Thursday, 28 April 2016
  • Updated: 28 April 2016, 02:20 PM IST

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ୍ ବାଲକୀଡାଡ଼ି ଛକ ରାସ୍ତାରେ  ଯାଉଥିବା ଦୁଇଟି କାର  ଓ  ଗୋଟିଏ ବାଇକରୁ ୫୦ କିଲୋ ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ପୋଲିସ୍  ୩ ଜଣଙ୍କୁ ଗିରଫ କରିଛି। ଅନ୍ୟ ୩ ଜଣ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗିରଫ ୩ ଅଭିଯୁକ୍ତ ମଧ୍ୟରେ ଦୁଇଜଣ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ହୋଇଥିବା ବେଳେ, ଅନ୍ୟ ଜଣେ ଫିରିଙ୍ଗିଆ ଅଞ୍ଚଳର। ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ୍ ଏକ ପିସ୍ତଲ ସହ ୯ ରାଉଣ୍ଡ ଗୁଳି,୪ ଟି ମୋବାଇଲ  ଓ ୪ ହଜାର ଟଙ୍କା ଜବତ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos