କୁଲଡିହା ଅଭୟାରଣ୍ୟରେ ଚାଲିଥିବା ବେଆଇନ ଖାଦାନ ଉପରେ ଭିଜିଲାନ୍ସ ଚଢାଉ

ବାଲେଶ୍ୱର: ନୀଳଗିରି ଉପଖଣ୍ଡରେ ଥିବା କୁଲଡିହା ଅଭୟାରଣ୍ୟ ଭିତରେ ବେଆଇନ ଖାଦାନ ଖୋଲା ଚାଲିଥିବା ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏ ଅଞ୍ଚଳରେ ୪ରୁ ୫ଟି ବେଆଇନ ପଥର ଖାଦାନ ଚାଲିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ବିଭାଗ ପକ୍ଷରୁ ଚଢାଉ କରାଯିବା ସହ ରାସ୍ତାରେ ପରିମିଟ୍‌ ନ ପାଇ ଚଳାଚଳ କରୁଥିବା ଟ୍ରକ୍‌ ଜବତ କରାଯାଇ ରେଞ୍ଜକୁ ଅଣାଯାଇଛି। ଭିଜିଲାନ୍ସ ଡିଏସ୍‌ପି କହିଛନ୍ତି, କାଗଜପତ୍ର ଦେଖାଇଲେ ଗାଡି ଛଡାଯିବ ନ […]

frh-at-kuldiha-sanctuary

frh-at-kuldiha-sanctuary

Rakesh Mallick
  • Published: Wednesday, 11 May 2016
  • Updated: 11 May 2016, 05:14 PM IST

Sports

Latest News

ବାଲେଶ୍ୱର: ନୀଳଗିରି ଉପଖଣ୍ଡରେ ଥିବା କୁଲଡିହା ଅଭୟାରଣ୍ୟ ଭିତରେ ବେଆଇନ ଖାଦାନ ଖୋଲା ଚାଲିଥିବା ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏ ଅଞ୍ଚଳରେ ୪ରୁ ୫ଟି ବେଆଇନ ପଥର ଖାଦାନ ଚାଲିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ବିଭାଗ ପକ୍ଷରୁ ଚଢାଉ କରାଯିବା ସହ ରାସ୍ତାରେ ପରିମିଟ୍‌ ନ ପାଇ ଚଳାଚଳ କରୁଥିବା ଟ୍ରକ୍‌ ଜବତ କରାଯାଇ ରେଞ୍ଜକୁ ଅଣାଯାଇଛି।

ଭିଜିଲାନ୍ସ ଡିଏସ୍‌ପି କହିଛନ୍ତି, କାଗଜପତ୍ର ଦେଖାଇଲେ ଗାଡି ଛଡାଯିବ ନ ହେଲେ ଆଇନ ଅନୁସାସରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story