ସ୍ତ୍ରୀକୁ ହାଣିଲା ସ୍ୱାମୀ

ଅଫିସ୍‌ରେ ପଶି ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ସ୍ୱାମୀ। ସୋମବାର ଅପରାହ୍ନରେ ଏପରି ଚାଞ୍ଚଲ୍ୟକର ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଥିଲା।

Manoj Swain
  • Published: Wednesday, 22 November 2023
  • Updated: 22 November 2023, 11:57 AM IST

Sports

Latest News

ଅଫିସ୍‌ରେ ପଶି ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ସ୍ୱାମୀ। ସୋମବାର ଅପରାହ୍ନରେ ଏପରି ଚାଞ୍ଚଲ୍ୟକର ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଥିଲା। ଏହି ଘଟଣା ପରେ କମିଶନରେଟ୍‌ ପୁଲିସ୍‌ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଥିବାବେଳେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଛି। ତେବେ ପୁଲିସ ମୁତାବକ, ସନ୍ଦେହ ଓ ରାଗରେ ସ୍ୱାମୀ ଛୁରା ମାଡ଼ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos