ରାଉରକେଲା: ୫ ବର୍ଷ ବାଳକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ରେଳ ଷ୍ଟେସନ୍‌ ନିକଟ ଏକ ରେଳବାଇ କ୍ୱାର୍ଟର୍ସ ପଛ ପଟୁ ଜଣେ ୫ ବର୍ଷ ବଳକର ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ତା’ ନାଁ ରୋହିତ ସମଦ। ଗତକାଲିଠାରୁ ରୋହିତ ନିଖୋଜ ଥିଲା। ତାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି। ପୋଲିସ୍ ଘଟଣାର ଅନୁସନ୍ଧାନ କରୁଛି।

raulkela

raulkela

Rakesh Mallick
  • Published: Monday, 02 May 2016
  • Updated: 02 May 2016, 10:29 AM IST

Sports

Latest News

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ରେଳ ଷ୍ଟେସନ୍‌ ନିକଟ ଏକ ରେଳବାଇ କ୍ୱାର୍ଟର୍ସ ପଛ ପଟୁ ଜଣେ ୫ ବର୍ଷ ବଳକର ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ତା’ ନାଁ ରୋହିତ ସମଦ।

ଗତକାଲିଠାରୁ ରୋହିତ ନିଖୋଜ ଥିଲା। ତାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି। ପୋଲିସ୍ ଘଟଣାର ଅନୁସନ୍ଧାନ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos