ଆତଙ୍କବାଦୀ ଅବଦୁର ରେହମାନ୍‌ର ବେଆଇନ ମଦ୍ରାସାରେ ପୋଲିସର ଚଢ଼ାଉ

କଟକ: ଅଲକାଏଦା ଆତଙ୍କବାଦୀ  ଅବଦୁର ରେହମାନ୍ ଟାଙ୍ଗୀରେ ବେଆଇନ ଭାବେ ଚଳାଉଥିବା ମଦ୍ରାସାରେ ପୁଣି ଶିକ୍ଷାଦାନ ଆରମ୍ଭ ହୋଇଛି। ଏ ନେଇ ସୂଚନା ପାଇବା ପରେ ଟାଙ୍ଗୀ ପୋଲିସ୍ ଗତକାଲି ମଦ୍ରାସାରେ ପହଞ୍ଚିଥିଲା। ମାନ୍ଦ୍ରାସାରେ ପଢୁଥିବା ଝାଡ଼ଖଣ୍ଡର ୬ଜଣ  ଛାତ୍ରଙ୍କୁ ଫେରିଯିବାକୁ  ତାଗିଦ୍‌ କରିବା ସହ ୱାକପ୍ ବୋର୍ଡର ବିନା ଅନୁମତିରେ ଶିକ୍ଷାଦାନ କରାଯାଇପାରିବ ନାହିଁ ବୋଲି ମଦ୍ରାସାର ଶିକ୍ଷକମାନଙ୍କୁ ଟାଙ୍ଗୀ ପୋଲିସ୍ ତାଗିଦ୍ କରିଛି । ଏଥିସହ ମଦ୍ରାସାରୁ ପୋଲିସ୍ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଲିସ୍ ଜବତ କରିଥିବା […]

abdul

abdul

Rakesh Mallick
  • Published: Saturday, 07 May 2016
  • Updated: 07 May 2016, 08:58 AM IST

Sports

Latest News

କଟକ: ଅଲକାଏଦା ଆତଙ୍କବାଦୀ  ଅବଦୁର ରେହମାନ୍ ଟାଙ୍ଗୀରେ ବେଆଇନ ଭାବେ ଚଳାଉଥିବା ମଦ୍ରାସାରେ ପୁଣି ଶିକ୍ଷାଦାନ ଆରମ୍ଭ ହୋଇଛି। ଏ ନେଇ ସୂଚନା ପାଇବା ପରେ ଟାଙ୍ଗୀ ପୋଲିସ୍ ଗତକାଲି ମଦ୍ରାସାରେ ପହଞ୍ଚିଥିଲା। ମାନ୍ଦ୍ରାସାରେ ପଢୁଥିବା ଝାଡ଼ଖଣ୍ଡର ୬ଜଣ  ଛାତ୍ରଙ୍କୁ ଫେରିଯିବାକୁ  ତାଗିଦ୍‌ କରିବା ସହ ୱାକପ୍ ବୋର୍ଡର ବିନା ଅନୁମତିରେ ଶିକ୍ଷାଦାନ କରାଯାଇପାରିବ ନାହିଁ ବୋଲି ମଦ୍ରାସାର ଶିକ୍ଷକମାନଙ୍କୁ ଟାଙ୍ଗୀ ପୋଲିସ୍ ତାଗିଦ୍ କରିଛି ।

ଏଥିସହ ମଦ୍ରାସାରୁ ପୋଲିସ୍ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଲିସ୍ ଜବତ କରିଥିବା ବେଳେ ପଢୁଥିବା ପିଲାମାନେ ସେମାନଙ୍କ ଘରକୁ ଫେରିଯାଇଛନ୍ତି।

ସୂଚନାଯୋଗ୍ୟ, ଆତଙ୍କବାଦୀ ମହମ୍ମଦ ଅବଦୁର ରେହମାନ ଗିରଫ ହେବା ପରେ ଟାଙ୍ଗୀ ପୋଲିସ ଓ କମିଶନରେଟ ପୋଲିସ ମିଳିତ ତଦନ୍ତ ବେଳେ ରେହମାନ ଚଳାଉଥିବା ମଦ୍ରାସାରେ ପ୍ରାୟ ୭୦ଜଣ ଝାଡ଼ଖଣ୍ଡ ଅଞ୍ଚଳର ପିଲା ପାଠ ପଢୁଥିବା ଜଣାପଡିଥିଲା। ସେମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ହେବାକୁ ରେହମାନ ଉସୁକାଉଥିବା ପୋଲିସ୍ ସୂଚନା ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story