ସୁନ୍ଦରଗଡ଼ରେ ବ୍ୟାଟେରି ଚୋରି କରୁଥିବା ଗ୍ୟାଙ୍ଗର ୪ ଗିରଫ: ୨୪ଟି ବ୍ୟାଟେରି ଓ ସ୍କୋର୍ପିଓ ଜବତ

ସୁନ୍ଦରଗଡ଼:  ମୋବାଇଲ ଟାୱାର ଗୁଡ଼ିକରେ ରହୁଥିବା ବଡ଼ ଅଟୋମୋଟିକ ଜେନେରେଟର ଗୁଡ଼ିକରୁ ବ୍ୟାଟେରି ଚୋରି କରୁଥିବା ଏକ ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଗିରଫ ପରେ ଏମାନଙ୍କ ଠାରୁ ୨୪ଟି ବ୍ୟାଟେରି ସମେତ ଚୋରିରେ ବ୍ୟବହାର କରାଯାଉଥିବା ଏକ ସ୍କୋର୍ପିଓ ଗାଡ଼ିକୁ ମଧ୍ୟ ଜବତ କରିଛି ପୋଲିସ। ସୂଚନା ଅନୁସାରେ ଗତକାଲି ରାତିରେ ଟାଉନ ଥାନା ପୋଲିସର ଏକ ଟିମ ପାଟ୍ରୋଲିଂ କରୁଥିବା ବେଳେ କିରେଇ ନିକଟ ଏକ ଭୋଡ଼ାଫୋନ […]

sudaragarh

sudaragarh

Rakesh Mallick
  • Published: Friday, 04 September 2015
  • Updated: 04 September 2015, 09:16 AM IST

Sports

Latest News

ସୁନ୍ଦରଗଡ଼:  ମୋବାଇଲ ଟାୱାର ଗୁଡ଼ିକରେ ରହୁଥିବା ବଡ଼ ଅଟୋମୋଟିକ ଜେନେରେଟର ଗୁଡ଼ିକରୁ ବ୍ୟାଟେରି ଚୋରି କରୁଥିବା ଏକ ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଗିରଫ ପରେ ଏମାନଙ୍କ ଠାରୁ ୨୪ଟି ବ୍ୟାଟେରି ସମେତ ଚୋରିରେ ବ୍ୟବହାର କରାଯାଉଥିବା ଏକ ସ୍କୋର୍ପିଓ ଗାଡ଼ିକୁ ମଧ୍ୟ ଜବତ କରିଛି ପୋଲିସ। ସୂଚନା ଅନୁସାରେ ଗତକାଲି ରାତିରେ ଟାଉନ ଥାନା ପୋଲିସର ଏକ ଟିମ ପାଟ୍ରୋଲିଂ କରୁଥିବା ବେଳେ କିରେଇ ନିକଟ ଏକ ଭୋଡ଼ାଫୋନ କଂପାନିର ମୋବାଇଲ ଟାୱାରରୁ ବ୍ୟାଟେରି ଚୋରି ହୋଇଯାଇଥିବା ସୂଚନା ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ରାତି ପ୍ରାୟ ୧୧ଟା ବେଳକୁ ଏକ ସ୍କୋର୍ପିଓ ଗାଡ଼ି ମୁଖ୍ୟରାସ୍ତାରେ ଷ୍ଟାଡ଼ିୟମ ଛକ ପଟରୁ ଦ୍ରୁତ ଗତିରେ ଆସୁଥିବାର ଦେଖି ପୋଲିସ ଟିମ ଗାଡ଼ିଟି ଅଟକାଇଥିଲେ। ପୋଲିସ ତଲାସି ବେଳେ ଗାଡ଼ିଟିରୁ ୨୪ଟି ଚୋରା ବ୍ୟାଟେରି  ମିଳିଥିଲା। ଗାଡ଼ିରେ ଥିବା ୪ ଜଣଙ୍କୁ ପୋଲିସ ହେପାଜତରେ ରଖି ପଚରା ଉଚରା କରିବାରୁ ସେମାନେ ଚୋରି କରିଥିବା ସ୍ୱୀକାର କରିଥିଲେ। ଟାଉନଥାନା କେସ ନଂ ୧୭୩/୧୫ରେ ଏକ ମାମଲା ରୁଜୁ କରି ଯଦୁମଣୀ ପଟେଲ, ପ୍ରଶାନ୍ତ ନାଥ, ଦିପକ ସୁନାନୀ ଏବଂ ମାନସ ପଟେଲଙ୍କୁ କୋର୍ଟ ଚାଲାଣ କରିଛି। ଜିଲ୍ଲାର ଅନ୍ୟାନ୍ୟ ଥାନାରେ ମଧ୍ୟ ଏମାନଙ୍କ ନାଁରେ ମାମଲା ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story