ସୁନ୍ଦରଗଡ଼: ଷ୍ଟେଟବ୍ୟାଙ୍କରେ ବୋମାମାଡ କରି ଲୁଟିଲେ ଅଢେଇ ଲକ୍ଷ, ୪ କର୍ମଚାରୀ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ବୋମାମାଡ଼ କରି ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଲହୁଣୀପଡ଼ା ଥାନା ଉଲସୁରେଇ ଷ୍ଟେଟବ୍ୟାଙ୍କରୁ ଏହି ଲୁଟ୍ ହୋଇଛି। ଅଭିଯୋଗ ଅନୁସାରେ ୧୦ଜଣ ଦୁବୃର୍ତ୍ତ ବ୍ୟାଙ୍କରେ ବୋମା ମାଡ଼ କରି ପ୍ରାୟ ଅଢେ଼ଇ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଘଟଣାରେ ୪ଜଣ ବ୍ୟାଙ୍କ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତନାଘନା ଜାରି ରଖିଛି।

state bank

state bank

Rakesh Mallick
  • Published: Wednesday, 26 August 2015
  • Updated: 26 August 2015, 09:10 AM IST

Sports

Latest News

banai state bankସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ବୋମାମାଡ଼ କରି ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଲହୁଣୀପଡ଼ା ଥାନା ଉଲସୁରେଇ ଷ୍ଟେଟବ୍ୟାଙ୍କରୁ ଏହି ଲୁଟ୍ ହୋଇଛି। ଅଭିଯୋଗ ଅନୁସାରେ ୧୦ଜଣ ଦୁବୃର୍ତ୍ତ ବ୍ୟାଙ୍କରେ ବୋମା ମାଡ଼ କରି ପ୍ରାୟ ଅଢେ଼ଇ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଘଟଣାରେ ୪ଜଣ ବ୍ୟାଙ୍କ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତନାଘନା ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story