୧୨ଟି ମାମଲାରେ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେଲେ ସୁଶାନ୍ତ ଧଳସାମନ୍ତ

କଟକ: ଦୀପୁ ଓ ଓମ୍ ହତ୍ୟା ସମେତ ୧୨ଟି ମାମଲାରେ ଆଜି ସୁଶାନ୍ତ ଧଳସାମନ୍ତଙ୍କୁ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍‌ରୁ ଅଣାଯାଇ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ମେ’ ୧୭ ତାରିଖରେ ପୁଣି ଥରେ ହାଜର କରାଇବା ପାଇଁ ଏସ୍‌ଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁଶାନ୍ତଙ୍କୁ ଆଜି ଝାରପଡ଼ା ଜେଲ୍‌ରୁ ଭିଡିଓକନ୍‌ଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯିବାର ଥିଲା। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାହା ସମ୍ଭବ ହୋଇ ନ […]

shushanta

shushanta

Rakesh Mallick
  • Published: Wednesday, 04 May 2016
  • Updated: 04 May 2016, 05:24 AM IST

Sports

Latest News

shushantaକଟକ: ଦୀପୁ ଓ ଓମ୍ ହତ୍ୟା ସମେତ ୧୨ଟି ମାମଲାରେ ଆଜି ସୁଶାନ୍ତ ଧଳସାମନ୍ତଙ୍କୁ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍‌ରୁ ଅଣାଯାଇ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ମେ’ ୧୭ ତାରିଖରେ ପୁଣି ଥରେ ହାଜର କରାଇବା ପାଇଁ ଏସ୍‌ଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁଶାନ୍ତଙ୍କୁ ଆଜି ଝାରପଡ଼ା ଜେଲ୍‌ରୁ ଭିଡିଓକନ୍‌ଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯିବାର ଥିଲା। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାହା ସମ୍ଭବ ହୋଇ ନ ଥିଲା। ପୂର୍ବରୁ ମଧ୍ୟ ସୁଶାନ୍ତଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos