ଟିମନ୍ କୁମ୍ଭାର ଲିଙ୍କ୍: ସ୍କର୍ପିଓ ଜବତ, ଡ୍ରାଇଭର ଅଟକ

ବଲାଙ୍ଗିର: ବଲାଙ୍ଗିରର କୁଖ୍ୟାତ ଅପରାଧୀ ଟିମନ୍ କୁମ୍ଭାର ମାମଲାରେ ଲିଙ୍କ୍ ଥିବା ନେଇ ଆଜି ଟାଉନ୍ ଥାନା ପୋଲିସ୍ କନ୍ଧପାଲି ପଡାରୁ ଏକ  ସ୍କର୍ପିଓ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖିଛି।  ସ୍କର୍ପିଓଟି କାହାର, ତାହା କେଉଁ କାମରେ ଲାଗୁଥିଲା, ସ୍କର୍ପିଓର ଟିମନ୍ କୁମ୍ଭାର ମାମଲାରେ କଣ ସଂପୃକ୍ତି ରହିଛି, ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍। ଏପ୍ରିଲ ୨୪ ତାରିଖରେ ଟିମନକୁ ଗିରଫ କରିଥିଲା ପୋଲିସ୍। ବର୍ତ୍ତମାନ ଯାଏ ଟିମନ ନାଁରେ […]

s

s

Rakesh Mallick
  • Published: Sunday, 08 May 2016
  • Updated: 08 May 2016, 08:46 AM IST

Sports

Latest News

ବଲାଙ୍ଗିର: ବଲାଙ୍ଗିରର କୁଖ୍ୟାତ ଅପରାଧୀ ଟିମନ୍ କୁମ୍ଭାର ମାମଲାରେ ଲିଙ୍କ୍ ଥିବା ନେଇ ଆଜି ଟାଉନ୍ ଥାନା ପୋଲିସ୍ କନ୍ଧପାଲି ପଡାରୁ ଏକ  ସ୍କର୍ପିଓ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖିଛି।  ସ୍କର୍ପିଓଟି କାହାର, ତାହା କେଉଁ କାମରେ ଲାଗୁଥିଲା, ସ୍କର୍ପିଓର ଟିମନ୍ କୁମ୍ଭାର ମାମଲାରେ କଣ ସଂପୃକ୍ତି ରହିଛି, ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍।

ଏପ୍ରିଲ ୨୪ ତାରିଖରେ ଟିମନକୁ ଗିରଫ କରିଥିଲା ପୋଲିସ୍। ବର୍ତ୍ତମାନ ଯାଏ ଟିମନ ନାଁରେ ୧୦ଟି ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story