ଜାନୁୟାରୀ ପହିଲାରୁ ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖାକୁ କରାଯିବ ସମ୍ପୂର୍ଣ୍ଣ ନିଷେଧ । ଏଥିନିମନ୍ତେ ଆଜିଠୁ ସମସ୍ତଙ୍କୁ ସଚେତନ କରାଯିବ । ଏନେଇ ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି। ଏନେଇ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Culture & Literature
ହବିଷ୍ୟାଳି ଯୋଜନାରେ ଆଜିଠୁ ପଞ୍ଜିକରଣ ଆରମ୍ଭ; ଜାଣନ୍ତୁ, କେଉଁ ସାଇଟ୍ରେ କରିବେ ଆବେଦନ
ଏଥର ଅଫ୍ଲାଇନ୍ ନୁହେଁ କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ। ୧୧ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ।
Culture & Literature
ସରୋଜିନୀ ସାହୁ ପାଇବେ ୪୫ ତମ ‘ଶାରଳା ପୁରସ୍କାର’
ବିଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ଓ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ତାନସେନ୍ ସିଂଙ୍କୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ପ୍ରଦାନ କରାଯିବ।
Guest Column
ଇତିହାସର ବିକୃତିକରଣ
ଭାରତ ବିଶ୍ୱର ପ୍ରାଚୀନ ଜୀବନ୍ତ ରାଷ୍ଟ୍ର। ଆଧୁନିକ ଅନୁସନ୍ଧାନରୁ ଜଣାଯାଏ ସିନ୍ଧୁ ସଭ୍ୟତା ମିଶର ସଭ୍ୟତାଠାରୁ ୨୨ ହଜାର ବର୍ଷର ପୁରାତନ। ବହୁକାଳୁ ଏଠାରେ ଏକ ସଭ୍ୟତା ବିଦ୍ୟମାନ ଅଛି। ଏଣୁ ଭାରତର ଇତିହାସ ଲେଖନୀର ପରମ୍ପରା ଅତ୍ୟନ୍ତ ପ୍ରାଚୀନ। କିନ୍ତୁ ଆଶ୍ଚର୍ଯ୍ୟର କଥା ଊନ୍ନବିଂଶ ଶତାବ୍ଦୀରେ ବିକଶିତ ୟୁରୋପର ଇତିହାସକାର ଓ ବିଦ୍ୱାନମାନେ ଭ୍ରମାତ୍ମକ ପ୍ରଚାର କରିଛନ୍ତି ଯେ ଭାରତରେ ଇତିହାସ ଲେଖାର ଦୃଷ୍ଟି ଓ ଅବଧାରଣା ନଥିଲା କିମ୍ବା ଭାରତର କୌଣସି ଇତିହାସ ନାହିଁ।
Guest Column
‘ଶାରଳା ଦାସଙ୍କ ମହାଭାରତ’ ନା ‘ସାରୋଳଦାସ ମହାଭାରଥ’
ଏକ ପୁସ୍ତକ ମେଳାରେ ହଠାତ ମୋତେ ମିଳିଥିଲା ଗୋପୀନାଥ ମହାନ୍ତିଙ୍କ ଦ୍ଵାରା ଲିଖିତ ପୁସ୍ତକ ‘ଗବେଷକ ଦୃଷ୍ଟିରେ ସାରୋଳ ମହାଭାରତ’। ଶାରଳାଙ୍କ ସ୍ଥାନରେ ସାରୋଳ ଦେଖି ମୁଁ କିଛିଟା ଆଶ୍ଚର୍ଯ୍ୟ ହୋଇଯାଇଥିଲି ଓ କିଣି ଆଣିଥିଲି ବହିଟିକୁ। ପ୍ରକୃତରେ ସେ ଶାରଳା ଦାସ ଥିଲେ ଯେ ଓଡିଆ ମହାଭାରତ ଲେଖିଥିଲେ ନା ସେ ସାରୋଳ? ଏହି ପ୍ରଶ୍ନ ଖୋଜିବା ଭିତରେ ଅନ୍ୟ ଏକ ସତ୍ୟକୁ ମୁଁ ଆବିଷ୍କାର କରିଥିଲି ଯେ ସେ ‘ସାରୋଳ’ ନୁହଁନ୍ତି ‘ସାରୋଳଦାସ’ ଓ ତାଙ୍କ ଦ୍ଵାରା ଲିଖିତ କାବ୍ୟଗ୍ରନ୍ଥ ‘ମହାଭାରତ’ ମଧ୍ୟ ନୁହେଁ, ତାହା ‘ମହାଭାରଥ’। କେମିତି?
Culture & Literature
ସ୍ୱାତୀ ଜେନାଙ୍କୁ ମିଳିଲା ‘FEMFEST-2024’ ସମ୍ମାନ
ଆଲୋଚନାଚକ୍ର ପରେ ସାମ୍ବାଦିକତାରେ ପରିଚୟ ସୃଷ୍ଟି କରିଥିବା ୭ ଜଣ ପ୍ରତିଷ୍ଠିତ ସାମ୍ବାଦିକଙ୍କୁ ସନ୍ମାର୍ଗ ପକ୍ଷରୁ ‘FEM FEST-2024’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେଥିରେ ଅଛନ୍ତି ଓଡ଼ିଶା ରିପୋର୍ଟର ସାମ୍ବାଦିକା ସ୍ଵାତୀ ଜେନା।