ପରିକ୍ରମା ପ୍ରକଳ୍ପ ଉଦଘାଟନ କରିବାକୁ ସରକାର ବହୁ ତତ୍ପର । କିନ୍ତୁ ଯାହା ଥ୍ରୀଡି ପ୍ରତିକୃତିରେ ଦେଖାଯାଇଥିଲା । ବାସ୍ତବରେ ତାହା ହୋଇନଥିବା ଅଭିଯୋଗ । ଯାହା ଦେଖାଯାଇଥିଲା, ତାହା ସହ ଖାପ ଖାଉନି ନିର୍ମାଣ ହୋଇଥିବା ପ୍ରକଳ୍ପ । ସିଂହଦ୍ୱାରକୁ ଛାଡି ବାକି ତିନି ଦ୍ୱାରରେ କେବଳ ଟୟଲେଟ ନିର୍ମାଣ ହୋଇଛି । ଜାନୁଆରୀ ୧୭ରେ ଯେଉଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଉଦଘାଟନ ପାଇଁ ସରକାର ଏତେ ତରତର। କିନ୍ତୁ ବାସ୍ତବରେ ପ୍ରକଳ୍ପରେ ନାହିଁ ଏସବୁ...। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Culture & Literature
ମଠ ମନ୍ଦିର ପାଇଁ ‘ଦେବାଳୟ ଯୋଜନା’ ଖୁବଶୀଘ୍ର : ଆଇନ ମନ୍ତ୍ରୀ
ମନ୍ଦିର ଓ ମଠର ପରିଚାଳନା ଦୃଷ୍ଟିକୋଣରୁ ଯେଉଁସବୁ ସମସ୍ୟା ଓ ସହାୟତା କଥା ଆସୁଛି ସେଦିଗରେ ଗଭୀର ଭାବେ ଚିନ୍ତା କରାଯାଉଛି ।
Guest Column
ଭାରତର କୌଣସି ସଙ୍ଗୀତ ଶାସ୍ତ୍ରୀୟ ନୁହେଁ!
ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଥିଲେ ଯେ, କୌଣସି ବି ସଙ୍ଗୀତ ଶୈଳୀକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରି ନାହାନ୍ତି ଏବଂ ସେପରି ବ୍ୟବସ୍ଥା ମଧ୍ୟ ନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଆଜିଯାଏଁ କୌଣସି ଗୋଟିଏ ବି ସଂଗୀତ ଶୈଳୀକୁ ନା କେନ୍ଦ୍ର ସରକାର ନା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ ସଂଗୀତ ଭାବେ ସ୍ୱୀକୃତି ମିଳିଛି। ଅତଏବ, କର୍ଣ୍ଣାଟକୀ, ହିନ୍ଦୁସ୍ତାନୀ ଏବଂ ଓଡ଼ିଶୀ ସଂଗୀତ - କାହାକୁ ବି ଶାସ୍ତ୍ରୀୟ ସଙ୍ଗୀତ ଭାବେ ସ୍ୱୀକୃତି ମିଳିନାହିଁ! ଏହା ଆଶ୍ଚର୍ଯ୍ୟଜନକ ନୁହେଁ କି?
Culture & Literature
ହବିଷ୍ୟାଳି ଯୋଜନାରେ ଆଜିଠୁ ପଞ୍ଜିକରଣ ଆରମ୍ଭ; ଜାଣନ୍ତୁ, କେଉଁ ସାଇଟ୍ରେ କରିବେ ଆବେଦନ
ଏଥର ଅଫ୍ଲାଇନ୍ ନୁହେଁ କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ। ୧୧ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ।
Culture & Literature
ସରୋଜିନୀ ସାହୁ ପାଇବେ ୪୫ ତମ ‘ଶାରଳା ପୁରସ୍କାର’
ବିଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ଓ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ତାନସେନ୍ ସିଂଙ୍କୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ପ୍ରଦାନ କରାଯିବ।
Guest Column
ଇତିହାସର ବିକୃତିକରଣ
ଭାରତ ବିଶ୍ୱର ପ୍ରାଚୀନ ଜୀବନ୍ତ ରାଷ୍ଟ୍ର। ଆଧୁନିକ ଅନୁସନ୍ଧାନରୁ ଜଣାଯାଏ ସିନ୍ଧୁ ସଭ୍ୟତା ମିଶର ସଭ୍ୟତାଠାରୁ ୨୨ ହଜାର ବର୍ଷର ପୁରାତନ। ବହୁକାଳୁ ଏଠାରେ ଏକ ସଭ୍ୟତା ବିଦ୍ୟମାନ ଅଛି। ଏଣୁ ଭାରତର ଇତିହାସ ଲେଖନୀର ପରମ୍ପରା ଅତ୍ୟନ୍ତ ପ୍ରାଚୀନ। କିନ୍ତୁ ଆଶ୍ଚର୍ଯ୍ୟର କଥା ଊନ୍ନବିଂଶ ଶତାବ୍ଦୀରେ ବିକଶିତ ୟୁରୋପର ଇତିହାସକାର ଓ ବିଦ୍ୱାନମାନେ ଭ୍ରମାତ୍ମକ ପ୍ରଚାର କରିଛନ୍ତି ଯେ ଭାରତରେ ଇତିହାସ ଲେଖାର ଦୃଷ୍ଟି ଓ ଅବଧାରଣା ନଥିଲା କିମ୍ବା ଭାରତର କୌଣସି ଇତିହାସ ନାହିଁ।