ପପ୍‌ଷ୍ଟାର କେଟୀ ପେରୀଙ୍କ ପାଇଁ ଗ୍ରାଣ୍ଡ ପାର୍ଟି ଆୟୋଜନ କଲେ କରନ

ମୁମ୍ବାଇ: ହଲିଉଡ୍‌ ପପ୍‌ଷ୍ଟାର କେଟୀ ପେରୀଙ୍କ ପାଇଁ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଛନ୍ତି କରନ ଜୋହର। ମୁମ୍ବାଇରେ ହେବାକୁ ଥିବା ୱାନ୍‌ ପ୍ଲସ୍‌ ମ୍ୟୁଜିକ୍‌ ଫେଷ୍ଟିଭାଲ୍‌ରେ ଯୋଗଦେବାକୁ କେଟି ଭାରତ ଆସିଛନ୍ତି। ତାଙ୍କ ଶୋ ପୂର୍ବରୁ ତାଙ୍କ ସ୍ୱାଗତରେ ଗତକାଲି କରନ୍‌ ଏହି ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ବଲିଉଡ୍‌ର ପ୍ରାୟ ଲୋକପ୍ରିୟ କଳାକାରଙ୍କୁ ସାମିଲ୍‌ ହେବାର ଦେଖିବାକୁ ମିଳିଥିଲା। ଆଲିଆଙ୍କଠୁ ଆରମ୍ଭ କରି ଐଶ୍ୱର୍ଯ୍ୟା ରାୟଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପାର୍ଟିରେ ଯୋଗଦେଇ […]

1

1

Biswobandita Swain
  • Published: Saturday, 16 November 2019
  • Updated: 17 November 2019, 01:20 PM IST

Sports

Latest News

ମୁମ୍ବାଇ: ହଲିଉଡ୍‌ ପପ୍‌ଷ୍ଟାର କେଟୀ ପେରୀଙ୍କ ପାଇଁ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଛନ୍ତି କରନ ଜୋହର। ମୁମ୍ବାଇରେ ହେବାକୁ ଥିବା ୱାନ୍‌ ପ୍ଲସ୍‌ ମ୍ୟୁଜିକ୍‌ ଫେଷ୍ଟିଭାଲ୍‌ରେ ଯୋଗଦେବାକୁ କେଟି ଭାରତ ଆସିଛନ୍ତି। ତାଙ୍କ ଶୋ ପୂର୍ବରୁ ତାଙ୍କ ସ୍ୱାଗତରେ ଗତକାଲି କରନ୍‌ ଏହି ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ବଲିଉଡ୍‌ର ପ୍ରାୟ ଲୋକପ୍ରିୟ କଳାକାରଙ୍କୁ ସାମିଲ୍‌ ହେବାର ଦେଖିବାକୁ ମିଳିଥିଲା। ଆଲିଆଙ୍କଠୁ ଆରମ୍ଭ କରି ଐଶ୍ୱର୍ଯ୍ୟା ରାୟଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପାର୍ଟିରେ ଯୋଗଦେଇ କେଟୀଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ଢେର୍‌ ସାରା ଫଟୋ ଉଠାଇଥିଲେ।

ସୂଚନା ଅନୁଯାୟୀ, ପୂର୍ବରୁ କରନ ୱିଲ୍‌ ସ୍ମିଥ୍‌ଙ୍କ ଭଳି ଷ୍ଟାର୍‌ଙ୍କ ପାଇଁ ମଧ୍ୟ ପାର୍ଟିର ଆୟୋଜନ କରିସାରିଛନ୍ତି।

ତେବେ କେଟୀ ପେରୀ ପ୍ରଥମ ଥର ପାଇଁ  ମୁମ୍ବାଇ ଆସିଛନ୍ତି। ୱାନ୍‌ପ୍ଲସ୍‌ ମ୍ୟୁଜିକ୍‌ ଫେଷ୍ଟିଭାଲରେ କେଟୀଙ୍କ ସହିତ ଡୁଆ ଲିପ ମଧ୍ୟ ସାମିଲ୍‌ ହେବାକୁ ଯାଉଛନ୍ତି। ଏହି ଅନ୍ତର୍ଜାତୀୟ ଷ୍ଟାର୍‌ଙ୍କ ସହିତ କିଛି ଭାରତୀୟ ମ୍ୟୁଜିସିଆନ୍‌ ଅମିତ ତ୍ରିବେଦୀ, ଋତ୍ୱିକ, ଦ ଲୋକାଲ ଟ୍ରେନ୍‌ ବ୍ୟାଣ୍ଡ ଏହି ମ୍ୟୁଜିକ୍‌ ଫେଷ୍ଟିଭାଲ୍‌ରେ ପରଫର୍ମ କରିବେ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story