ଶହେ କୋଟି କ୍ଲବର ନିର୍ଦେଶକ ରୋହିତ ସେଟ୍ଟୀ ଏବେ ଏକ୍ସପେରିମେଣ୍ଟ କରୁଛନ୍ତି ଶାହରୁଖ ଖାନ ଏବଂ କାଜୋଲଙ୍କୁ ନେଇ ଫିଲ୍ମ ଦିଲୱାଲାରେ । ଏହି ଦସ୍ୱବ ରିଲ କପଲ ଆଗରୁ ଅନେକ ହିଟ ଦେଇସାରିଛନ୍ତି । ବଲିଉଡରେ ଏମାନଙ୍କ ରିଲ ରୋମାନ୍ସ କ୍ରିଏଟ କରିସାରିଛି ଏକଜାମ୍ପଲ । ମାତ୍ର ନିଜ ନିଜର ସେକେଣ୍ଡ ଇନିଂସରେ ଏହି ଦୁଇ ରୋମାଣ୍ଟିକ କପଲଙ୍କ ରୋମାନ୍ସ ଦେଖିବାକୁ ମକ୍ଟମକ୍ଟବ ଫିଲ୍ମ ଦିଲୱାଲେରେ । ରେଡ ଚିଲି ପ୍ରଡକ୍ସନ ଓ ରୋହିତ ସେଟ୍ଟୀଙ୍କ ପ୍ରଡକ୍ସନ ହାଉସର ମିଳିତ ଉଦ୍ୟମରେ ନିର୍ମିତ ହେଉଛି ଏହି ଫିଲ୍ମ । ମାର୍ଚ୍ଚ ୨୦ରୁ ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଲାଣି । ୨୦୧୫ ଖ୍ରୀଷ୍ଟମାସରେ ରିଲିଜ ହେବାର ପ୍ଲାନ ରହିଛି ଫିଲ୍ମ ଦିଲୱାଲେର ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ଜଜଙ୍କ ଘରୁ ପୁଳାପୁଳା ଟଙ୍କା ମିଳିବା ଘଟଣା: ନ୍ୟାୟିକ କାର୍ଯ୍ୟରୁ ଜଷ୍ଟିସ ବର୍ମାଙ୍କୁ ହଟାଇଲେ ହାଇକୋର୍ଟ
ହାଇକୋର୍ଟ ପକ୍ଷରୁ ଜାରି ସର୍କ୍ୟୁଲାରରେ କୁହାଯାଇଛି, ନିକଟରେ ଘଟୁଥିବା ଘଟଣାଗୁଡ଼ିକୁ ଦୃଷ୍ଟିରେ ରଖି ଜଷ୍ଟିସ ଯଶବନ୍ତ ବର୍ମାଙ୍କୁ ସମସ୍ତ ପ୍ରକାରର ନ୍ୟାୟିକ କାର୍ଯ୍ୟରୁ ତତ୍କାଳ ଭାବେ ହଟାଯାଉଛି।

Education
ଶିକ୍ଷାଗତ ଯୋଗ୍ୟତା ଅନୁସାରେ କାହିଁକି ଭାରତୀୟ ପାଉନାହାନ୍ତି ଚାକିରି?
କେବଳ ୮.୨୫ ଗ୍ରାଜ୍ୟୁଏଟ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଭାରତରେ ଚାକିରି କରିବାକୁ ସକ୍ଷମ ହୋଇଛନ୍ତି।

Guest Column
ନିର୍ବାଚନ ମଣ୍ଡଳି ସୀମା ପୁନଃ ନିର୍ଦ୍ଧାରଣ ଓ ସଂଘୀୟ ବ୍ୟବସ୍ଥା
ମୋଦୀଙ୍କ ଏନଡିଏ ସରକାର ପାର୍ଲାମେଂଟର ନୂଆ ଭବନ କଲାବେଳେ ଯେପରି ଭାବରେ ଲୋକସଭାରେ ୮୫୦ ଜଣ ସଦସ୍ୟ ବସିବା ପାଇଁ ବ୍ୟବସ୍ଥା କରିଛନ୍ତି ସେଥିରେ ମୋଦୀ ସରକାର ସୀମା ନିର୍ଦ୍ଧାରଣ କମିଶନ ଜରିଆରେ ଲୋକସଭା ଆସନ ସଂଖ୍ୟା ବଢ଼ାଇବେ ବୋଲି ବିଶ୍ୱାସ ସୃଷ୍ଟି ହୋଇଛି।

Politics
ଷ୍ଟାଲିନଙ୍କ ସୀମା ପୁନଃ ନିର୍ଦ୍ଧାରଣ ବୈଠକକୁ କାହିଁକି ଆସିଲାନି TMC?
ଜନ ସଂଖ୍ୟା ଆଧାରରେ ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟକ୍ରମ ୨୦୨୬ରୁ ଆରମ୍ଭ ହେଉଥିବା ବେଳେ ଏହାକୁ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ବିରୋଧ କରୁଛନ୍ତି।

Crime
ମୃତଦେହକୁ ଚିହ୍ନଟ କରିଥିଲେ ବାପା, ଜେଲରେ ୪ ଅଭିଯୁକ୍ତ: କିନ୍ତୁ ଏବେ ସମସ୍ତେ ଚକିତ!
୨୦୨୩ ସେପ୍ଟେମ୍ବର ମାସରରେ ଲଳିତା ଗାନ୍ଧି ସାଗର ଅଞ୍ଚଳରୁ ନିଖୋଜ ହୋଇଯାଇଥିଲେ। କିଛି ଦିନ ପରେ ଗୋଟିଏ ଟ୍ରକ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଥିଲା।