ସିମ୍‌ରେ ସୋନୁଙ୍କ ଛବି ଆଙ୍କିଲେ ପ୍ରଶଂସକ, ମିଳିଲା ଏମିତି ଉତ୍ତର

ମୁମ୍ବାଇ: କରୋନା ମହାମାରୀ ସମୟରେ ଗରିବଙ୍କୁ ସାହାଯ୍ୟ କରି ବେଶ ପ୍ରଶଂସା ସାଉଁଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ପ୍ରବାସୀଙ୍କୁ ଘରକୁ ଫେରେଇ ଆଣିବା ହେଉ ଅବା ଗରିବଙ୍କୁ ଆର୍ଥିକ ସହାୟତା କରିବା ହେଉ ସବୁଥିରେ ସୋନୁ  ଆଗରେ ରହିଛନ୍ତି। ଯେଉଁଥିପାଇଁ ତାଙ୍କର ବେଶ ପ୍ରଶଂସା ହେଉଛି। ନିକଟରେ ସୋନୁଙ୍କର ଜଣେ ପ୍ରଶଂସକ ସିମରେ ତାଙ୍କ ଛବି ଆଙ୍କି ଟ୍ୱିଟ କରିଛନ୍ତି। ଏହି ଛବିକୁ ଦେଖିବା ପରେ ଅଭିନେତା ସୋନୁ ସୁଦ  ସୁନ୍ଦର ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କର […]

sonusimm_1200x768

sonusimm_1200x768

Biswobandita Swain
  • Published: Thursday, 10 September 2020
  • Updated: 10 September 2020, 03:15 PM IST

Sports

Latest News

ମୁମ୍ବାଇ: କରୋନା ମହାମାରୀ ସମୟରେ ଗରିବଙ୍କୁ ସାହାଯ୍ୟ କରି ବେଶ ପ୍ରଶଂସା ସାଉଁଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ପ୍ରବାସୀଙ୍କୁ ଘରକୁ ଫେରେଇ ଆଣିବା ହେଉ ଅବା ଗରିବଙ୍କୁ ଆର୍ଥିକ ସହାୟତା କରିବା ହେଉ ସବୁଥିରେ ସୋନୁ  ଆଗରେ ରହିଛନ୍ତି। ଯେଉଁଥିପାଇଁ ତାଙ୍କର ବେଶ ପ୍ରଶଂସା ହେଉଛି। ନିକଟରେ ସୋନୁଙ୍କର ଜଣେ ପ୍ରଶଂସକ ସିମରେ ତାଙ୍କ ଛବି ଆଙ୍କି ଟ୍ୱିଟ କରିଛନ୍ତି।

ଏହି ଛବିକୁ ଦେଖିବା ପରେ ଅଭିନେତା ସୋନୁ ସୁଦ  ସୁନ୍ଦର ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କର ପ୍ରତିକ୍ରିୟାକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି।|

ସୋନୁ ସୁଦକୁ ଟ୍ୟାଗ୍ କରି ଟୁଇଟର ବ୍ୟବହାରକାରୀ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ସୋନୁ ସୁଦ ସାର୍, ଆପଣଙ୍କ ଫଟୋକୁ ମୁଁ ସିମ୍ କାର୍ଡରେ ଆଙ୍କିଛି। ଆପଣଙ୍କୁ ଏହା କିପରି ଲାଗିଲା ? ଆପଣଙ୍କ ପାଇଁ ଆମେ ସମସ୍ତେ ଗର୍ବିତ |

ଅଭିନେତା ଜିଭ ଥିବା ଏକ ଇମୋଜି ସହିତ ଥଟ୍ଟା କରି ପ୍ରତିକ୍ରିୟା ଦେଇ ଲେଖିଛନ୍ତି, “୧୦ଜି ନେଟୱାର୍କ”।

ଏହି ପୋଷ୍ଟ ଶେଆର କରିବା ପରେ ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୨୧ ହଜାରରୁ ଅଧିକ ଲାଇକ୍ ମିଳିଥିଲା। ଏଥିସହିତ ହଜାରରୁ ଅଧିକ ଥର ରି-ଟ୍ୱିଟ୍ ଏବଂ ୪୦୦ ରୁ ଅଧିକ ଲୋକ ଏହି ପୋଷ୍ଟରେ ପ୍ରତିକ୍ରିୟା ବି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story