୨୦ରେ ‘ମୁଁ ବି ହେବି ନେତା’ର ମେଗା ଅଡିସନ

ଭୁବନେଶ୍ୱର: ଚଳିତ ମାସ ୨୦ ତାରିଖରେ ହେବ ‘ଓଟିଭି’ ନୂଆ ପ୍ରକାର ରିଆଲିଟି ଶୋ ‘ମୁଁ ବି ହେବି ନେତା’ର ମେଗା ଅଡିସନ। ପୂର୍ବ ଅଡିସନରେ ଭାଗ ନେଇ ପାରି ନ ଥିବା ପ୍ରତିଯୋଗୀଙ୍କ ପାଇଁ ଏହା ହେବ ଶେଷ ସୁଯୋଗ। ଏହି ଅଡିସନ ପଟିଆ ସ୍ଥିତ ଓଟିଭି ଅଫିସ ଯଥା ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍,ଏନ-୨୮-୩୧/୧ରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ସବୁ ଜିଲ୍ଲାର ପ୍ରତିଯୋଗୀମାନେ ଭାଗ ନେଇପାରିବେ। ସବିଶେଷ ଯୋଗାଯୋଗ ପାଇଁ ସୋମବାରରୁ ଶନିବାର ଦିନ […]

NETA FACEBOOK

NETA FACEBOOK

Rakesh Mallick
  • Published: Saturday, 12 December 2015
  • Updated: 12 December 2015, 04:35 PM IST

Sports

Latest News

ଭୁବନେଶ୍ୱର: ଚଳିତ ମାସ ୨୦ ତାରିଖରେ ହେବ ‘ଓଟିଭି’ ନୂଆ ପ୍ରକାର ରିଆଲିଟି ଶୋ ‘ମୁଁ ବି ହେବି ନେତା’ର ମେଗା ଅଡିସନ। ପୂର୍ବ ଅଡିସନରେ ଭାଗ ନେଇ ପାରି ନ ଥିବା ପ୍ରତିଯୋଗୀଙ୍କ ପାଇଁ ଏହା ହେବ ଶେଷ ସୁଯୋଗ। ଏହି ଅଡିସନ ପଟିଆ ସ୍ଥିତ ଓଟିଭି ଅଫିସ ଯଥା ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍,ଏନ-୨୮-୩୧/୧ରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ସବୁ ଜିଲ୍ଲାର ପ୍ରତିଯୋଗୀମାନେ ଭାଗ ନେଇପାରିବେ। ସବିଶେଷ ଯୋଗାଯୋଗ ପାଇଁ ସୋମବାରରୁ ଶନିବାର ଦିନ ୧୦ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ୯୭୭୭୫୮୮୮୮୭ରେ ଯୋଗାଯୋଗ କରିପାରିବେ। ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ୮ଟି ଅଡିସନ ହୋଇସାରିଛି। ଏହା ୯ମ ତଥା ଅନ୍ତିମ ଅଡିସନ।

ନେତୃତ୍ୱ ଉପରେ ଠିଆ ହୋଇଛି ଆମ ଦେଶ ଭାରତର ଭାଗ୍ୟ। ଏବେ ଅଧିକାଂଶ କ୍ଷେତ୍ରରେ ଧୀରେ ଧୀରେ ଯୁବ ନେତୃତ୍ୱ କମିବାରେ ଲାଗିଛି। କେବଳ ରାଜନୀତି ନୁହେଁ, ଅନ୍ୟ ସାମାଜିକ କ୍ଷେତ୍ରରେ ବି ଦେଖାଦେଇଛି ନେତୃତ୍ୱର ଅଭାବ। ଏହାକୁ ଦୃଷ୍ଟିରେ ରଖି ଓଟିଭି ଆରମ୍ଭ କରିଛି ଏକ ନିଆରା କାର୍ଯ୍ୟକ୍ରମ ‘ମୁଁ ବି ହେବି ନେତା’। ଯୁବକମାନଙ୍କ ଭିତରେ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି ପାଇଁ, ପ୍ରଥମଥର ପାଇଁ ଓଡ଼ିଶାର ପ୍ରମୁଖ ନ୍ୟୁଜ୍ ଚ୍ୟାନେଲ୍ ଓଟିଭିରେ ଏପରି ଏକ ନୂଆ ପ୍ରକାର ରିଆଲିଟି ଶୋର ଆୟୋଜନ କରାଯାଇଛି। ୨୫ ବର୍ଷରୁ କମ୍ ବୟସର ତରୁଣମାନେ ଏଥିରେ ଭାଗ ନେଉଛନ୍ତି। ଏହି ରିଏଲିଟି ଶୋ ମାଧ୍ୟମେ ସେମାନେ ନେତୃତ୍ୱ ନେବାକୁ କେତେ ଦକ୍ଷ ତା’ର ପ୍ରମାଣ ଦେବେ। ମୁଁ ବି ହେବି ନେତାର ବିଜେତାଙ୍କୁ ଓଟିଭି ଯୋଗାଇ ଦେବ ଏକ ନୂଆ ପ୍ଲାଟଫର୍ମ। ବିଜେତାଙ୍କର ଏକ ଡେଭେଲପମେଣ୍ଟାଲ୍ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ କରିବାକୁ ଓଟିଭି ଯୋଗାଇ ଦେବ ଆର୍ଥିକ ସହଯୋଗ। ଅକ୍ଟୋବର ୩୧ ତାରିଖରୁ ଏହା ସପ୍ତାହର ପ୍ରତି ଶନିବାର ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରସାରଣ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story