ବିବାଦ ପରେ ନୋଟିସ୍‌ ଦେଇ ବବି ମିଶ୍ରଙ୍କୁ ଛାଡ଼ିଲା ପୁଲିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଡ଼ୋଶୀଙ୍କ ସହ ଝଗଡ଼ା, ଗ୍ୟାଙ୍ଗଷ୍ଟରଙ୍କ ନାଁ ନେଇ ଧମକ ଓ ଆକ୍ରମଣ ଅଭିଯୋଗରେ ଛନ୍ଦି ହୋଇପଡ଼ିଥିବା ଅଭିନେତା ବବି ମିଶ୍ରଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ନୋଟିସ୍‌ ଦେଇ ଛାଡ଼ିଲା ପୁଲିସ। 41 CRPCରେ ନୋଟିସ୍‌ ଦେଇ ଛାଡ଼ିଲା ନୟାପଲ୍ଲୀ ଥାନା ପୁଲିସ। ଗାଡ଼ି ପାର୍କିଂକୁ ନେଇ ପଡ଼ୋଶୀ ତପି ମିଶ୍ରଙ୍କ ସହ ହୋଇଥିଲା ଗଣ୍ଡଗୋଳ। ତପିଙ୍କ ଅଭିଯୋଗ, ମଦ ପିଇ ପଡ଼ୋଶୀଙ୍କୁ ଗାଳିଗୁଲଜ କରିବା କୁଆଡ଼େ ବବିଙ୍କ ଅଭ୍ୟାସ। ଶୁକ୍ରବାର ବବିଙ୍କ ଭାଇ ଚନ୍ଦନ […]

Babi-Mishra

Babi-Mishra

Manoranjan Sial
  • Published: Saturday, 28 August 2021
  • Updated: 28 August 2021, 08:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଡ଼ୋଶୀଙ୍କ ସହ ଝଗଡ଼ା, ଗ୍ୟାଙ୍ଗଷ୍ଟରଙ୍କ ନାଁ ନେଇ ଧମକ ଓ ଆକ୍ରମଣ ଅଭିଯୋଗରେ ଛନ୍ଦି ହୋଇପଡ଼ିଥିବା ଅଭିନେତା ବବି ମିଶ୍ରଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ନୋଟିସ୍‌ ଦେଇ ଛାଡ଼ିଲା ପୁଲିସ। 41 CRPCରେ ନୋଟିସ୍‌ ଦେଇ ଛାଡ଼ିଲା ନୟାପଲ୍ଲୀ ଥାନା ପୁଲିସ। ଗାଡ଼ି ପାର୍କିଂକୁ ନେଇ ପଡ଼ୋଶୀ ତପି ମିଶ୍ରଙ୍କ ସହ ହୋଇଥିଲା ଗଣ୍ଡଗୋଳ।

ତପିଙ୍କ ଅଭିଯୋଗ, ମଦ ପିଇ ପଡ଼ୋଶୀଙ୍କୁ ଗାଳିଗୁଲଜ କରିବା କୁଆଡ଼େ ବବିଙ୍କ ଅଭ୍ୟାସ। ଶୁକ୍ରବାର ବବିଙ୍କ ଭାଇ ଚନ୍ଦନ ସହ ଗାଡ଼ିପାର୍କିଂକୁ ନେଇ ସାମାନ୍ୟ ଝଗଡ଼ା ହୋଇଥିଲା। ଏଥିରେ ବବି ଉତ୍‌କ୍ଷିପ୍ତ ହୋଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧକ୍କା ମାରିଥିଲେ ବୋଲି ତପି ଅଭିଯୋଗ କରିଥିଲେ। ଏ ସଂପର୍କରେ ସେ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ସେହି ସମୟରେ ବବି କୁଆଡ଼େ ତାଙ୍କ ଘରକୁ ଯାଇ ପତ୍ନୀଙ୍କୁ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁ ନେଇ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି। ତପିଙ୍କ ପରି ତାଙ୍କ ପତ୍ନୀ ମଧ୍ୟ ବବିଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ।

ହେଲେ ଅଭିନେତା ବବି ମିଶ୍ର କିନ୍ତୁ ଗ୍ୟାଙ୍ଗଷ୍ଟରଙ୍କ ନାଁରେ ଧମକ ଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ପାଲଟା ତପିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ତପି ତାଙ୍କୁ ମାଡ଼ ମାରିଥିବା ବବି ଅଭିଯୋଗ କରିଛନ୍ତି।

ତପିଙ୍କ ଅଭିଯୋଗ ଆଧାରରେ ନୟାପଲ୍ଲୀ ଥାନା ପୁଲିସ ବବି ଓ ତାଙ୍କ ଭାଇ ଚନ୍ଦନଙ୍କୁ ଥାନାକୁ ଡକାଇ ପଚରାଉଚରା କରିଥିଲା। ଏପରିକି ଥାନା ଭିତରେ ମଧ୍ୟ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟା ବେଳେ ପୁଲିସ ତାଙ୍କୁ ନୋଟିସ୍‌ ଦେଇ ଛାଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story