ଆହୁରି ସୁନ୍ଦରୀ ହେବାକୁ ଯାଇ ଅସୁନ୍ଦର ହୋଇ ଫେରିଲେ ହିରୋଇନ୍‌

ଚେନ୍ନାଇ: ଅନ୍ୟଠାରୁ ସୁନ୍ଦର ଦେଖାଯିବା ନିଶା ପ୍ରାୟ ସମସ୍ତଙ୍କୁ ଘାରିଥାଏ। ବିଶେଷ କରି ଅଭିନେତା ଓ ଅଭିନେତ୍ରୀଙ୍କ ନିକଟରେ ଏହା ଅଧିକାଂଶ ଦେଖିବାକୁ ମିଳିଥାଏ। ଏଥିପାଇଁ ତ ସେମାନେ ନିଜକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥା’ନ୍ତି। ଏପରିକି ବ୍ୟୁଟି ଟ୍ରିଟ୍‌ମେଣ୍ଟର ସାହାର ମଧ୍ୟ ନେଇଥା’ନ୍ତି ସେମାନେ। ତେବେ ନିକଟରେ ଜଣେ ଅଭିନେତ୍ରୀଙ୍କ ପାଇଁ ଏହି ବ୍ୟୁଟି ଟ୍ରିଟ୍‌ମେଣ୍ଟ ମହଙ୍ଗା ପଡିଛି। ସୁନ୍ଦରୀ ହେବାକୁ ଯାଇ ସେ ଅସୁନ୍ଦର ହୋଇ ଫେରିଛନ୍ତି। ତାମିଲ ଫିଲ୍ମର […]

Raiza wilson

Raiza wilson

Madhupriya Mistry
  • Published: Sunday, 18 April 2021
  • Updated: 18 April 2021, 05:24 PM IST

Sports

Latest News

ଚେନ୍ନାଇ: ଅନ୍ୟଠାରୁ ସୁନ୍ଦର ଦେଖାଯିବା ନିଶା ପ୍ରାୟ ସମସ୍ତଙ୍କୁ ଘାରିଥାଏ। ବିଶେଷ କରି ଅଭିନେତା ଓ ଅଭିନେତ୍ରୀଙ୍କ ନିକଟରେ ଏହା ଅଧିକାଂଶ ଦେଖିବାକୁ ମିଳିଥାଏ। ଏଥିପାଇଁ ତ ସେମାନେ ନିଜକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥା'ନ୍ତି। ଏପରିକି ବ୍ୟୁଟି ଟ୍ରିଟ୍‌ମେଣ୍ଟର ସାହାର ମଧ୍ୟ ନେଇଥା'ନ୍ତି ସେମାନେ। ତେବେ ନିକଟରେ ଜଣେ ଅଭିନେତ୍ରୀଙ୍କ ପାଇଁ ଏହି ବ୍ୟୁଟି ଟ୍ରିଟ୍‌ମେଣ୍ଟ ମହଙ୍ଗା ପଡିଛି। ସୁନ୍ଦରୀ ହେବାକୁ ଯାଇ ସେ ଅସୁନ୍ଦର ହୋଇ ଫେରିଛନ୍ତି।

ତାମିଲ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ରାଇଜା ୱିଲସନ। ସେ ନିକଟରେ ଆହୁରି ସୁନ୍ଦରୀ ହେବା ପାଇଁ ନିଜର ବ୍ୟୁଟି ଟ୍ରିଟ୍‌ମେଣ୍ଟ କରିବାକୁ ଯାଇଥିଲେ।  କିନ୍ତୁ ତାଙ୍କୁ ଏହି ସୁନ୍ଦରୀ ଚିକିତ୍ସା ମହଙ୍ଗା ପଡିଛି। ତାଙ୍କ ମୁହଁ ପୁରାପୁରି ବିଗିଡି ଯାଇଛି। ଡାକ୍ତରଙ୍କ ଭୁଲ୍‌ ଚିକିତ୍ସା ପାଇଁ ଏଭଳି ହୋଇଥିବା ସେ ଆଭିଯୋଗ ଆଣିଛନ୍ତି। ଏଥିସହ ଉକ୍ତ ସ୍କିନ୍‌ ଡାକ୍ତରଙ୍କୁ ସେ ନିନ୍ଦା ମଧ୍ୟ କରିଛନ୍ତି।

[caption id="attachment_636682" align="aligncenter" width="650"]Raiza wilson- ବ୍ୟୁଟି ଟ୍ରିଟ୍‌ମେଣ୍ଟ ପରେ ଅଭିନେତ୍ରୀଙ୍କ ମୁହଁର ଆଖିତଳ ଫୁଲିବା ସହ ନୀଳ ପଡିଯାଇଛି।[/caption]

ସେ ସୋଶାଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ଭୁଲ୍‌ ଟ୍ରିଟ୍‌ମେଣ୍ଟ ପାଇଁ କିଭଳି ତାଙ୍କ ମୁହଁର ସେପ୍‌ ବିଗିଡି ଯାଇଛି, ତାହା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଏହି ଫଟୋକୁ ପୋଷ୍ଟ କରି ସେ ଡାକ୍ତରଙ୍କ ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଗତକାଲି ସେ ଏକ ସାଧାରଣ ବ୍ୟୁଟି ଟ୍ରିଟ୍‌ମେଣ୍ଟ ପାଇଁ ସ୍କ୍ରିନ୍‌ ଡାକ୍ତରଙ୍କ କ୍ଲିନିକ୍‌କୁ ଆସିଥିଲେ। କିନ୍ତୁ ଡାକ୍ତର ଜଣକ ସେ କହିଥିବା ଫେସିଆଲ୍‌ ଟ୍ରିଟମେଣ୍ଟ ନ କରି ଅନ୍ୟ ଏକ ଟ୍ରିଟମେଣ୍ଟ କରିବା ପାଇଁ ବାଧ୍ୟ କରିଥିଲେ, ଯାହା ତାଙ୍କର ଆବଶ୍ୟକ ନଥିଲା। ଏହି ଟ୍ରିଟ୍‌ମେଣ୍ଟ କରିବା ପରେ ଏବେ ତା'ର ପରିଣାମ ସେ ଭୋଗୁଥିବା କହିଛନ୍ତି। ସେପଟେ ଅଭିନେତ୍ରୀ ଜଣକ ଟ୍ରିଟ୍‌ମେଣ୍ଟ ପରେ ଡାକ୍ତରଙ୍କୁ ଭେଟିବା ପାଇଁ ଆସିଥିବା ବେଳେ ସେ କିନ୍ତୁ ଫେରାର ଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ରାଇଜା ୱିଲସନ ୨୦୧୭ରେ ରିଲିଜ ହୋଇଥିବା `ଭିଲ୍ଲେଳା ପଟ୍ଟଧାରୀ-୨' ଫିଲ୍ମରୁ ତାମିଲ ଇଣ୍ଡଷ୍ଟ୍ରିରେ ନିଜର ଡେବ୍ୟୁ କରିଥିଲେ। ଏଥିରେ ସେ ବଲିଉଡ ଅଭିନେତ୍ରୀ କାଜୋଲଙ୍କ ଆସିଷ୍ଟାଣ୍ଟ ବସୁନ୍ଧରା ପରମେଶ୍ୱରନ୍‌ ଚରିତ୍ରରେ ଅଭିନୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story