Advertisment

ଗାୟକ ଅଜୟ

ମୁମ୍ବାଇ: ବଲିଉଡରେ ଏବେ ସବୁ ଷ୍ଟାରମାନେ ଅଭିନୟ କରିବା ସହ ଗୀତ ବି ଗାଇବା ଆରମ୍ଭ କଲେଣି। ଅବଶ୍ୟ ଷ୍ଟାରମାନେ ଗୀତ ଗାଇବା କିଛି ନୂଆ ନୁହେଁ। ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ଅମୀର ଖାଁ ଓ ସଲମାନ୍ ଖାଁ ନିଜ ସ୍ୱରର ଯାଦୁ ଦେଖାଇ ସାରିଛନ୍ତି। ଏବେ ଏହି ଷ୍ଟାରଙ୍କ ସହିତ ସାମିଲ ହେବାକୁ ଯାଉଛନ୍ତି ଅଜୟ ଦେବଗନ୍। ଅଜୟ ନିଜ ଫିଲ୍ମ ‘ଶିବାୟ’ରେ ଗୀତ ଗାଇବେ। ମିଥୁନଙ୍କ କଂପୋଜିସନରେ ସେ ଗାଇବେ ଗୀତ। ‘ଶିବାୟ’ରେ […]

author-image
Rakesh Mallick
ଗାୟକ ଅଜୟ

ajay

ମୁମ୍ବାଇ: ବଲିଉଡରେ ଏବେ ସବୁ ଷ୍ଟାରମାନେ ଅଭିନୟ କରିବା ସହ ଗୀତ ବି ଗାଇବା ଆରମ୍ଭ କଲେଣି। ଅବଶ୍ୟ ଷ୍ଟାରମାନେ ଗୀତ ଗାଇବା କିଛି ନୂଆ ନୁହେଁ। ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ଅମୀର ଖାଁ ଓ ସଲମାନ୍ ଖାଁ ନିଜ ସ୍ୱରର ଯାଦୁ ଦେଖାଇ ସାରିଛନ୍ତି। ଏବେ ଏହି ଷ୍ଟାରଙ୍କ ସହିତ ସାମିଲ ହେବାକୁ ଯାଉଛନ୍ତି ଅଜୟ ଦେବଗନ୍। ଅଜୟ ନିଜ ଫିଲ୍ମ ‘ଶିବାୟ’ରେ ଗୀତ ଗାଇବେ। ମିଥୁନଙ୍କ କଂପୋଜିସନରେ ସେ ଗାଇବେ ଗୀତ। ‘ଶିବାୟ’ରେ ଅଜୟ ନିଦ୍ଦେର୍ଶନା ଦେବା ସହ ଅଭିନୟ ବି କରୁଛନ୍ତି।

Advertisment