ହାତରେ ହାତ ଛନ୍ଦି ମୁମ୍ବାଇ ଫେରିଲେ ନବଦମ୍ପତି

ମୁମ୍ବାଇ:ନିଜ ହୃଦୟର ରାଣୀଙ୍କୁ ଜୀବନସାଥୀ କରିବା ପରେ ମୁମ୍ବାଇ ଫେରିଛନ୍ତି ନବ ଦମ୍ପତି। ଚଣ୍ଡିଗଡରେ ଧୁମ୍‌ଧାମରେ ହୋଇଥିବା ମ୍ୟାରେଜ ପାର୍ଟିରେ ରାଜକୁମାର ରାଓ ଓ ପତ୍ରଲେଖି ପତିପତ୍ନୀ ହେବା ପରେ ମୁମ୍ବାଇ ଫେରି ଆସିଛନ୍ତି । ଲାଲ ରଙ୍ଗର ଶାଢିରେ ପତ୍ରଲେଖା ପୂରା ନବ ବଧୂ ପରି ଲାଗୁଥିବା ବେଳେ ଧଳା ରଙ୍ଗର କୁର୍ତ୍ତା, ପାଇଜାମାରେ ରାଜକୁମାର ବି ଖୁବ୍‌ କୁଲ୍‌ ଲାଗୁଥିଲେ। ଗତକାଲି ଉଭୟ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ହାତ ଧରାଧରି ହୋଇ ଯାଇଥିଲେ। […]

rajkumar rao & patralekha

rajkumar rao & patralekha

Niharika Rout
  • Published: Thursday, 18 November 2021
  • Updated: 18 November 2021, 11:52 AM IST

Sports

Latest News

ମୁମ୍ବାଇ:ନିଜ ହୃଦୟର ରାଣୀଙ୍କୁ ଜୀବନସାଥୀ କରିବା ପରେ ମୁମ୍ବାଇ ଫେରିଛନ୍ତି ନବ ଦମ୍ପତି। ଚଣ୍ଡିଗଡରେ ଧୁମ୍‌ଧାମରେ ହୋଇଥିବା ମ୍ୟାରେଜ ପାର୍ଟିରେ ରାଜକୁମାର ରାଓ ଓ ପତ୍ରଲେଖି ପତିପତ୍ନୀ ହେବା ପରେ ମୁମ୍ବାଇ ଫେରି ଆସିଛନ୍ତି ।

ଲାଲ ରଙ୍ଗର ଶାଢିରେ ପତ୍ରଲେଖା ପୂରା ନବ ବଧୂ ପରି ଲାଗୁଥିବା ବେଳେ ଧଳା ରଙ୍ଗର କୁର୍ତ୍ତା, ପାଇଜାମାରେ ରାଜକୁମାର ବି ଖୁବ୍‌ କୁଲ୍‌ ଲାଗୁଥିଲେ। ଗତକାଲି ଉଭୟ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ହାତ ଧରାଧରି ହୋଇ ଯାଇଥିଲେ। ଏହି ସମୟରେ ପାପାରାଜି ସେମାନଙ୍କୁ ଘେରି ଯାଇ ଫଟୋ ପୋଜ ଦେବାକୁ କହିଥିଲେ। ଏପରିକି ରାଜକୁମାର, ପତ୍ରଲେଖା କାର୍‌କୁ ଚାଲି ଯାଉଥିବା ବେଳେ ପାପାରାଜି ପଛରୁ ‘ଭାବିଜୀ, ଭାବିଜୀ’ ଡାକିବାକୁ ଭୁଲି ନ ଥିଲେ। ଏହା ଶୁଣି ଉଭୟ ପତିପତ୍ନୀ ନ ହସି ରହି ପାରି ନ ଥିଲେ।

[caption id="attachment_692656" align="aligncenter" width="605"]Rajkumar with wife ପତ୍ନୀଙ୍କ ସହ ରାଜକୁମାର।[/caption]

ଦୀର୍ଘ ୧୧ ବର୍ଷର ପରସ୍ପରକୁ ଡେଟ୍‌ କରିବା ପରେ ଶେଷରେ ନିଜ ମନର ରାଣୀ ପତ୍ରଲେଖାଙ୍କୁ ଜୀବନସାଥୀ ଭାବେ ପାଇଛନ୍ତି ରାଜକୁମାର।  ଚଣ୍ଡିଗଡରେ ଏହି ବଲିଉଡର ଯୋଡିଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଥିବା ବେଳେ ରିସେପ୍‌ସନ୍‌ ମଧ୍ୟ ଧୁମଧାମରେ ସରିଛି। ବିବାହ ଦିନ ପତ୍ରଲେଖା ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଅଫ୍‌ ହ୍ୱାଇଟ୍‌ର କୁର୍ତା ପାଇଜାମା ପିନ୍ଧିଥିଲେ ରାଜକୁମାର। ସେହିପରି ରିସେପସନ୍‌ରେ ପତ୍ରଲେଖା ଗୋଲଡେନ ରଙ୍ଗର ରୟାଲ ଶାଢ଼ୀ ପିନ୍ଧିଥିବା ବେଳେ ରାଜକୁମାର ପିନ୍ଧିଥିଲେ କଳା ରଙ୍ଗର ବ୍ଲେଜର। ଉଭୟଙ୍କ ଗେଟ୍‌ଅପ୍‌ ଖୁବ୍‌ ଆକର୍ଷିତ ଥିଲା। ଦୁହିଁଙ୍କ ବିବାହ ବେଳେର ଏବଂ ରିସେପସନ୍‌ର ଫଟୋ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story