ଏବେ ବି ଅଧୁରା ରହିଛି ଅମିତାଭ ଏବଂ ଜୟାଙ୍କ ଫିଲ୍ମ

ମୁମ୍ୱାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ। ଅନେକ ହିଟ୍ ଫିଲ୍ନ ଜରିଆରେ ଦେଶ ବିଦେଶରେ ନିଜର ପରିଚୟ ସୃଷ୍ଟି କରି ସାରିଛନ୍ତି। ତାଙ୍କ ସ୍ତ୍ରୀ ଜୟା ବଚ୍ଚନ ବଲିଉଡ କଳାକାର ସହିତ ସାଂସଦ। ବଲିଉଡର ଏହି ସଫଳ ଦମ୍ପତି ୧୯୭୨ରେ ବଂଶୀ ବିର୍ଜୁ ଜରିଆରେ ଏକାଠି କାମ କରିବା ଆରମ୍ଭ କରିଥିଲେ। ଶେଷଥର ପାଇଁ ୨୦୧୬ରେ ‘କି ଆଣ୍ଡ କା’ ଫିଲ୍ମ ଜରିଆରେ ସ୍ପେଶାଲ ସ୍କ୍ରିନିଂ ଜରିଆରେ ଏକାଠି ଦେଖିବାକୁ ମିଳିଥିଲା। ତେବେ ଏହାରି ଭିତରେ ବିଗ୍ […]

jaya

jaya

Subhransu Sekhar
  • Published: Wednesday, 14 October 2020
  • Updated: 14 October 2020, 12:51 PM IST

Sports

Latest News

ମୁମ୍ୱାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ। ଅନେକ ହିଟ୍ ଫିଲ୍ନ ଜରିଆରେ ଦେଶ ବିଦେଶରେ ନିଜର ପରିଚୟ ସୃଷ୍ଟି କରି ସାରିଛନ୍ତି। ତାଙ୍କ ସ୍ତ୍ରୀ ଜୟା ବଚ୍ଚନ ବଲିଉଡ କଳାକାର ସହିତ ସାଂସଦ। ବଲିଉଡର ଏହି ସଫଳ ଦମ୍ପତି ୧୯୭୨ରେ ବଂଶୀ ବିର୍ଜୁ ଜରିଆରେ ଏକାଠି କାମ କରିବା ଆରମ୍ଭ କରିଥିଲେ। ଶେଷଥର ପାଇଁ ୨୦୧୬ରେ ‘କି ଆଣ୍ଡ କା’ ଫିଲ୍ମ ଜରିଆରେ ସ୍ପେଶାଲ ସ୍କ୍ରିନିଂ ଜରିଆରେ ଏକାଠି ଦେଖିବାକୁ ମିଳିଥିଲା। ତେବେ ଏହାରି ଭିତରେ ବିଗ୍ ବି ଏବଂ ଜୟା ଆଉ ଏକ ଫିଲ୍ନରେ ଏକାଠି ଆସିବାର ଥିଲା। ହେଲେ ଏଯାବତ ତାହା ସଫଳ ହୋଇ ପାରି ନାହିଁ।

ହିନ୍ଦୀ ଉପନ୍ୟାସକାର ଧରମବୀର ଭାରତୀ ଜଣେ ଜଣାଶୁଣା ଲେଖକ। ହିନ୍ଦୀ ଉପନ୍ୟାସ ପଢ଼ିବା ଉପରେ ରୁଚି ରଖୁଥିବା ସମସ୍ତ ପାଠକ  ଧରମବୀରଙ୍କ ଉପନ୍ୟାସ ନିଶ୍ଚିତ ପ୍ରାୟତଃ ପଢ଼ିଥିବେ। ତାଙ୍କର ଉପନ୍ୟାସ 'ଗୁନାହୋଁ କା ଦେବତା' (Gunahon Ka Devta)ରେ ସେ ଲେଖିଥିବା ଲୋକପ୍ରିୟ ଉପନ୍ୟାସ ମଧ୍ୟରୁ ଏହା ଅନ୍ୟତମ।

ଏହା ସବୁଠାରୁ ଲୋକପ୍ରିୟ ଉପନ୍ୟାସ ବୋଲି କୁହାଯାଏ। ଏହି ଉପନ୍ୟାସରେ ସୁଧା ଏବଂ ଚନ୍ଦାଙ୍କ ପ୍ରେମ କାହାଣୀକୁ ଚିତ୍ରଣ କରାଯାଇଛି। ଏହାକୁ ନେଇ ଏକ ସିନେମା ନିର୍ମାଣ କରାଯାଉଥିଲା, ହେଲେ ଏଯାବତ ଅଧୁରା ରହିଛି। ଏହି ସିନେମା ପାଇଁ ସ୍କ୍ରିପ୍ଟ, ସୁଟିଂ ସ୍ଥାନ ଏବଂ କଳାକାରଙ୍କ ନାମ ଚୂଡାନ୍ତ ହୋଇଥିଲା। ସିନେମାରେ ଲିଡ୍ ରୋଲରେ ରହିବାକୁ ଥିବା କଳାକାର ମାନେ ମଧ୍ୟ କିଛି ସୁଟିଂ କରିଥିଲେ। ହେଲେ ଏହି ସିନେମାର ସୁଟିଂ ଏଯାବତ ଶେଷ ହୋଇ ପାରି ନାହିଁ।

କୁଇଜ୍ ରିଆଲିଟି ଶୋ କେବିସି-୧୨ରେ ଏବେ ଅମିତାଭ ବଚ୍ଚନ ନଜର ଆସୁଛନ୍ତି। ଏହି ଶୋ’ର ଶେଷ ପର୍ଯ୍ୟାୟରେ, ଏହି ଉପନ୍ୟାସକୁ ନେଇ ଏକ କୁଇଜ୍ ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗୀ ଏହି ଉପନ୍ୟାସକୁ ନେଇ ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ। ହେଲେ ବିଗ୍ ବି ଏହି ପ୍ରଶ୍ନ ସହ ଜଡିତ ଏହି କାହାଣୀ ଦର୍ଶକଙ୍କୁ କହିଥିଲେ।

ଯେଉଁଥିରେ ସେ କହିଥିଲେ, ଏହି ପ୍ରଶ୍ନ ହିନ୍ଦୀ ଜଗତର ସର୍ବାଧିକ ବିକ୍ରି ହୋଇଥିବା ପୁସ୍ତକରେ ଅନ୍ତର୍ଭୁକ୍ତ ଏବଂ ଯଦି ଏହି ଉପନ୍ୟାସ ଉପରେ ଫିଲ୍ମ ତିଆରି ହୁଏ ତେବେ ଏହା ନିଶ୍ଚିତ ଭାବରେ ସମସ୍ତ ରେକର୍ଡ ଭାଙ୍ଗିବ।

ସୂଚନାଯୋଗ୍ୟ, ୨୦୧୫ରେ ଏହି ଉପନ୍ୟାସ ଉପରେ ଆଧାରିତ ଏକ ସିରିଏଲ ‘ଲାଇଫ୍ ଓକେ’ ଚ୍ୟାନେଲରେ ପ୍ରସାରିତ ହୋଇଥିଲା। ଯାହାର ନାମ ଥିଲା ‘ଏକ ଥା ଚନ୍ଦର୍, ଏକ ଥୀ ସୁଧା’। ଏହି ସିରିଏଲରେ ରାହିଲ ଅଜିମ ଏବଂ ଉମଙ୍ଗ ଜୈନ୍ ଲିଡ୍ ରୋଲରେ ଅଭିନୟ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story