ବିଜୟ ମହାନ୍ତି ପାଇଲେ ବାଇସ୍କୋପ୍ ଚଳଚ୍ଚିତ୍ର ପୁରସ୍କାର

କଟକ: କଟକ ଶହିଦଭବନରେ ଦ୍ୱାଦଶ ବା‌ଇସ୍କୋପ୍ ଚଳଚ୍ଚିତ୍ର ପୁରସ୍କାର ଆୟୋଜିତ ହୋଇଯାଇଛି। ଚଳିତ ବର୍ଷ ଏହି ପୁରସ୍କାର ପାଇଛନ୍ତି ବର୍ଷିୟାନ ଅଭିନେତା ବିଜୟ ମହାନ୍ତି । ତାଙ୍କୁ ୨୫ ହଜାର ଟଙ୍କା ସହ ବାଇସ୍କୋପ୍ ଟ୍ରଫି ପ୍ରଦାନ କରାଯାଇଛି। ଉତ୍ସବରେ ତାଙ୍କର ଜୀବନ କାହାଣୀ ସହ ଫିଲ୍ମ କ୍ୟାରିୟର ଉପରେ ଏକ ଡକ୍ୟୁମେଣ୍ଟରି ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମ୍ୟାଜିକ୍ ଶୋ’ ମଧ୍ୟ ପ୍ରଦର୍ଶିତ ହୋଇଥିଲା। କିନ୍ନରମାନଙ୍କ ଦ୍ୱାରା ପ୍ରଦର୍ଶିତ ନୃତ୍ୟ […]

b

b

Rakesh Mallick
  • Published: Monday, 14 December 2015
  • Updated: 14 December 2015, 10:01 AM IST

Sports

Latest News

କଟକ: କଟକ ଶହିଦଭବନରେ ଦ୍ୱାଦଶ ବା‌ଇସ୍କୋପ୍ ଚଳଚ୍ଚିତ୍ର ପୁରସ୍କାର ଆୟୋଜିତ ହୋଇଯାଇଛି। ଚଳିତ ବର୍ଷ ଏହି ପୁରସ୍କାର ପାଇଛନ୍ତି ବର୍ଷିୟାନ ଅଭିନେତା ବିଜୟ ମହାନ୍ତି । ତାଙ୍କୁ ୨୫ ହଜାର ଟଙ୍କା ସହ ବାଇସ୍କୋପ୍ ଟ୍ରଫି ପ୍ରଦାନ କରାଯାଇଛି। ଉତ୍ସବରେ ତାଙ୍କର ଜୀବନ କାହାଣୀ ସହ ଫିଲ୍ମ କ୍ୟାରିୟର ଉପରେ ଏକ ଡକ୍ୟୁମେଣ୍ଟରି ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମ୍ୟାଜିକ୍ ଶୋ’ ମଧ୍ୟ ପ୍ରଦର୍ଶିତ ହୋଇଥିଲା। କିନ୍ନରମାନଙ୍କ ଦ୍ୱାରା ପ୍ରଦର୍ଶିତ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ ଯୋଗାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos