କରଣ୍‌ଙ୍କ ସହ ବାହାଘରକୁ ଅସ୍ୱୀକାର କଲେ ବିପାଶା

ମୁମ୍ୱାଇ: ଅଭିନେତା କରଣ୍ ସିଂହ ଗ୍ରୋବରଙ୍କୁ ବିବାହ କରିଛନ୍ତି ବଲିଉଡ୍‌ର ବ୍ଲାକ୍ କୁଇନ୍ ବିପାଶା ବସୁ। ବି-ଟାଉନ୍‌ରେ ଏଭଳି ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ଅସ୍ୱୀକାର କରିଛନ୍ତି ବିପାଶା। ଏମିତି ଗୁଜବ ବନ୍ଦ କରିବାକୁ ସେ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି। ଏହା ସହିତ ଧୈର୍ଯ୍ୟ ଧରିବାକୁ ସେ ନିଜ ଫ୍ୟାନ୍‌ଙ୍କୁ ଅନୁରୋଧ କରିଛନ୍ତି।  ବିପାଶା ଆଙ୍ଗୁଳିରେ ମୁଦି ଦେଖି ଏମିତି ଗୁଜବ ପ୍ରଚାର ହୋଇଥିଲା। ଅବଶ୍ୟ ଏହି ଦୁଇ ଷ୍ଟାରଙ୍କ ବିବାହକୁ ନେଇ ପ୍ରାୟ ବର୍ଷେ ହେବ […]

bipasha-karan

bipasha-karan

Rakesh Mallick
  • Published: Sunday, 06 March 2016
  • Updated: 06 March 2016, 04:23 PM IST

Sports

Latest News

ମୁମ୍ୱାଇ: ଅଭିନେତା କରଣ୍ ସିଂହ ଗ୍ରୋବରଙ୍କୁ ବିବାହ କରିଛନ୍ତି ବଲିଉଡ୍‌ର ବ୍ଲାକ୍ କୁଇନ୍ ବିପାଶା ବସୁ। ବି-ଟାଉନ୍‌ରେ ଏଭଳି ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ଅସ୍ୱୀକାର କରିଛନ୍ତି ବିପାଶା। ଏମିତି ଗୁଜବ ବନ୍ଦ କରିବାକୁ ସେ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି। ଏହା ସହିତ ଧୈର୍ଯ୍ୟ ଧରିବାକୁ ସେ ନିଜ ଫ୍ୟାନ୍‌ଙ୍କୁ ଅନୁରୋଧ କରିଛନ୍ତି।  ବିପାଶା ଆଙ୍ଗୁଳିରେ ମୁଦି ଦେଖି ଏମିତି ଗୁଜବ ପ୍ରଚାର ହୋଇଥିଲା।

ଅବଶ୍ୟ ଏହି ଦୁଇ ଷ୍ଟାରଙ୍କ ବିବାହକୁ ନେଇ ପ୍ରାୟ ବର୍ଷେ ହେବ ଚର୍ଚ୍ଚା ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story