ଆଜି ଟିକି ଅପାଙ୍କ ଜନ୍ମଦିନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଟିକି ଅପା ଅର୍ଥାତ୍‌ ଅପରାଜିତା ମହାନ୍ତିଙ୍କ ଜନ୍ମଦିନ। ୩୧ଜାନୁଆରୀ ୧୯୬୫ମସିହାରେ ବାରିପଦାରେ କରଞ୍ଜିଆରେ ସେ ଜନ୍ମ ହୋଇଥିଲେ। ୫୪ବର୍ଷରେ ପାଦ ଥାପିଛନ୍ତି ଟିକି ଅପା। ‘ସୀତା ଲବକୁଶ’ ଫିଲ୍ମ ଜରିଆରେ ସେ ଓଲିଉଡ୍‌ରେ ପାଦ ଦେଇଥିଲେ ସେ। ପରେ ‘ରୂପା ଗାଁର ସୁନା କନିଆ’, ‘ଧର୍ମ ସହିଲେ ହେଲା’, ‘ଧଉଳି ଏକ୍ସପ୍ରେସ୍‌’, ‘ସଂଗ୍ରାମ୍‌’, ‘ଶୁଭ ବିବାହ’, ‘ଉଦଣ୍ଡୀ ସୀତା’ ଭଳି ଫିଲ୍ମରେ ତାଙ୍କ କାମ ଦେଖିବାକୁ ମିଳିଛି। ୨୦୧୪ମସିହାରେ ଅପରାଜିତା ରାଜନୀତିରେ ଯୋଗଦେଇଥଲେ। […]

aparajita-1

aparajita-1

Manoranjan Sial
  • Published: Thursday, 31 January 2019
  • Updated: 01 February 2019, 09:41 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଟିକି ଅପା ଅର୍ଥାତ୍‌ ଅପରାଜିତା ମହାନ୍ତିଙ୍କ ଜନ୍ମଦିନ। ୩୧ଜାନୁଆରୀ ୧୯୬୫ମସିହାରେ ବାରିପଦାରେ କରଞ୍ଜିଆରେ ସେ ଜନ୍ମ ହୋଇଥିଲେ। ୫୪ବର୍ଷରେ ପାଦ ଥାପିଛନ୍ତି ଟିକି ଅପା।

‘ସୀତା ଲବକୁଶ’ ଫିଲ୍ମ ଜରିଆରେ ସେ ଓଲିଉଡ୍‌ରେ ପାଦ ଦେଇଥିଲେ ସେ। ପରେ ‘ରୂପା ଗାଁର ସୁନା କନିଆ’, ‘ଧର୍ମ ସହିଲେ ହେଲା’, ‘ଧଉଳି ଏକ୍ସପ୍ରେସ୍‌’, ‘ସଂଗ୍ରାମ୍‌’, ‘ଶୁଭ ବିବାହ’, ‘ଉଦଣ୍ଡୀ ସୀତା’ ଭଳି ଫିଲ୍ମରେ ତାଙ୍କ କାମ ଦେଖିବାକୁ ମିଳିଛି।

୨୦୧୪ମସିହାରେ ଅପରାଜିତା ରାଜନୀତିରେ ଯୋଗଦେଇଥଲେ। ସେ ବିଜେପିର ସକ୍ରିୟ କର୍ମି ଭାବେ ଏବେ କାମ କରୁଛନ୍ତି। ଏହି ଦକ୍ଷ ଅଭିନେତ୍ରୀ ଓଲିଉଡ୍‌ର ଭର୍ସାଟାଇଲ୍‌ ଅଭିନେତା ଉତ୍ତମ ମହାନ୍ତିକୁ ବିବାହ କରିଛନ୍ତି। ତାଙ୍କ ପୁଅ ବାବୁସାନ୍‌ ମଧ୍ୟ ବର୍ତ୍ତମାନ ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅଭିନୟ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ହାସଲ୍‌ କରିଛନ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story