ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଟିକି ଅପା ଅର୍ଥାତ୍ ଅପରାଜିତା ମହାନ୍ତିଙ୍କ ଜନ୍ମଦିନ। ୩୧ଜାନୁଆରୀ ୧୯୬୫ମସିହାରେ ବାରିପଦାରେ କରଞ୍ଜିଆରେ ସେ ଜନ୍ମ ହୋଇଥିଲେ। ୫୪ବର୍ଷରେ ପାଦ ଥାପିଛନ୍ତି ଟିକି ଅପା।
‘ସୀତା ଲବକୁଶ’ ଫିଲ୍ମ ଜରିଆରେ ସେ ଓଲିଉଡ୍ରେ ପାଦ ଦେଇଥିଲେ ସେ। ପରେ ‘ରୂପା ଗାଁର ସୁନା କନିଆ’, ‘ଧର୍ମ ସହିଲେ ହେଲା’, ‘ଧଉଳି ଏକ୍ସପ୍ରେସ୍’, ‘ସଂଗ୍ରାମ୍’, ‘ଶୁଭ ବିବାହ’, ‘ଉଦଣ୍ଡୀ ସୀତା’ ଭଳି ଫିଲ୍ମରେ ତାଙ୍କ କାମ ଦେଖିବାକୁ ମିଳିଛି।
୨୦୧୪ମସିହାରେ ଅପରାଜିତା ରାଜନୀତିରେ ଯୋଗଦେଇଥଲେ। ସେ ବିଜେପିର ସକ୍ରିୟ କର୍ମି ଭାବେ ଏବେ କାମ କରୁଛନ୍ତି। ଏହି ଦକ୍ଷ ଅଭିନେତ୍ରୀ ଓଲିଉଡ୍ର ଭର୍ସାଟାଇଲ୍ ଅଭିନେତା ଉତ୍ତମ ମହାନ୍ତିକୁ ବିବାହ କରିଛନ୍ତି। ତାଙ୍କ ପୁଅ ବାବୁସାନ୍ ମଧ୍ୟ ବର୍ତ୍ତମାନ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଅଭିନୟ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ହାସଲ୍ କରିଛନ୍ତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।
Entertainment
'ବନବାସ୍' ରିଲିଜ ପୂର୍ବରୁ ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା
ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସଫଳତା କାମନା କଲେ।
Entertainment
ଅଭିନେତା ସିଦ୍ଦିକିଙ୍କୁ 'ସୁପ୍ରିମ୍' ଆଶ୍ୱସ୍ତି, ଦୁଷ୍କର୍ମ ମାମଲାରେ ମିଳିଲା ଆଗୁଆ ଜାମିନ
ହେମା କମିଟି ରିପୋର୍ଟ ଆସିବା ପରେ ମାଲୟାଲମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତ୍ରୀ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।