ଆଦିତ୍ୟ ଓ ଶ୍ୱେତା କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗାୟକ ତଥା ଟେଲିଭିଜନ ଉପସ୍ଥାପକ ଆଦିତ୍ୟ ନାରାୟଣ ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଶ୍ୱେତା ଅଗ୍ରୱାଲ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ଆଦିତ୍ୟ ସୋଶାଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଲେଖିଛନ୍ତି, ଦୁର୍ଭାଗ୍ୟବଶତଃ ମୋ ପତ୍ନୀ ଶ୍ୱେତା ଅଗ୍ରୱାଲ୍‌ ଓ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛୁ। ଏବେ ଆମେ କ୍ୱାରେଣ୍ଟାଇନ୍‌ରେ ଅଛୁ। ଦୟାକରି ଆପଣମାନେ ସୁରକ୍ଷିତ ରୁହନ୍ତୁ। ନିୟମ ମାନନ୍ତୁ ଓ ଆମ ପାଇଁ ପ୍ରାର୍ଥନା […]

aditya narayan & shweta agarwal

aditya narayan & shweta agarwal

Jitendra Garnayak
  • Published: Saturday, 03 April 2021
  • Updated: 03 April 2021, 10:24 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗାୟକ ତଥା ଟେଲିଭିଜନ ଉପସ୍ଥାପକ ଆଦିତ୍ୟ ନାରାୟଣ ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଶ୍ୱେତା ଅଗ୍ରୱାଲ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ଆଦିତ୍ୟ ସୋଶାଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି।

ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଲେଖିଛନ୍ତି, ଦୁର୍ଭାଗ୍ୟବଶତଃ ମୋ ପତ୍ନୀ ଶ୍ୱେତା ଅଗ୍ରୱାଲ୍‌ ଓ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛୁ। ଏବେ ଆମେ କ୍ୱାରେଣ୍ଟାଇନ୍‌ରେ ଅଛୁ। ଦୟାକରି ଆପଣମାନେ ସୁରକ୍ଷିତ ରୁହନ୍ତୁ। ନିୟମ ମାନନ୍ତୁ ଓ ଆମ ପାଇଁ ପ୍ରାର୍ଥନା କରନ୍ତୁ।

ଆଦିତ୍ୟ ଓ ଶ୍ୱେତା ଗତ ବର୍ଷ ଡିସେମ୍ବର ମାସରେ ବାହା ହୋଇଥିଲେ। ୨୦୧୦ରେ ଫିଲ୍ମ ‘ଶାପିତ’ର ଶୁଟିଂ ସେଟ୍‌ରେ ପ୍ରଥମ ଥର ପାଇଁ ଏ ଦୁହିଁଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଏହା ହେଉଛି ଅଭିନେତା ଭାବେ ଆଦିତ୍ୟଙ୍କ ଡେବ୍ୟୁ ଫିଲ୍ମ। ଆଦିତ୍ୟଙ୍କୁ ଟେଲିଭିଜନରେ ବିଭିନ୍ନ ରିଅଲିଟି ଶୋ’ରେ ଉପସ୍ଥାପକ ଭାବେ ମଧ୍ୟ ଦେଖିବାକୁ ମିଳେ। ଏବେ ସେ ‘ଇଣ୍ଡିଆନ୍ ଆଇଡଲ୍ ୧୨’ର ହୋଷ୍ଟ କରୁଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗୁରୁବାର ରାତିରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଆସିଥିଲେ। ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story