ମୃତ୍ୟୁର ଦୁଇ ତିନି ଦିନ ପୂର୍ବରୁ ପୁଅକୁ କ’ଣ କହିଥିଲେ ଇରଫାନ

ମୁମ୍ୱାଇ: ସ୍ୱର୍ଗତ ବଲିଉଡ‌୍‍ ଅଭିନେତା ଇରଫାନ‌୍‍ ଖାନଙ୍କ ପୁଅ ବବିଲ। ସେ ସୋଶାଲ ମିଡିଆରେ ଖୁବ‌୍‍ ଆକ୍ଟିଭ ରୁହନ୍ତି। ଅନେକ ସମୟରେ ସେ ତାଙ୍କ ସ୍ୱର୍ଗତ ପିତାଙ୍କ ପୁରୁଣା ଫଟୋ ସହିତ ଅନେକ ପୁରୁଣା ସ୍ମୃତିକୁ ସୋଶାଲ‌୍‍ ମିଡିଆରେ ପୋଷ୍ଟ କରନ୍ତି। ନିକଟରେ ଏକ ମନୋରଞ୍ଜନ ଧର୍ମୀ ପୋର୍ଟାଲକୁ ଦେଇଥିବା ସାକ୍ଷାତକାରରେ ବବିଲ ମୃତ୍ୟୁର ଦୁଇ ତିନି ଦିନ ପୂର୍ବରୁ ତାଙ୍କ ବାପା ଇରଫାନ ଖାନ କହିଥିବା କିଛି କଥା ସଂପର୍କରେ କହିଛନ୍ତି। ବବିଲ କହିଛନ୍ତି, ତାଙ୍କ […]

Irfan-Khan

Irfan-Khan

Jitendra Garnayak
  • Published: Wednesday, 28 April 2021
  • Updated: 28 April 2021, 03:41 PM IST

Sports

Latest News

ମୁମ୍ୱାଇ: ସ୍ୱର୍ଗତ ବଲିଉଡ‌୍‍ ଅଭିନେତା ଇରଫାନ‌୍‍ ଖାନଙ୍କ ପୁଅ ବବିଲ। ସେ ସୋଶାଲ ମିଡିଆରେ ଖୁବ‌୍‍ ଆକ୍ଟିଭ ରୁହନ୍ତି। ଅନେକ ସମୟରେ ସେ ତାଙ୍କ ସ୍ୱର୍ଗତ ପିତାଙ୍କ ପୁରୁଣା ଫଟୋ ସହିତ ଅନେକ ପୁରୁଣା ସ୍ମୃତିକୁ ସୋଶାଲ‌୍‍ ମିଡିଆରେ ପୋଷ୍ଟ କରନ୍ତି।

ନିକଟରେ ଏକ ମନୋରଞ୍ଜନ ଧର୍ମୀ ପୋର୍ଟାଲକୁ ଦେଇଥିବା ସାକ୍ଷାତକାରରେ ବବିଲ ମୃତ୍ୟୁର ଦୁଇ ତିନି ଦିନ ପୂର୍ବରୁ ତାଙ୍କ ବାପା ଇରଫାନ ଖାନ କହିଥିବା କିଛି କଥା ସଂପର୍କରେ କହିଛନ୍ତି।

ବବିଲ କହିଛନ୍ତି, ତାଙ୍କ ମୃତ୍ୟୁର ଦୁଇ ତିନି ପୂର୍ବର ଘଟଣା। ମୁଁ  ତାଙ୍କ ପାଖରେ ଥାଏ। ସେ ମୋ ଆଡ଼କୁ ଚାହିଁ ହସିଥିଲେ ଓ କହିଥିଲେ- ମୁଁ ମରିଯିବି। ମୁଁ କହିଲି, ନାଁ ତୁମେ ମରିବ ନାହିଁ। ତା’ପରେ ସେ ହସିଲେ ଓ ଶୋଇପଡ଼ିଲେ।

ଆସନ୍ତାକାଲି ଇରଫାନଙ୍କ ମୃତ୍ୟୁକୁ ଏକ ବର୍ଷ ପୂରି ଯିବ। ଗତବର୍ଷ ଏପ୍ରିଲ ୨୯ ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ନ୍ୟୁରୋଏଣ୍ଡୋକ୍ରାଇନ ଟ୍ୟୁମର ନାମକ ଏକ ବିରଳ କ୍ୟାନସରରେ ପୀଡ଼ିତ ହୋଇଥିଲେ। ସେ ପ୍ରାୟ ଦୁଇ ବର୍ଷ ଧରି ଏହି ରୋଗରେ ଆକ୍ରାନ୍ତ ହେବା ପରେ ଆଖି ବୁଜି ଥିଲେ। ସେ ବିଦେଶ ଯାଇ ଚିକିତ୍ସିତ ହୋଇଥିଲେ। ସେଠାରୁ ଫେରିବା ପରେ ଗୋଟିଏ ଫିଲ୍ମ ମଧ୍ୟ କରିଥିଲେ। କିନ୍ତୁ ପରେ ପୁଣି ଅସୁସ୍ଥ ହୋଇପଡ଼ିଥିଲେ ଓ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story