କେଉଁ ଭୁଲ୍ କଥା କହିଲେ ଶିଳ୍ପା?

ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ମାମଲରେ ଜେଲ୍‌ରେ ଅଛନ୍ତି ରାଜ୍ କୁନ୍ଦ୍ରା। ଏହି ମାମଲା ପାଇଁ ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କିଛି କମ୍ ବଦନାମ ହୋଇ ନାହାନ୍ତି। ତେବେ ଏହି ଘଟଣାରୁ ପାଇଥିବା ମାନସିକ ଆଘାତରୁ ମୁକୁଳି ଧୀରେ ଧୀରେ ସ୍ୱାଭାବିକ ହେବାକୁ ପ୍ରୟାସ କରୁଥିବା ଶିଳ୍ପା ଏବେ ଅନେକ ସକାରାତ୍ମକ କଥା ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି। ଗୁରୁବାର ମଧ୍ୟ ସେ ଏମିତି ଏକ ପୋଷ୍ଟ କରିଛନ୍ତି। ଶିଳ୍ପା […]

shilpa-shetty

shilpa-shetty

Jitendra Garnayak
  • Published: Friday, 27 August 2021
  • Updated: 27 August 2021, 03:40 PM IST

Sports

Latest News

ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ମାମଲରେ ଜେଲ୍‌ରେ ଅଛନ୍ତି ରାଜ୍ କୁନ୍ଦ୍ରା। ଏହି ମାମଲା ପାଇଁ ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କିଛି କମ୍ ବଦନାମ ହୋଇ ନାହାନ୍ତି। ତେବେ ଏହି ଘଟଣାରୁ ପାଇଥିବା ମାନସିକ ଆଘାତରୁ ମୁକୁଳି ଧୀରେ ଧୀରେ ସ୍ୱାଭାବିକ ହେବାକୁ ପ୍ରୟାସ କରୁଥିବା ଶିଳ୍ପା ଏବେ ଅନେକ ସକାରାତ୍ମକ କଥା ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି। ଗୁରୁବାର ମଧ୍ୟ ସେ ଏମିତି ଏକ ପୋଷ୍ଟ କରିଛନ୍ତି।

ଶିଳ୍ପା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବହିର ଏକ ପୃଷ୍ଠାକୁ ଶେଆର କରିଛନ୍ତି, ଯେଉଁଥିରେ 'ଭୁଲ୍' ସଂପର୍କରେ କିଛି କଥା ଉଲ୍ଲେଖ ରହିଛି।ଏଥିରେ ଲେଖା ହୋଇଛି- କେଉଁଠି ନା କେଉଁଠି କିଛି ଭୁଲ୍ ନ କଲେ ଆମେ ଆମ ଜୀବନକୁ ମଜାଦାର କରିପାରିବା ନାହିଁ। ତେବେ ଏତିକି ଲକ୍ଷ୍ୟ ରଖିବା ଦରକାର ଯେ ଯେମିତି ସେହି ଭୁଲ୍ ଗୁଡ଼ିକ ବିପଜ୍ଜନକ ହୋଇ ନଥିବ ବା କାହାକୁ କ୍ଷତି ପହଞ୍ଚାଉ ନଥିବ। କିନ୍ତୁ ଭୁଲ୍ ନିଶ୍ଚିତ ହେବା ଦରକାର।

ଏଥିରେ ଆହୁରି ଲେଖା ହୋଇଛି ଯେ ଭୁଲ୍ ଗୁଡ଼ିକରୁ ଆମେ ଶିକ୍ଷା ଲାଭ କରିବା ଉଚିତ୍। 'ମୁଁ ଭୁଲ୍ କରିବାକୁ ଯାଉଛି। ମୁଁ ନିଜକୁ କ୍ଷମା କରି ଦେବି ଓ ସେଥିରୁ ଶିକ୍ଷା ଲାଭ କରିବି' ବାକ୍ୟ ସହିତ ଏହି ଆଲେଖ୍ୟଟି ଶେଷ ହୋଇଛି।

ଏଭଳି ଲେଖା ଥିବା ଏକ ବହିର ଏହି ପୃଷ୍ଠାକୁ ପୋଷ୍ଟ କରି ଶିଳ୍ପା ଏକ ଆନିମେଟେଡ୍ ଷ୍ଟିକର ପୋଷ୍ଟ କରିଛନ୍ତି, ଯେଉଁଥିରେ ଲେଖା ହୋଇଛି- 'ମୁଁ ଏକ ଭୁଲ୍ କରିଛି, କିନ୍ତୁ ଠିକ୍ ଅଛି।' ଏହି ପୋଷ୍ଟ ଦେଖି ଏବେ ଚର୍ଚ୍ଚା ଚାଲିଛି ଯେ ଶିଳ୍ପା କେଉଁ ଭୁଲ୍ ବିଷୟରେ କହିଛନ୍ତି।

ସୂଚନୋଯୋଗ୍ୟ, ରାଜ୍ କୁନ୍ଦ୍ରାଙ୍କ ଅଶ୍ଲୀଳ ଫିଲ୍ମ ମାମଲାରେ ଶିଳ୍ପାଙ୍କର କିଛି ଭୂମିକା ଥିବା କଥା ସାମ୍ନାକୁ ଆସିନାହିଁ। ଅନ୍ୟପକ୍ଷରେ ସେ ନିଜ କାମକୁ ମଧ୍ୟ ଫେରି ସାରିଲେଣି। ଏକ ଡ୍ୟାନ୍ସ ରିଆଲିଟି ଶୋ'ରେ ସେ ପୂର୍ବଭଳି ଜଜ୍ ଆସନରେ ବସିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story