ଫରହାନଙ୍କ ଫିଲ୍ମକୁ ବୟକଟ୍ ଦାବି

ମୁମ୍ବାଇ: ଫରହାନ ଅଖତରଙ୍କ ଅପ୍‌କମିଂ ଫିଲ୍ମ ‘ତୁଫାନ୍‌’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ରିଲିଜ ପୂର୍ବରୁ ସୋଶାଲ ମିଡିଆରେ ଫିଲ୍ମଟିକୁ ବୟକଟ୍ କରିବା ପାଇଁ ଦାବି ଉଠିଛି। କେବଳ ସେତିକି ନୁହେଁ ଟ୍ୱିଟର୍‌ରେ #Boycott Toofan ଟ୍ରେଣ୍ଡ କରୁଛି। କିଛି ଟ୍ୱିଟର ୟୁଜର୍ସ କହିଛନ୍ତି ଯେ ଏଥିରେ ଲଭ୍ ଜିହାଦ ଦେଖାଯାଇଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଫରହାନ ଅଖତର ଏବଂ ମୃଣାଳ ଠାକୁର ଅଭିନୟ କରିଛନ୍ତି। ଫିଲ୍ମରେ ଫରହାନ ଅଖତରଙ୍କ ଚରିତ୍ରର ନାମ ଅଜିଲ ଅଲି […]

-farhan-akhtar-

-farhan-akhtar-

Madhupriya Mistry
  • Published: Saturday, 10 July 2021
  • Updated: 10 July 2021, 06:52 PM IST

Sports

Latest News

ମୁମ୍ବାଇ: ଫରହାନ ଅଖତରଙ୍କ ଅପ୍‌କମିଂ ଫିଲ୍ମ ‘ତୁଫାନ୍‌’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ରିଲିଜ ପୂର୍ବରୁ ସୋଶାଲ ମିଡିଆରେ ଫିଲ୍ମଟିକୁ ବୟକଟ୍ କରିବା ପାଇଁ ଦାବି ଉଠିଛି। କେବଳ ସେତିକି ନୁହେଁ ଟ୍ୱିଟର୍‌ରେ #Boycott Toofan ଟ୍ରେଣ୍ଡ କରୁଛି।

କିଛି ଟ୍ୱିଟର ୟୁଜର୍ସ କହିଛନ୍ତି ଯେ ଏଥିରେ ଲଭ୍ ଜିହାଦ ଦେଖାଯାଇଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଫରହାନ ଅଖତର ଏବଂ ମୃଣାଳ ଠାକୁର ଅଭିନୟ କରିଛନ୍ତି। ଫିଲ୍ମରେ ଫରହାନ ଅଖତରଙ୍କ ଚରିତ୍ରର ନାମ ଅଜିଲ ଅଲି ହୋଇଥିବାବେଳେ ମୃଣାଳ ଠାକୁରଙ୍କୁ ପୂଜା ଶାହା ରୂପେ ନଜର ଆସିବେ। ପୂଜାଙ୍କୁ ଅଜିଜ ଅଲିଙ୍କ ଗର୍ଲଫ୍ରେଣ୍ଡ ଏବଂ ପତ୍ନୀ ଭାବରେ ଦର୍ଶାଯାଇଛି, ଯାହାକୁ କିଛି ଲୋକ ବିରୋଧ କରୁଛନ୍ତି।

ଏଥି ସହିତ କିଛି ଲୋକ ସିଏଏ ଏବଂ ଏନଆରସି ପ୍ରସଙ୍ଗରେ ଫରହାନ ଅଖତରଙ୍କ ଫିଲ୍ମ ତୁଫାନକୁ ମଧ୍ୟ ବିରୋଧ କରୁଛନ୍ତି। କିଛି ଲୋକ କହୁଛନ୍ତି, ଫରହାନ୍ ସିଏଏ ଏବଂ ଏନଆରସି କୁ ବିରୋଧ କରିଥିଲେ, ତେଣୁ ତାଙ୍କର ଫିଲ୍ମକୁ ବୟକଟ୍ କରାଯିବ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ମାର୍ଚ୍ଚରେ ଏହି ଫିଲ୍ମକୁ ନେଇ ବିବାଦ ଉଠିଥିଲା। ଫରାହାନ୍ ଅଖତର ସିଏଏକୁ ବିରୋଧ କରିଥିଲେ। ଏହାକୁ ନେଇ ଅନେକ ଲୋକେ ତାଙ୍କ ବିରୋଧରେ ଆକ୍ରୋଶ ମୂଳକ ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ଜଣେ ଯୁଜର୍ ଲେଖିଛନ୍ତି, ଭାରତର ହିନ୍ଦୁ ସଂଖ୍ୟାଲଘୁ ଦେଶରେ ଆଜି ୱେବ୍ ସିରିଜ୍, ଫିଲ୍ମ, ସୋସିଆଲ୍ ମିଡିଆ ଇତ୍ୟାଦି ମାଧ୍ୟମରେ ହିନ୍ଦୁ ଧର୍ମ, ହିନ୍ଦୁ ଦେବା-ଦେବୀ ଏବଂ ହିନ୍ଦୁ ରୀତିନୀତିକୁ ଅପମାନ ଓ ଉପହାସ କରିବାର ପ୍ରକ୍ରିୟା ଜାରି ରହିଛି। ଏ ଗୁଡିକୁ ବନ୍ଦ କରିବାର ଏକମାତ୍ର ଉପାୟ ହେଉଛି ହିନ୍ଦୁମାନଙ୍କର ଏକତା।

ତେବେ ରିଲିଜ ପୂର୍ବରୁ ଫରହାନ୍‌ଙ୍କ ଫିଲ୍ମ ପ୍ରତି ଏଭଳି ବିରୋଧ ଫିଲ୍ମ ଉପରେ କେତେ ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା। ଏହି ଫିଲ୍ମରେ ଫରାହାନ୍ ଅଖତର ଲିଡ୍ ରୋଲରେ ଥିବା ବେଳେ ତାଙ୍କ ଅପୋଜିଟ୍‌ରେ ମୃଣାଲ ଠାକୁର ଅଛନ୍ତି। ଅନ୍ୟ ପ୍ରମୁଖ୍ୟ ଭୂମିକାରେ ପରଶେ ରାୱଲ ନଜର ଆସିବେ। ରାକେଶ ଓମ୍ ପ୍ରକାଶ ମେହେରା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

https://twitter.com/Mahakal_bhakt_0/status/1413697669587869699?s=20

https://twitter.com/KeshavPandeyWB/status/1413692490448662530?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story