‘ବକ୍ସି ଜଗବନ୍ଧୁ-ଦି ଫରଗଟନ୍ ଲିଜେଣ୍ଡ’ରେ ପାଇକ ପୁଅର କାହାଣୀ

ଭୁବନେଶ୍ୱର: ବୀର ପାଇକ ପୁଅର କାହାଣୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଓଡ଼ିଆ ସିନେମା ‘ବକ୍ସି ଜଗବନ୍ଧୁ-ଦି ଫରଗଟନ୍ ଲିଜେଣ୍ଡ’। ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ଏହି ଆକ୍ସନ ଡ୍ରାମା ଫିଲ୍ମର ଲିଡ୍ ରୋଲରେ ଅଭିନୟ କରୁଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି। ଭୁବନେଶ୍ୱରରେ ଫିଲ୍ମର ଟାଇଟଲ୍ ଲଞ୍ଚିଂ ଅବସରରେ ଦର୍ଶକଙ୍କୁ ଏହା ଭିନ୍ନ ସ୍ୱାଦ ଯୋଗାଇବ ବୋଲି ପ୍ରଯୋଜକ କହିଛନ୍ତି। ଫିଲ୍ମରେ ୫ଟି ଗୀତ ରହିଛି ଓ ଏଗୁଡ଼ିକୁ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ କମ୍ପୋଜ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା […]

anu

anu

Rakesh Mallick
  • Published: Monday, 11 January 2016
  • Updated: 11 January 2016, 02:31 PM IST

ଭୁବନେଶ୍ୱର: ବୀର ପାଇକ ପୁଅର କାହାଣୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଓଡ଼ିଆ ସିନେମା ‘ବକ୍ସି ଜଗବନ୍ଧୁ-ଦି ଫରଗଟନ୍ ଲିଜେଣ୍ଡ’। ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ଏହି ଆକ୍ସନ ଡ୍ରାମା ଫିଲ୍ମର ଲିଡ୍ ରୋଲରେ ଅଭିନୟ କରୁଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି। ଭୁବନେଶ୍ୱରରେ ଫିଲ୍ମର ଟାଇଟଲ୍ ଲଞ୍ଚିଂ ଅବସରରେ ଦର୍ଶକଙ୍କୁ ଏହା ଭିନ୍ନ ସ୍ୱାଦ ଯୋଗାଇବ ବୋଲି ପ୍ରଯୋଜକ କହିଛନ୍ତି। ଫିଲ୍ମରେ ୫ଟି ଗୀତ ରହିଛି ଓ ଏଗୁଡ଼ିକୁ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ କମ୍ପୋଜ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦାଯିତ୍ୱ କିଏ ନେବେ ସେ ନେଇ ସ୍ପଷ୍ଟ ହୋଇ ନ ଥିବା ବେଳେ ହିରୋଇନ ଖୋଜା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos