ମଞ୍ଚ ଉପରେ ଟଳି ପଡିଲେ ଅଭିନେତା, ଦର୍ଶକ ଭାବିଲେ ଆକ୍ଟିଂ

ମସ୍କୋ: ମଞ୍ଚ ଉପରେ ହିଁ ଟଳି ପଡିଲେ ଅଭିନେତା। ଅଭିନୟ କରୁ କରୁ ଚାଲିଗଲା ଜୀବନ। ଦର୍ଶକଙ୍କୁ ଲାଗିଲା ଆକ୍ଟିଂ। ସେ ଅଭିନୟ କରୁଛନ୍ତି ବୋଲି ଭାବିଲେ ଦର୍ଶକ। ରୁଷର ରାଜଧାନୀ ମସ୍କୋର ପ୍ରସିଦ୍ଧ ବୋଲ୍‌ଶୋଇ ଥିଏଟରରେ ଏହି ଅଘଟଣ ଘଟିଛି। ଓପେରା ‘ସାଡକୋ’ ପ୍ରସ୍ତୁତି ସମୟରେ ମଞ୍ଚ ଉପରେ ହିଁ ଜଣେ ଅଭିନେତାଙ୍କ ମୃତ୍ୟୁ ହୋଇଛି। ରିପୋର୍ଟ ମୁତାବକ, ୩୭ ବର୍ଷୀୟ ଅଭିନେତା ୟେଭଗେନି କୁଲେଶ ବୋଲଶୋଇ ଥିଏଟର୍‌ରେ ଅଭିନୟ କରିବା ବେଳେ ଏକ ଯନ୍ତ୍ରଣାଦାୟକ […]

Bolshoi Theater

Bolshoi Theater

Madhupriya Mistry
  • Published: Monday, 11 October 2021
  • Updated: 11 October 2021, 02:29 PM IST

Sports

Latest News

ମସ୍କୋ: ମଞ୍ଚ ଉପରେ ହିଁ ଟଳି ପଡିଲେ ଅଭିନେତା। ଅଭିନୟ କରୁ କରୁ ଚାଲିଗଲା ଜୀବନ। ଦର୍ଶକଙ୍କୁ ଲାଗିଲା ଆକ୍ଟିଂ। ସେ ଅଭିନୟ କରୁଛନ୍ତି ବୋଲି ଭାବିଲେ ଦର୍ଶକ।

ରୁଷର ରାଜଧାନୀ ମସ୍କୋର ପ୍ରସିଦ୍ଧ ବୋଲ୍‌ଶୋଇ ଥିଏଟରରେ ଏହି ଅଘଟଣ ଘଟିଛି। ଓପେରା 'ସାଡକୋ' ପ୍ରସ୍ତୁତି ସମୟରେ ମଞ୍ଚ ଉପରେ ହିଁ ଜଣେ ଅଭିନେତାଙ୍କ ମୃତ୍ୟୁ ହୋଇଛି।

ରିପୋର୍ଟ ମୁତାବକ, ୩୭ ବର୍ଷୀୟ ଅଭିନେତା ୟେଭଗେନି କୁଲେଶ ବୋଲଶୋଇ ଥିଏଟର୍‌ରେ ଅଭିନୟ କରିବା ବେଳେ ଏକ ଯନ୍ତ୍ରଣାଦାୟକ ଦୁର୍ଘଟଣାର ଶିକାର ହୋଇଥିଲେ। ମଞ୍ଚ ଉପରେ ସିନ୍‌ ବା ଦୃଶ୍ୟ ବଦଳାଇବା ବେଳେ କୁଲେଶ ଏକ ବଡ ପ୍ରପ ବା ଲୁହାରେ ତିଆରି ନକଲି କାନ୍ଥ ତଳେ ଚାପି ହୋଇଯାଇଥିଲେ।ଏହି କାରଣରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

[caption id="attachment_683253" align="aligncenter" width="650"]actor death on stage ଅଭିନେତା ୟେଭଗେନି କୁଲେଶଙ୍କ ମୃତ୍ୟୁ ହୋଇଛି[/caption]

ତେବେ ଦର୍ଶକଙ୍କୁ ଏସବୁ ନାକଟ ବା ଅଭିନୟ ଭଳି ଲାଗିଥିଲା। ମଞ୍ଚ ଉପରେ ପ୍ରପ୍‌ ପଡିବା ଏବଂ ବଢ଼ୁଥିବା ଗତିବିଧିକୁ ଦେଖି ଦର୍ଶକମାନେ କିଛି ସମୟ ପାଇଁ ଅନୁଭବ କରିଥିଲେ ଯେ ଏହା ମଧ୍ୟ ଅଭିନୟର ଏକ ଅଂଶ। ସେମାନେ ଭାବିଥିଲେ କିଛି ଷ୍ଟଣ୍ଟ କରାଯାଉଛି। କିନ୍ତୁ କିଛି ସମୟ ପରେ ଲୋକମାନେ ପାଟିତୁଣ୍ଡ କରିବାକୁ ଲାଗିଥିଲେ। ପରେ ​ଅଭିନେତା ୟେଭଗେନି କୁଲେଶଙ୍କ ମଞ୍ଚ ଉପରେ ହିଁ ମୃତ୍ୟୁ ହୋଇଯାଇଛି ବୋଲି ଖବର ଆସିଥିଲା।

ସେପଟେ ମସ୍କୋ ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି। ମସ୍କୋ ତଦନ୍ତ ଅଧିକାରୀ ନିଜ ବୟାନରେ କହିଛି, ଅଭିନେତାଙ୍କ ମୃତ୍ୟୁ ନେଇ ତଦନ୍ତ ଚାଲିଛି। ସେପଟେ ଉକ୍ତ ଥିଏଟରର ଜଣେ ପୂର୍ବତନ ଅଭିନେତା ବିଶ୍ୱ ପ୍ରସିଦ୍ଧ ସ୍ଥଳରେ କାମ କରିବା ସ୍ଥିତିକୁ ନେଇ ନିନ୍ଦା କରିଛନ୍ତି। ସେ ଥିଏଟର ଭିତରେ ସୁରକ୍ଷା ବନ୍ଦୋବସ୍ତକୁ ଅଣଦେଖା କରାଯାଇଥିବା ଅଭିଯୋଗ ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story