ଦୀପିକାଙ୍କ ନିକଟତର ହେଉଛନ୍ତି ରଣବୀର!

ମୁମ୍ୱାଇ: ନିକଟରେ ରଣବୀର କପୁର ଓ କଟ୍ରିନା କୈଫ୍‌ଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଛି। ଆଉ ଏବେ ରଣବୀର ତାଙ୍କର ପୂର୍ବତନ ଗାର୍ଲଫ୍ରେଣ୍ଡ୍‌ ଦୀପିକା ପାଦୁକୋଣଙ୍କ ନିକଟରେ ହେବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ଏକ ଖବର ଅନୁଯାୟୀ ଗତ ଶୁକ୍ରବାର ସନ୍ଧ୍ୟା ୭ଟା ବେଳେ ଦୀପିକା ଯାଇଥିଲେ ରଣବୀରଙ୍କ ଘରକୁ। ଦୁହେଁ ବହୁ ସମୟ ଧରି ଆଳାପ କରିଥିଲେ। ଦୀପିକା ଏବେ ଆମେରିକାରେ ଏକ ହଲିଉଡ୍ ଫିଲ୍ମ ପାଇଁ କାମ କରୁଛନ୍ତି। ସେ ଗୋଟିଏ ଦିନ ପାଇଁ ମୁମ୍ୱାଇ […]

ranbirdeepika

ranbirdeepika

Rakesh Mallick
  • Published: Monday, 21 March 2016
  • Updated: 21 March 2016, 05:05 PM IST

Sports

Latest News

ମୁମ୍ୱାଇ: ନିକଟରେ ରଣବୀର କପୁର ଓ କଟ୍ରିନା କୈଫ୍‌ଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଛି। ଆଉ ଏବେ ରଣବୀର ତାଙ୍କର ପୂର୍ବତନ ଗାର୍ଲଫ୍ରେଣ୍ଡ୍‌ ଦୀପିକା ପାଦୁକୋଣଙ୍କ ନିକଟରେ ହେବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି।

ଏକ ଖବର ଅନୁଯାୟୀ ଗତ ଶୁକ୍ରବାର ସନ୍ଧ୍ୟା ୭ଟା ବେଳେ ଦୀପିକା ଯାଇଥିଲେ ରଣବୀରଙ୍କ ଘରକୁ। ଦୁହେଁ ବହୁ ସମୟ ଧରି ଆଳାପ କରିଥିଲେ। ଦୀପିକା ଏବେ ଆମେରିକାରେ ଏକ ହଲିଉଡ୍ ଫିଲ୍ମ ପାଇଁ କାମ କରୁଛନ୍ତି। ସେ ଗୋଟିଏ ଦିନ ପାଇଁ ମୁମ୍ୱାଇ ଆସିଥିଲେ। ରଣବୀରକୁ ସାକ୍ଷାତ କରିବା ପରେ  ସେ ଶ୍ରୀଲଙ୍କା ଚାଲିଯାଇଥିଲେ ଜଣେ ବାନ୍ଧବୀଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ।

ଏବେ ଦେଖିବାର ଅଛି ରଣବୀରକୁ ଦୀପିକାଙ୍କ ସାକ୍ଷାତ ନେଇ ବାଜିରାଓ  (ରଣଭୀର ସିଂହ) କ’ଣ ରିଆକ୍ସନ ଦେଉଛନ୍ତି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story