ମୁମ୍ବାଇ: ପୁଣି ବିବାଦରେ ଛନ୍ଦି ହୋଇଛି ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ’ମୋହଲ୍ଳା ଆଶି’। ଏହି ଚଳଚ୍ଚିତ୍ର ଲୋକଙ୍କ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ ହେବା ସଂଳପ ରହିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିହାରର ଏକ କୋର୍ଟ ଫିଲ୍ମର ଅଭିନେତା ସନ୍ନି ଦେଓଲ, ପ୍ରଯୋଜକ ଦ୍ୱିବେଦୀ ଓ ଲେଖକ କାଶୀନାଥ ସିଂଙ୍କ ବିରୋଧରେ ମାମାଲା ରୁଜୁ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ରୁଜୁ ପରେ ଚଳଚ୍ଚିତ୍ର ସହ ଜଡିତ ଏହି ତିନି ଜଣ ବନ୍ଧା ହୋଇପାରନ୍ତି ବୋଲି ଜଣାପଡିଛି।
ସୁଧୀର କୁମାର ଓଝାଙ୍କ ଦ୍ୱାରା ଫାଇଲ ହୋଇଥିବା ଏକ ମାମଲାରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ବିହାର ଏକ କୋର୍ଟ। ସୁଧୀର ଅଭିଯୋଗ କରିଥିଲେ ଯେ ଏହି ଚଳଚ୍ଚିତ୍ରରେ ବ୍ୟବହାର କରାଯାଇଥିବା ଭାଷା ଅତି ଅଶ୍ଳୀଳ। ଏହା ବାରଣାସୀବାସୀଙ୍କ ଧାର୍ମିକ ଭାବନା ସହିତ ସହରର ହଜାର ହଜାର ବର୍ଷର ସଂସ୍କୃତିକୁ ଅପମାନିତ କରିଛି।
ଟ୍ରେଲର ରିଲିଜ୍ ହେବା ପରଠାରୁ ହିଁ ଏହି ଫିଲ୍ମଟି ବିବାଦରେ ରହି ଆସିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।
Entertainment
'ବନବାସ୍' ରିଲିଜ ପୂର୍ବରୁ ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା
ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସଫଳତା କାମନା କଲେ।
Entertainment
ଅଭିନେତା ସିଦ୍ଦିକିଙ୍କୁ 'ସୁପ୍ରିମ୍' ଆଶ୍ୱସ୍ତି, ଦୁଷ୍କର୍ମ ମାମଲାରେ ମିଳିଲା ଆଗୁଆ ଜାମିନ
ହେମା କମିଟି ରିପୋର୍ଟ ଆସିବା ପରେ ମାଲୟାଲମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତ୍ରୀ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।
Tollywood
ଡିସେମ୍ବରରେ ପଡ଼ିବ କିର୍ତ୍ତୀ ସୁରେଶଙ୍କ ହାତଗଣ୍ଠି
ଡିସେମ୍ବର ଦ୍ୱିତୀୟ ସପ୍ତାହରେ ହାତକୁ ଦି' ହାତ ହେବେ କିର୍ତ୍ତୀ ସୁରେଶ।
Entertainment
'ସବୁ ରାଜ୍ୟକୁ ମଦମୁକ୍ତ କର', ଦିଲଜିତଙ୍କ ଓପନ ଚ୍ୟାଲେଞ୍ଜ୍
ମାଦକ ଦ୍ରବ୍ୟକୁ ପ୍ରୋତ୍ସାହିତ କଲା ଭଳି ଗୀତ ନଗାଇବାକୁ ନୋଟିସ ପାଇଥିଲେ। ସବୁ ରାଜ୍ୟରେ ମଦ ବ୍ୟାନ୍ କରିବାକୁ କଲେ ଆହ୍ୱାନ କଲେ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ।