‘ଧୋନି-ଦ ଅନଟୋଲ୍ଡ ଷ୍ଟୋରୀ’ର ଟିଜର ରିଲିଜ 

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଧୋନି-ଦ ଅନଟୋଲ୍ଡ ଷ୍ଟୋରୀ’ର ଟିଜର  ଆଜି ରିଲିଜ ହୋଇଛି। କ୍ୟାପଟେନ୍ କୁଲ ମହେନ୍ଦ୍ର ସିଂହ ଧୋନୀଙ୍କ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ପର୍ଯ୍ୟବସିତ ହୋଇଛି ଏହି ଫିଲ୍ମ। ନିରଜ ପାଣ୍ଡେ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୁଶାନ୍ତ ସିଂ ରାଜପୁତ କ୍ୟାପଟେନ୍ ଧୋନିଙ୍କ ଭୂମିକାରେ ଆସୁଛନ୍ତି। ଜଣେ ଟ୍ରେନ ଟିକେଟ ଏକଜାମିନର ଭାବେ କାମ କରୁଥିବା ଧୋନି ଇଣ୍ଡିଆନ କ୍ରିକେଟକୁ କିଭଳି ଆସିଲେ ଏବଂ ଆସିବା ପରେ କ’ଣ ସବୁ ଘଟିଛି […]

t

t

Rakesh Mallick
  • Published: Thursday, 17 March 2016
  • Updated: 17 March 2016, 04:18 AM IST

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଧୋନି-ଦ ଅନଟୋଲ୍ଡ ଷ୍ଟୋରୀ’ର ଟିଜର  ଆଜି ରିଲିଜ ହୋଇଛି। କ୍ୟାପଟେନ୍ କୁଲ ମହେନ୍ଦ୍ର ସିଂହ ଧୋନୀଙ୍କ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ପର୍ଯ୍ୟବସିତ ହୋଇଛି ଏହି ଫିଲ୍ମ। ନିରଜ ପାଣ୍ଡେ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୁଶାନ୍ତ ସିଂ ରାଜପୁତ କ୍ୟାପଟେନ୍ ଧୋନିଙ୍କ ଭୂମିକାରେ ଆସୁଛନ୍ତି। ଜଣେ ଟ୍ରେନ ଟିକେଟ ଏକଜାମିନର ଭାବେ କାମ କରୁଥିବା ଧୋନି ଇଣ୍ଡିଆନ କ୍ରିକେଟକୁ କିଭଳି ଆସିଲେ ଏବଂ ଆସିବା ପରେ କ’ଣ ସବୁ ଘଟିଛି ତାକୁ ଖୁବ ସୁନ୍ଦର ଭାବେ ଉପସ୍ଥାପନା କରାଯାଇଛି ଏହି ଫିଲ୍ମରେ।

 ଅଭିନେତା ସୁଶାନ୍ତ ଧୋନୀଙ୍କ କ୍ୟାରେକ୍ଟରକୁ ଖୁବ୍ ଜଷ୍ଟିଫାଏ କରିବାକୁ ଚେଷ୍ଟା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨ରେ ପରଦାକୁ ଆସିବ ଧୋନି-ଦ ଅନଟୋଲ୍ଡ ଷ୍ଟୋରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story