ହାପି ବାର୍ଥଡେ’ ଆଲିଆ

ମୁମ୍ୱାଇ: ବଲିଉଡ‌୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କର ଆଜି ହେଉଛି ଜନ୍ମ ଦିନ। ୧୯୯୩ ମାର୍ଚ୍ଚ ୧୫ ତାରିଖରେ ସେ ଜନ୍ମ ହୋଇଥିଲେ। ସେ ହେଉଛନ୍ତି ପ୍ରସିଦ୍ଧ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଓ ଅଭିନେତ୍ରୀ ସୋନି ରାଜଦାନଙ୍କ ଝିଅ। ଜଣେ ଶିଶୁ କଳାକାର ଭାବେ ୧୯୯୯ରେ ଅକ୍ଷୟ କୁମାର ଓ ପ୍ରୀତି ଜିଣ୍ଟା ଅଭିନୀତ ‘ସଂଘର୍ଷ’ ଜରିଆରେ ସେ ବଲିଉଡରେ ଏଣ୍ଟ୍ରି ମାରିଥିଲେ। ତେବେ ଅଭିନେତ୍ରୀ ଭାବେ ତାଙ୍କର ଡେବ୍ୟୁ ଫିଲ୍ମ ହେଉଛି ‘ଷ୍ଟୁଡେ‍ ଅଫ‌୍ ଦ […]

alia-bhat

alia-bhat

Rakesh Mallick
  • Published: Tuesday, 15 March 2016
  • Updated: 15 March 2016, 04:37 AM IST

Sports

Latest News

ମୁମ୍ୱାଇ: ବଲିଉଡ‌୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କର ଆଜି ହେଉଛି ଜନ୍ମ ଦିନ। ୧୯୯୩ ମାର୍ଚ୍ଚ ୧୫ ତାରିଖରେ ସେ ଜନ୍ମ ହୋଇଥିଲେ। ସେ ହେଉଛନ୍ତି ପ୍ରସିଦ୍ଧ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଓ ଅଭିନେତ୍ରୀ ସୋନି ରାଜଦାନଙ୍କ ଝିଅ।

ଜଣେ ଶିଶୁ କଳାକାର ଭାବେ ୧୯୯୯ରେ ଅକ୍ଷୟ କୁମାର ଓ ପ୍ରୀତି ଜିଣ୍ଟା ଅଭିନୀତ ‘ସଂଘର୍ଷ’ ଜରିଆରେ ସେ ବଲିଉଡରେ ଏଣ୍ଟ୍ରି ମାରିଥିଲେ। ତେବେ ଅଭିନେତ୍ରୀ ଭାବେ ତାଙ୍କର ଡେବ୍ୟୁ ଫିଲ୍ମ ହେଉଛି ‘ଷ୍ଟୁଡେ‍ ଅଫ‌୍ ଦ ଇୟର୍‌’। କରଣ ଜୋହରଙ୍କ ଏହି ରୋମାଣ୍ଟିକ୍ ‌‍ ଡ୍ରାମାଟି ୨୦୧୨ରେ ରିଲିଜ‌୍ ହୋଇଥିଲା। ଏଥିରେ ସିଦ୍ଧାର୍ଥ ମଲହୋତ୍ରା ଓ ବରୁଣ ଧାୱନ ବି ଅଭିନୟ କରିଥିଲେ।

୨୦୧୪ରେ ଆଲିଆଙ୍କର ରିଲିଜ‌୍ ହୋଇଥିଲା ତିନିଟି ଫିଲ୍ମ। ସେଗୁଡ଼ିକ ହେଉଛି- ‘ହାଇୱେ’, ‘ଟୁ ଷ୍ଟେଟ୍ସ’ ଓ ‘ହମ୍ପଟ‌୍ ଶର୍ମା କୀ ଦୁଲହନିଆଁ’।

ହାଇୱେରେ ସେ ଭଲ ଅଭିନୟ କରିଥିଲେ। ସେଥିପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର କ୍ରିଟିକ୍ସ ଆୱାର୍ଡ ପାଇଥିଲେ। ଏପରିକି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ପୁରସ୍କାର ପାଇବାକୁ ମନୋନୀତ ବି ହୋଇଥିଲେ।

‘ଟୁ ଷ୍ଟେଟ୍ସ’ ଓ ‘ହମ୍ପଟ‌୍ ଶର୍ମା କୀ ଦୁଲହନିଆଁ’ ଭଲ ବିଜ‌ନେସ‌୍ କରିଥିଲା ଓ ଏହା ଆଲିଆଙ୍କୁ ବଲିଉଡ‌ରେ ଅଭିନେତ୍ରୀ ଭାବେ ପ୍ରତିଷ୍ଠିତ କରାଇଥିଲା।

ଅଭିନୟ ବ୍ୟତୀତ ଆଲିଆ ଭଲ ଗୀତ ବି ଗାଆନ୍ତି। ‘ହମ୍ପଟ‌୍ ଶର୍ମା କୀ ଦୁଲହନିଆଁ’ ଓ ‘ହାଇେୱ’ରେ ସେ ଦୁଇଟି ଗୀତ ପାଇଁ କଣ୍ଠଦାନ କରିଛନ୍ତି।

୨୦୧୫ରେ ସେ ଶାହିଦ କପୁରଙ୍କ ସହ ‘ଶାନଦାର’ରେ ଆସିଥିଲେ।

ତାଙ୍କର ଅପ‌କମିଂ ଫିଲ୍ମ ମଧ୍ୟରେ ରହିଛି ‘କପୁର ଆଣ୍ଡ ସନ୍ସ’। ଶକୁନ ବାତ୍ରାଙ୍କ ନିର୍ଦ୍ଦେଶିତ ଏହି ଫାମିଲି ଡ୍ରାମା ସୁଟିଂ ସରିଯାଇଛି। ଏଥିରେ ସିଦ୍ଧାର୍ଥ ମଲହୋତ୍ରା ଓ ଫୱଦ ଖାନ‌୍ ମଧ୍ୟ ଅଛନ୍ତି।

ଅଭିଷେକ ଚୌବେଙ୍କ ‘ଉଡ୍‌ତା ପଞ୍ଜାବ’ରେ ଶାହିଦ ଓ କାରୀନା କପୁରଙ୍କ ସହ ସ୍କ୍ରିନ‌୍ ସେୟାର କରିବେ ଆଲିଆ। ସେହିପରି ଗୌରୀ ସିନ୍ଦେଙ୍କ ଅପକମିଂ ପ୍ରୋଜେକ୍ଟରେ ଆଲିଆ ଶାହାରୁଖ ଖାନ‌ଙ୍କ ସହିତ ଅଭିନୟ କରିବେ। ଏହି ଫିଲ୍ମର ନାମକରଣ ହୋଇନି।

‘ଆୟାନ’ରେ ରଣବୀର କପୁରଙ୍କ ସହିତ ସ୍କ୍ରିନ‌୍ ସେୟାର କରିବେ ଆଲିଆ।

ପୂର୍ବ ଫିଲ୍ମଗୁଡ଼ିକ ଭଳି ତାଙ୍କର ଅପକମିଂ ଫିଲ୍ମଗୁଡ଼ିକ ବି ସଫଳତା ପାଇବ ବୋଲି ଆମର ଆଶା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story