ରାଜସ୍ଥାନ ରାସ୍ତାରେ ପାମ୍ପଡ ବିକୁଛନ୍ତି ଏହି ଷ୍ଟାର, ଜାଣନ୍ତୁ କାରଣ କ’ଣ?

ମୁମ୍ବାଇ: ସମୟ ଅନୁସାରେ ମଣିଷ ଚାଲିଥାଏ। କାହାକୁ କେତେବେଳେ କେଉଁ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ ତାହା କିଏ କହିବ। ଏହି ଦେଖୁନାହାନ୍ତି କାଲି ଯିଏ ଲାଇମ୍‌ ଲାଇଟ୍‌ରେ ରହି, ବିଳାସପୂର୍ଣ୍ଣ ଜୀବନ ଜାପନ କରୁଥିଲେ, ଆଜି ରାଜସ୍ଥାନର ରାସ୍ତାରେ ପାମ୍ପଡ଼ ବିକୁଛନ୍ତି। ସେ ଅଭିନେତା ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ହ୍ରିତିକ୍‌ ରୋଶନ। ହୁଏତ ଶୁଣିଲାବେଳୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ। ହ୍ରିତିକ୍‌ ରିୟଲ ଲାଇଫ୍‌ରେ ପାମ୍ପଡ଼ […]

hirtik

hirtik

Rakesh Mallick
  • Published: Wednesday, 21 February 2018
  • Updated: 21 February 2018, 11:15 AM IST

Sports

Latest News

ମୁମ୍ବାଇ: ସମୟ ଅନୁସାରେ ମଣିଷ ଚାଲିଥାଏ। କାହାକୁ କେତେବେଳେ କେଉଁ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ ତାହା କିଏ କହିବ। ଏହି ଦେଖୁନାହାନ୍ତି କାଲି ଯିଏ ଲାଇମ୍‌ ଲାଇଟ୍‌ରେ ରହି, ବିଳାସପୂର୍ଣ୍ଣ ଜୀବନ ଜାପନ କରୁଥିଲେ, ଆଜି ରାଜସ୍ଥାନର ରାସ୍ତାରେ ପାମ୍ପଡ଼ ବିକୁଛନ୍ତି। ସେ ଅଭିନେତା ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ହ୍ରିତିକ୍‌ ରୋଶନ। ହୁଏତ ଶୁଣିଲାବେଳୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ। ହ୍ରିତିକ୍‌ ରିୟଲ ଲାଇଫ୍‌ରେ ପାମ୍ପଡ଼ ବିକୁ ନାହାନ୍ତି। ସେ ତାଙ୍କ ଆଗାମୀ ଫିଲ୍ମ ‘ସୁପର-୩୦’ର ସୁଟିଂ କରୁଛନ୍ତି। ଏହି ଫିଲ୍ମ ପାଇଁ ହ୍ରିତିକ୍‌ ଜବରଦସ୍ତ ଲୁକ୍‌ ଧାରଣ କରି ରାଜସ୍ଥାନ ରାସ୍ତାରେ ସାଇକେଲ୍‌ରେ ପାମ୍ପଡ ବିକ୍ରି କରୁଛନ୍ତି।

ନିକଟରେ ବାରଣାସୀରେ ହ୍ରିତିକ୍‌ ନିଜ ସୁଟିଂ ଶେଷ କରିଛନ୍ତି। ଏବେ ରାଜସ୍ଥାନରେ ସମ୍ବଲ ଗାଁରେ ଫିଲ୍ମର ସୁଟିଂ ଚାଲିଛି। ହ୍ରିତିକ୍‌ଙ୍କ ଏହି ଲୁକ୍‌ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସହ ବେଶ୍‌ ପସନ୍ଦ ମଧ୍ୟ ଆସିବ। ଏହା ତାଙ୍କର ପ୍ରଥମ ଫିଲ୍ମ ଯେଉଁଥିରେ ସେ ଏମିତି ଲୁକ୍‌ରେ ନଜରକୁ ଆସିବେ।

ଫିଲ୍ମର ପୂରା କାହାଣୀ ବିହାରରେ କୋଚିଂ କ୍ଲାସ୍‌ ଚଲାଉଥିବା ଆନନ୍ଦ କୁମାରଙ୍କ ଉପରେ ଆଧାରିତ। ଫିଲ୍ମରେ ମୃଣାଲ ଠାକୁର ହ୍ରତିକ୍‌ଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ବିକାଶ ବେହେଲ ଅଛନ୍ତି। ଫିଲ୍ମଟି ଆସନ୍ତାବର୍ଷ ଜାନୁଆରୀରେ ରିଲିଜ୍‌ ହେବାରେ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story