ବିରଳ ରୋଗରେ ପଡ଼ିଛନ୍ତି ଇରଫାନ ଖାନ୍

ମୁମ୍ବାଇ: ଅଭିନେତା ଇରଫାନ୍ ଖାନ୍ କୌଣସି ଏକ ବିରଳ ରୋଗରେ ପୀଡ଼ିତ ହୋଇଛନ୍ତି। ସେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ତେବେ ତାଙ୍କୁ କେଉଁ ରୋଗ ହୋଇଛି ସେ ବିଷୟରେ ସେ କିଛି ଲେଖି ନାହାଁନ୍ତି। ତେବେ ତାଙ୍କ ପାଇଁ ଶୁଭ ମନାସିବାକୁ ସେ ତାଙ୍କ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି ଯାହାଦ୍ୱାରା ସେ ପୂର୍ବଭଳି ସୁସ୍ଥ ହୋଇଯିବେ। ଇରଫାନ୍ ଲେଖିଛନ୍ତି,“ବେଳେ ବେଳେ ଆପଣ ଏମିତି ଝଟ୍‌କା ଖାଇ ଉଠନ୍ତି ଯାହା ଆପଣଙ୍କୁ ପୂରା ଦୋହଲାଇ ଦେଇଥାଏ। […]

irfan1

irfan1

Rakesh Mallick
  • Published: Tuesday, 06 March 2018
  • Updated: 06 March 2018, 08:17 AM IST

Sports

Latest News

ମୁମ୍ବାଇ: ଅଭିନେତା ଇରଫାନ୍ ଖାନ୍ କୌଣସି ଏକ ବିରଳ ରୋଗରେ ପୀଡ଼ିତ ହୋଇଛନ୍ତି। ସେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ତେବେ ତାଙ୍କୁ କେଉଁ ରୋଗ ହୋଇଛି ସେ ବିଷୟରେ ସେ କିଛି ଲେଖି ନାହାଁନ୍ତି। ତେବେ ତାଙ୍କ ପାଇଁ ଶୁଭ ମନାସିବାକୁ ସେ ତାଙ୍କ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି ଯାହାଦ୍ୱାରା ସେ ପୂର୍ବଭଳି ସୁସ୍ଥ ହୋଇଯିବେ।

ଇରଫାନ୍ ଲେଖିଛନ୍ତି,“ବେଳେ ବେଳେ ଆପଣ ଏମିତି ଝଟ୍‌କା ଖାଇ ଉଠନ୍ତି ଯାହା ଆପଣଙ୍କୁ ପୂରା ଦୋହଲାଇ ଦେଇଥାଏ। ଗତ ୧୫ ଦିନ ହେଲାଣି ମୋ ଜୀବନ ଏକ ରହସ୍ୟ କାହାଣୀ ସଦୃଶ ହୋଇଯାଇଛି। ମୁଁ ଜାଣି ନଥିଲି ଯେ ଦୁର୍ଲଭ କାହାଣୀ ଖୋଜୁ ଖୋଜୁ ମୁଁ ଏକ ବିରଳ ରୋଗ ପାଖରେ ପହଞ୍ଚିଯିବି ବୋଲି। ମୁଁ କେବେ ହାର୍ ମାନି ନାହିଁ। ସବୁବେଳେ ନିଜ ପସନ୍ଦର ଜିନିଷ ପାଇବା ପାଇଁ ସଂଘର୍ଷ କରିଛି, ଆଗକୁ ବି ଏଭଳି କରିବି। ମୋ ପରିବାର ଓ ମୋ ବନ୍ଧୁମାନେ ମୋ ସହିତ ଅଛନ୍ତି। ସବୁଠୁ ଭଲ ଉପାୟରେ ଆମ ଏହା ସହିତ ଲଢ଼ିବାକୁ ଉଦ୍ୟମ କରୁଛୁ। ସେପର୍ଯ୍ୟନ୍ତ ଦୟାକରି ଆପଣମାନେ କିଛି ଅନୁମାନ ଲଗାନ୍ତୁ ନାହିଁ। ସପ୍ତାହେ ଅବା ଦଶ ଦିନରେ ଯେତେବେଳେ ସବୁ ପରୀକ୍ଷା ରିପୋର୍ଟ ଆସିଯିବ ସେତେବେଳେ ମୁଁ ନିଜେ ଆପଣଙ୍କୁ ମୋଣ କାହାଣୀ କହିବି। ସେପର୍ଯ୍ୟନ୍ତ ମୋ ପାଇଁ ଶୁଭ ମନାସନ୍ତୁ।”

କିଛି ଦିନ ତଳେ ଇରଫାନ ଖାନଙ୍କୁ ଜଣ୍ଡିସ୍ ହୋଇଥିଲା। ଏହା ଜଣାପଡ଼ିବା ପରେ ଡାକ୍ତର ତାଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଥିଲେ।

ଇରଫାନ୍‌ ତାଙ୍କର ନୂଆ ଫିଲ୍ମ ‘ବ୍ଲାକ୍‌ମେଲ୍‌’କୁ ନେଇ ଚର୍ଚ୍ଚାରେ ଥିବା ବେଳେ ବିରଳ ରୋଗ ଖବର ଆସିଛି। ଫିଲ୍ମଟି ଏପ୍ରିଲ ମାସରେ ରିଲିଜ୍ ହେବ।

Irfan

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story