ଜୋରସୋରରେ ଚାଲିଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ ‘ତୁ କହିବୁ ନା ମୁଁ’ର ସୁଟିଂ

ଭୁବନେଶ୍ୱର: ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ ‘ତୁ କହିବୁ ନା ମୁଁ’ର ସୁଟିଂ ଜୋରସୋରରେ ଚାଲିଛି। ଭୁବନେଶ୍ୱର, କଟକ ଓ ଏହାର ଆଖପାଖ ଅଞ୍ଚଳରେ ଏହି ଅପକମିଂ ଫିଲ୍ମର ସୁଟିଂ କାର୍ଯ୍ୟ ଜୋରସୋରରେ ଚାଲିଛି। ‘ଇସ୍କ ତୁ ହି ତୁ’, ‘ଗପ ହେଲେ ବି ସତ’, ‘ଜଗା ହାତରେ ପଘା’ ପଘା ପରି ୨୦୧୫ରେ ତିନି ତିନୋଟି ବ୍ଲକବଷ୍ଟର ମୁଭି ଭେଟି ଦେଇଥିବା ତରଙ୍ଗ ସିନେ ପ୍ରଡକସନ୍ସର ନୂଆ ଫିଲ୍ମ ହେଉଛି ‘ତୁ କହିବୁ ନା […]

tu-kahibu-na-mu-ra-suting

tu-kahibu-na-mu-ra-suting

Rakesh Mallick
  • Published: Sunday, 13 December 2015
  • Updated: 13 December 2015, 04:08 PM IST

Sports

Latest News

tu-kahibu-na-mu-ra-suting-2ଭୁବନେଶ୍ୱର: ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ ‘ତୁ କହିବୁ ନା ମୁଁ’ର ସୁଟିଂ ଜୋରସୋରରେ ଚାଲିଛି। ଭୁବନେଶ୍ୱର, କଟକ ଓ ଏହାର ଆଖପାଖ ଅଞ୍ଚଳରେ ଏହି ଅପକମିଂ ଫିଲ୍ମର ସୁଟିଂ କାର୍ଯ୍ୟ ଜୋରସୋରରେ ଚାଲିଛି।

‘ଇସ୍କ ତୁ ହି ତୁ’, ‘ଗପ ହେଲେ ବି ସତ’, ‘ଜଗା ହାତରେ ପଘା’ ପଘା ପରି ୨୦୧୫ରେ ତିନି ତିନୋଟି ବ୍ଲକବଷ୍ଟର ମୁଭି ଭେଟି ଦେଇଥିବା ତରଙ୍ଗ ସିନେ ପ୍ରଡକସନ୍ସର ନୂଆ ଫିଲ୍ମ ହେଉଛି ‘ତୁ କହିବୁ ନା ମୁଁ’।

ନବାଗତା ନିହାରିକା ହେଉଛନ୍ତି ତରଙ୍ଗ ଚ୍ୟାନେଲର ରିୟାଲିଟି ସୋ ‘କିଏ ହେବ ମୋ ହିରୋଇନ ସିଜିନ-ଟୁ’ର ୱିନର। ପ୍ରଥମ ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ସେ। ତାଙ୍କ ବିପକ୍ଷରେ ଅଛନ୍ତି ମିହିରଙ୍କ ପୁଅ ଅମ୍ଲାନ। ନିହାରିକା ଏହି ଫିଲ୍ମ ମାଧ୍ୟମରେ ଓଲିଉଡରେ ଡେବ୍ୟୁ କରୁଛନ୍ତି। ଆସନ୍ତା ଜାନୁୟାରୀରେ ରିଲିଜ୍ ହେବ ‘ତୁ କହିବୁ ନା ମୁଁ’।

‘ତୁ କହିବୁ ନା ମୁଁ’ ହେଉଛି ତରଙ୍ଗ ସିନେ ପ୍ରଡକସନସର ଚତୁର୍ଥ ଅବଦାନ। ସୁଶାନ୍ତ ମଣି ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ଗୁଡଲୀ ରଥ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos