ପାକିସ୍ତାନୀ ଫିଲ୍ମ କରୁନି: କରୀନା

ଦୁବାଇ: କରୀନା କପୁର ଏକ ପାକିସ୍ତାନୀ ଫିଲ୍ମରେ ଅଭିନୟ କରିବେ ବୋଲି ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ସେ ଏହାକୁ ଖଣ୍ଡନ କରିଛନ୍ତି। କିଛି ମାସ ହେଲେ ଆଲୋଚନା ହେଉଥିଲା ଯେ କରୀନା ପାକିସ୍ତାନୀ ନିର୍ଦ୍ଦେଶକ ସୋଏବ ମନସୁରଙ୍କ ପରବର୍ତ୍ତୀ ଫିଲ୍ମରେ ଅଭିନୟ କରିବେ। ତେବେ ଦୁବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କରୀନା କହିଛନ୍ତି,“ଏହା ସତ ନୁହେଁ। ମୁଁ କୌଣସି ପାକିସ୍ତାନୀ ଫିଲ୍ମ କରୁ ନାହିଁ।” କରୀନାଙ୍କୁ ଆର୍. ବାଲକୀଙ୍କ ‘‘କି ଆଣ୍ଡ କା”ରେ […]

kareena

kareena

Rakesh Mallick
  • Published: Saturday, 19 March 2016
  • Updated: 19 March 2016, 12:49 PM IST

Sports

Latest News

kareenaଦୁବାଇ: କରୀନା କପୁର ଏକ ପାକିସ୍ତାନୀ ଫିଲ୍ମରେ ଅଭିନୟ କରିବେ ବୋଲି ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ସେ ଏହାକୁ ଖଣ୍ଡନ କରିଛନ୍ତି।

କିଛି ମାସ ହେଲେ ଆଲୋଚନା ହେଉଥିଲା ଯେ କରୀନା ପାକିସ୍ତାନୀ ନିର୍ଦ୍ଦେଶକ ସୋଏବ ମନସୁରଙ୍କ ପରବର୍ତ୍ତୀ ଫିଲ୍ମରେ ଅଭିନୟ କରିବେ। ତେବେ ଦୁବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କରୀନା କହିଛନ୍ତି,“ଏହା ସତ ନୁହେଁ। ମୁଁ କୌଣସି ପାକିସ୍ତାନୀ ଫିଲ୍ମ କରୁ ନାହିଁ।”

କରୀନାଙ୍କୁ ଆର୍. ବାଲକୀଙ୍କ ‘‘କି ଆଣ୍ଡ କା”ରେ ଅର୍ଜୁନ କପୁରଙ୍କ ସହିତ ଦେଖିବାକୁ ମିଳିବ। ଫିଲ୍ମଟି ଏପ୍ରିଲ୍ ୧ରେ ପରଦାକୁ ଆସିବ। ଏହି ଫିଲ୍ମକୁ ନେଇ କରୀନା ଖୁବ୍ ଆଶାବାଦୀ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story