ଟିଭି ଅଭିନେତାଙ୍କ ମୃତ୍ୟୁ, ଘରୁ ମିଳିଲା ଝୁଲନ୍ତା ମୃତଦେହ

ଥିରୁବନ୍ତପୁରମ୍‌: ଆରପାରିରେ ଲୋକପ୍ରିୟ ଟିଭି ଅଭିନେତା। ମଲୟାଲମ ଟିଭି ଅଭିନେତା ରମେଶ ୱିଲିୟାସଲାଙ୍କ ଦେହାନ୍ତ ହୋଇଛି। ଶନିବାର ଦିନ ରହସ୍ୟମୟ ସ୍ଥିତିରେ ତାଙ୍କ ମୃତଦେହ ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ସୂଚନାମୁତାବକ ସନ୍ଦେହଜନକ ଭାବେ କେରଳ ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ରମେଶଙ୍କ ମୃତଦେହ ମିଳିଛି। ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ପୁଲିସ ଏନେଇ ଏକ ଅପ୍ରାକୃତିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁଇ ଦିନ […]

Ramesh Valiyasala

Ramesh Valiyasala

Madhupriya Mistry
  • Published: Saturday, 11 September 2021
  • Updated: 11 September 2021, 05:40 PM IST

ଥିରୁବନ୍ତପୁରମ୍‌: ଆରପାରିରେ ଲୋକପ୍ରିୟ ଟିଭି ଅଭିନେତା। ମଲୟାଲମ ଟିଭି ଅଭିନେତା ରମେଶ ୱିଲିୟାସଲାଙ୍କ ଦେହାନ୍ତ ହୋଇଛି। ଶନିବାର ଦିନ ରହସ୍ୟମୟ ସ୍ଥିତିରେ ତାଙ୍କ ମୃତଦେହ ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା।

ସୂଚନାମୁତାବକ ସନ୍ଦେହଜନକ ଭାବେ କେରଳ ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ରମେଶଙ୍କ ମୃତଦେହ ମିଳିଛି। ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ପୁଲିସ ଏନେଇ ଏକ ଅପ୍ରାକୃତିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଦୁଇ ଦିନ ତଳେ ରମେଶ ଏକ ନୂଆ ପ୍ରଜୋକ୍ଟରେ ବାହାରକୁ ଯାଇ ଶୁଟିଂରୁ ଫେରିଥିଲେ। ସେ ରାଜ୍ୟର ସବୁଠାରୁ ଲୋକପ୍ରିୟ ଏବଂ ବ୍ୟସ୍ତ ଟିଭି ଅଭିନେତାଙ୍କ ମଧ୍ୟରୁ ଜଣେ। ସେ ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

ରମେଶଙ୍କୁ ଶେଷଥର ପାଇଁ 'ପୋର୍ଣ୍ଣମିତିନକଲ' ସିରିଜରେ ଦେଖିବାକୁ ମିଳିଥିଲା। ମେକର୍ସ ଏବଂ ପ୍ରଡକ୍ସନ କଣ୍ଟ୍ରୋଲର ଏନ୍‌ ଏସ୍‌ ବଦୁଶା ରମେଶ ମୃତ୍ୟୁ ନେଇ ନିଜ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ସେ ଲଖିଛନ୍ତି, 'ଅନେକଗୁଡିଏ କଷ୍ଟ ହେବ, କିନ୍ତୁ ଜୀବନରୁ ଦୂରେଇ ଗଲେ କ'ଣ ଲାଭ ମିଳିବ?' ଏଥିସହ ସେ ରମେଶଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଇଛନ୍ତି।

ସେପଟେ ରମେଶଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ଇଣ୍ଡଷ୍ଟ୍ରିର ଅନେକ ଲୋକେ ଏବଂ ତାଙ୍କ ବନ୍ଧୁବାନ୍ଧବ ଚକିତ ହୋଇପଡିଛନ୍ତି। ତାଙ୍କର ହଠାତ୍‌ ମୃତ୍ୟୁକୁ କେହି ମଧ୍ୟ ସହଜରେ ବିଶ୍ୱାସ କରିପାରୁନାହାନ୍ତି। ସୋଶାଲ ମିଡିଆରେ ରମେଶଙ୍କ ଫ୍ୟାନ୍ସମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଦୁଃଖ ପ୍ରକାଶ କରିଛନ୍ତି।

ଗତ ୨୨ ବର୍ଷ ଧରି ତାମିଲ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିଲେ ରମେଶ। ସେ ପ୍ରଥମେ ନାଟକ ମଞ୍ଚରେ ଅଭିନୟ କରୁଥିଲେ। ପରେ ତାଙ୍କୁ ଟିଭି ଏବଂ ଫିଲ୍ମ ଦୁନିଆରୁ ଅଫର ଆସିଥିଲା। ଏହାପରେ ସେ ଆଉ ପଛକୁ ବୁଲି ଚାହିଁନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story