‘କିସ୍ କିସ୍ କୋ ପ୍ୟାର୍ କରୁଁ’ ଓ ‘କ୍ୟାଲେଣ୍ଡର ଗାର୍ଲସ୍’ ରିଲିଜ୍

ଭୁବନେଶ୍ୱର: ଆଜି ଫିଲ୍ମି ଫ୍ରାଇଡେରେ ରିଲିଜ୍ ହୋଇଛି ଦୁଇଟି ଚର୍ଚ୍ଚିତ ଫିଲ୍ମ ‘କିସ୍ କିସ୍ କୋ ପ୍ୟାର୍ କରୁଁ’ ଓ ‘କ୍ୟାଲେଣ୍ଡର ଗାର୍ଲସ୍’। ‘କିସ୍ କିସ୍ କୋ ପ୍ୟାର କରୁଁ’ ଜରିଆରେ କପିଲ୍ ଶର୍ମା ବଡ଼ ପରଦାରେ ଡେବ୍ୟୁ କରିଥିବାବେଳେ କ୍ୟାଲେଣ୍ଡର ଗାର୍ଲସରେ ରହିଛି ମଡେଲମାନଙ୍କ ଗ୍ଲାମରସ୍ ଲାଇଫ୍ ଷ୍ଟାଇଲ୍ ପଛର ସଂଘର୍ଷର କାହାଣୀ। ଲଭ୍ କନଫ୍ୟୁଜନ୍ ସାଙ୍ଗକୁ ଡ୍ରାମା। ଚାରି ଚାରି ଜଣ ବିୟୁଟିଙ୍କ ସହ ରୋମାନ୍ସ କରିଛନ୍ତି କମେଡି କିଙ୍ଗ୍ କପିଲ୍। କେବଳ ରୋମାନ୍ସ ନୁହେଁ […]

kiskisko

kiskisko

Rakesh Mallick
  • Published: Friday, 25 September 2015
  • Updated: 25 September 2015, 10:55 AM IST

[caption id="attachment_35312" align="alignleft" width="300"]calendargirls ‘କ୍ୟାଲେଣ୍ଡର ଗାର୍ଲସ୍’ର ଅଭିନେତ୍ରୀ[/caption]

ଭୁବନେଶ୍ୱର: ଆଜି ଫିଲ୍ମି ଫ୍ରାଇଡେରେ ରିଲିଜ୍ ହୋଇଛି ଦୁଇଟି ଚର୍ଚ୍ଚିତ ଫିଲ୍ମ ‘କିସ୍ କିସ୍ କୋ ପ୍ୟାର୍ କରୁଁ’ ଓ ‘କ୍ୟାଲେଣ୍ଡର ଗାର୍ଲସ୍’। ‘କିସ୍ କିସ୍ କୋ ପ୍ୟାର କରୁଁ’ ଜରିଆରେ କପିଲ୍ ଶର୍ମା ବଡ଼ ପରଦାରେ ଡେବ୍ୟୁ କରିଥିବାବେଳେ କ୍ୟାଲେଣ୍ଡର ଗାର୍ଲସରେ ରହିଛି ମଡେଲମାନଙ୍କ ଗ୍ଲାମରସ୍ ଲାଇଫ୍ ଷ୍ଟାଇଲ୍ ପଛର ସଂଘର୍ଷର କାହାଣୀ।

ଲଭ୍ କନଫ୍ୟୁଜନ୍ ସାଙ୍ଗକୁ ଡ୍ରାମା। ଚାରି ଚାରି ଜଣ ବିୟୁଟିଙ୍କ ସହ ରୋମାନ୍ସ କରିଛନ୍ତି କମେଡି କିଙ୍ଗ୍ କପିଲ୍। କେବଳ ରୋମାନ୍ସ ନୁହେଁ ଚାରୋଟି ଡଙ୍ଗାରେ ଏକା ସାଙ୍ଗରେ ପାଦ ରଖି କପିଲ କେମିତି ନିଜ ଲାଇଫରେ ବାଲାନ୍ସ ମେଣ୍ଟେନ୍ ରଖୁଛନ୍ତି, ତାକୁ ନେଇ ତିଆରି ହୋଇଛି ରୋମାଣ୍ଟିକ୍ କମେଡି ଫିଲ୍ମ ‘କିସ୍ କିସ୍ କୋ ପ୍ୟାର କରୁଁ’। ଜବରଦସ୍ତ କମେଡିର ପଞ୍ଚ୍ ଥିବା ଏହି ଫିଲ୍ମରେ କପିଲଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି ୪ଜଣ ଅଭିନେତ୍ରୀ ମଞ୍ଜରୀ ପଡନିସ୍, ସିମରନ କୌର, ଏଲି ଆବ୍ରାହାମ ଓ ସାଇ ଲୋକୁର। ଆବ୍ବାସ-ମସ୍ତାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅର୍ବାଜ ଖାନ୍, ବରୁଣ ଶର୍ମା ଓ ସୁପ୍ରିୟା ପାଠକ ମଧ୍ୟ ଅଛନ୍ତି। ଡେବ୍ୟୁ ଫିଲ୍ମରେ କପିଲଙ୍କ ଠୁମୁକା ବି ବେଶ୍ ଭଲ ହୋଇଛି। ଏଲିଙ୍କ ସହ ବମ ବମ ସଙ୍ଗରେ ଖବୁ ନାଚିଛନ୍ତି କପିଲ।  ‘କିସ୍ କିସ୍ କୋ ପ୍ୟାର କରୁଁ’ ସିନେମାର ସବୁ ଷ୍ଟାର ଏକାଠି ହୋଇଛନ୍ତି ଡିଜେ ନାଚେଙ୍ଗା ସଙ୍ଗରେ। ଆକ୍ଟିଂ ଡ୍ୟାନସିଂ ସହ କପିଲ ଏହି ଡେବ୍ୟୁ ସିନେମାରେ ଗାଇଛନ୍ତି ମଧ୍ୟ।

କ୍ୟାଲେଣ୍ଡର ଗାର୍ଲସରେ ଟପ୍ ମଡେଲଙ୍କ ଡ୍ରିମ୍ ଓ ରିୟଲିଟିର କମ୍ୱିନେସନକୁ ପରଦାରେ ଉତାରିଛନ୍ତି ଡାଇରେକଟର ମଧୁର ଭଣ୍ଡାରକର୍। ଫିଲ୍ମରେ ରହିଛି ୫ଜଣ ମଡେଲଙ୍କ କାହାଣୀ, ଯେଉଁମାନେ କି କ୍ୟାଲେଣ୍ଡର ପାଇଁ ଫଟୋ ସୁଟ୍ କରିବା ପରେ ଗ୍ଲାମର ଇଣ୍ଡଷ୍ଟ୍ରିରେ ପାଆନ୍ତି କ୍ୟାଲେଣ୍ଡର ଗର୍ଲର ଆଖ୍ୟା। ପରେ କ୍ୟାଲେଣ୍ଡରରୁ ବାହାରିବା ପରେ କିଭଳି ବଦଳିଯାଏ ସେମାନଙ୍କ ଜୀବନଶୈଳୀ ତାହା ହିଁ ରହିଛି ଫିଲ୍ମର କଥାବସ୍ତୁ। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଆଙ୍କାକ୍ଷା ପୁରୀ, ଅଭନୀ ମୋଦି, କାୟରା ଦତ୍ତ, ରୂହି ସିଂ ଏବଂ ସତ୍ତରୂପା ପାଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story