ଭର୍ତ୍ସନା କଲେ ବାପି, ଅଭିମାନ କଲେ ଦୈତାରୀ, ରାଗିଗଲେ ସଞ୍ଜୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଗୁ କଳାକାରଙ୍କ ଦାନାପାଣି ବନ୍ଦ ହୋଇ ଯାଇ ଥିବା ବେଳେ ମଞ୍ଚ ଖୋଲିବା ପାଇଁ ଦାବି ହୋଇଛି। ଏନେଇ ଯାତ୍ରା ମହା ସଂଘ ପକ୍ଷରୁ ରାଜଧାନୀର ଲୋୟର ପିଏମଜିରେ ଧାରଣା ଦିଆଯାଇଥିଲା। ଅନ୍ୟ ସବୁ କ୍ଷେତ୍ରରେ କୋହଳ କରାଯାଇଥିବା ବେଳେ ରାଜ୍ୟ ସରକାର କାହିଁକି କଳା ଏବଂ କଳାକାରଙ୍କ ପ୍ରତି ଆଖିବୁଜି ଦେଇଛନ୍ତି ସେନେଇ ପ୍ରଶ୍ନ ଉଠାଇଛି ଯାତ୍ରା ସଂଘ। ଆନ୍ଦୋଳନରେ ବସିଥିବା ଯାତ୍ରା କଳାକାର ବାପି ପଣ୍ଡା କହିଛନ୍ତି ଯେ, ଆମ […]

5bn

5bn

Tapas Behera
  • Published: Monday, 22 February 2021
  • Updated: 22 February 2021, 06:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଗୁ କଳାକାରଙ୍କ ଦାନାପାଣି ବନ୍ଦ ହୋଇ ଯାଇ ଥିବା ବେଳେ ମଞ୍ଚ ଖୋଲିବା ପାଇଁ ଦାବି ହୋଇଛି। ଏନେଇ ଯାତ୍ରା ମହା ସଂଘ ପକ୍ଷରୁ ରାଜଧାନୀର ଲୋୟର ପିଏମଜିରେ ଧାରଣା ଦିଆଯାଇଥିଲା। ଅନ୍ୟ ସବୁ କ୍ଷେତ୍ରରେ କୋହଳ କରାଯାଇଥିବା ବେଳେ ରାଜ୍ୟ ସରକାର କାହିଁକି କଳା ଏବଂ କଳାକାରଙ୍କ ପ୍ରତି ଆଖିବୁଜି ଦେଇଛନ୍ତି ସେନେଇ ପ୍ରଶ୍ନ ଉଠାଇଛି ଯାତ୍ରା ସଂଘ।

ଆନ୍ଦୋଳନରେ ବସିଥିବା ଯାତ୍ରା କଳାକାର ବାପି ପଣ୍ଡା କହିଛନ୍ତି ଯେ, ଆମ ରାଜ୍ୟ ମୁଖିଆ ଆମକୁ ମିଥ୍ୟା ପ୍ରତିଶ୍ରୁତି ଦେଲେ। ମିଥ୍ୟା ପ୍ରତିଶ୍ରୁତି ଦେଇ ଆମଠାରୁ ସମୟ ନେଲେ। ତା’ପରେ ଆମକୁ ପ୍ରତାରଣା କଲେ। ତେଣୁ ସେ ରାଜ୍ୟର ସବୁ ବର୍ଗର କଳାକାରଙ୍କୁ ଅଣଦେଖା କରିଛନ୍ତି। ଆମକୁ ବି ମିଥ୍ୟା ସଜାଇ ଦେଲେ । ନିର୍ବାଚନୀ ସଭାରେ ଗହଳି କରିବା ପାଇଁ ସେଠାରେ କଳାକାରଙ୍କୁ ନେଇ ଛିଡ଼ା କରାଉଛନ୍ତି। କିନ୍ତୁ ଆଜି ସେଇ କଳାକାରଙ୍କୁ ଅଣଦେଖା କଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି। ନିଷ୍ପତି ସ୍ଥାନୀୟ ଜିଲ୍ଲଂ ପ୍ରଶାସନ ଉପରେ ଛାଡ଼ି ଦେଲେ। ହେଲେ ସେମାନେ ଆମକୁ ଅନାଉ ନାହାନ୍ତି ବୋଲି ସେ କହିଛନ୍ତି। ଦୈତାରୀ ପଣ୍ଡା କହିଛନ୍ତି ଯେ, ଆମେ ମୃତ୍ୟୁ ପର୍ଯ୍ୟନ୍ତ ଅଛୁ ।

ସେମାନେ ନଶୁଣନ୍ତୁ । ବଡ଼ କଳାକାରଙ୍କ ପାଖରେ ବି ଦାନା ନାହିଁ।  ମୋ କଥା କହିଲେ ସରିଯିବ। ସଞ୍ଜୟ ଭୋଳ କହିଛନ୍ତି ଯେ, କରୋନା ଯାତ୍ରା ଟେଣ୍ଟ ଭିତରକୁ ଯିବନି। ସେ ଚିତ୍କାର ଶୁଣି ଗେଟ ବାହାରକୁ ଦଉଡ଼ିବ। ସରକରୀ କେବଳ ଗୋଟିଏ ବାହାନା କରୁଛନ୍ତି। ଯେଉଁମାନେ ଘରେ ଶୋଉଛନ୍ତି କରୋନା ହେଉନି ବୋଲି ସେ ପ୍ରଶ୍ନ କରିଛନ୍ତି।  ଜଣେ ମହିଳା କଳାକାର କହିଛନ୍ତି ଯେ, କୋଭିଡ ଗାଇଡ୍‌ଲାଇନ୍‌ ପାଳନ କରି ଆମେ ଯାତ୍ରା କରିପାରିବୁ। ସେ କହିଛନ୍ତି ଯେ, ନିର୍ବାଚନୀ ପ୍ରଚାରରେ କୌଣସି କଟକଣା ରହୁନି। କାହାରି ଦେହରେ ମାସ୍କ ରହୁନି। ସାମାଜିକ ଦୂରତା ମେଣ୍ଟେନ ହେଉନି। ଆମେ ସବୁ କୋଭିଡ୍ ନିୟମ ମାନି ଆମେ ନିଶ୍ଚିତ କରିପାରିବୁ ।

୫୦୦୦ ଲୋକ ହେଉଥିଲେ। ୨୦୦୦ ଲୋକରେ କରିପାରିବୁ । ୫୦୦ ଲୋକରେ କିଛି ହେବନି। ସରକାର ତରଫରୁ ଆମକୁ କୌଣସି ସୁବଧା ମିଳିନି। ସ୍କୁଲ ଫି ଦେଇପାରୁନୁ। ୧୧ ମାସ ହେଲା କରଜରେ ବୁଡ଼ିଲୁଣି।  ଆମକୁ ନିଦ ହେଉନି। ବିପି ବଢ଼ିଗଲାଣି। ସବୁଦିନ ଟେନ୍‌ସନ୍‌ରେ ମଣିବା ଅପେକ୍ଷା। ଆମେ ଦିନେ ସବୁ ଏକାଥରକେ ମରି ନଯିବୁ କାହିଁକି ବୋଲି ସେ ଧିକ୍କାର କରି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story