‘ଶାହରୁଖଙ୍କୁ ମାନୁନି ଲଭର ବୟ ଇମେଜ, କିଛି ହଟକେ ଦରକାର’

ମୁମ୍ବାଇ: ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ନାଁରେ ଫିଲ୍ମ ଚାଲେ। ତାଙ୍କ ଲଭର ବୟ ଇମେଜ ପାଇଁ ଏବେ ବି ବହୁ ଯୁବତୀ ପାଗଳ। ହେଲେ ସମୟ ବଦଳିବା ସହ ଶାହରୁଖ ନିଜ କମଫର୍ଟ ଜୋନ୍‌ରୁ ବାହାରିବା ଦରକାର। ସେ କିଛି ହଟକେ କରିବା ଦରକାର। ଯାହା ଏବେ ରଣବୀର କପୁର, ରଣବୀର ସିଂ କରୁଛନ୍ତି, ତାକୁ କିଙ୍ଗ ଖାନ୍‌  କରୁଥିବାରୁ ତାଙ୍କ କ୍ରେଜ କମିବାରେ ଲାଗିଛି। ଏପରି କିଛି କହି ବଲିଉଡର ରୋମାନ୍ସ କିଙ୍ଗଙ୍କୁ ପାଠ […]

mahesh-manjrekar-&-shahrukh

mahesh-manjrekar-&-shahrukh

Niharika Rout
  • Published: Sunday, 07 November 2021
  • Updated: 07 November 2021, 01:15 PM IST

Sports

Latest News

ମୁମ୍ବାଇ: ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ନାଁରେ ଫିଲ୍ମ ଚାଲେ। ତାଙ୍କ ଲଭର ବୟ ଇମେଜ ପାଇଁ ଏବେ ବି ବହୁ ଯୁବତୀ ପାଗଳ। ହେଲେ ସମୟ ବଦଳିବା ସହ ଶାହରୁଖ ନିଜ କମଫର୍ଟ ଜୋନ୍‌ରୁ ବାହାରିବା ଦରକାର। ସେ କିଛି ହଟକେ କରିବା ଦରକାର। ଯାହା ଏବେ ରଣବୀର କପୁର, ରଣବୀର ସିଂ କରୁଛନ୍ତି, ତାକୁ କିଙ୍ଗ ଖାନ୍‌  କରୁଥିବାରୁ ତାଙ୍କ କ୍ରେଜ କମିବାରେ ଲାଗିଛି। ଏପରି କିଛି କହି ବଲିଉଡର ରୋମାନ୍ସ କିଙ୍ଗଙ୍କୁ ପାଠ ପଢ଼ାଇଛନ୍ତି ବଲିଉଡ ତଥା ମରାଠି ସିନେମାର ଜଣାଶୁଣା ନିର୍ଦ୍ଦେଶକ ମହେଶ ମଞ୍ଜରେକର ।

ମହେଶଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ୍‌’ ଖୁବ୍‌ ଶୀଘ୍ର ବଡ଼ପରଦାରେ ରିଲିଜ ହେବ । ଏହି ଫିଲ୍ମରେ ଲିଡ୍‌ ରୋଲରେ ଦବଙ୍ଗ ଖାନ ସଲମାନ ଓ ତାଙ୍କ ଭିଣୋଇ ଆୟୂଷ ଶର୍ମା ନଜର ଆସିବେ। ଏହି ଫିଲ୍ମର ପ୍ରମୋସନ ବେଳେ  ଗଣମାଧ୍ୟମ ପ୍ରତିନିଧୀଙ୍କ ଉତ୍ତର ଦେବାକୁ ଯାଇ ମହେଶ ମଞ୍ଜରେକର କହିଛନ୍ତି, ଶାହରୁଖ ନିଜ ଟାଲେଣ୍ଟ ସହ ନ୍ୟାୟ କରିପାରୁ ନାହାନ୍ତି। ସେ ନିଜ କମଫର୍ଟ ଜୋନ୍‌ରୁ ବାହାରିବାକୁ ଚାହୁଁ ନାହାନ୍ତି। ସେ  ଆରାମଦାୟକ ସେଲ୍‌ ଭିତରେ ରହିବାକୁ ଚାହୁଁଛନ୍ତି।

ଏଥିସହ ସେ କହିଛନ୍ତି, ଆଜିର ଯୁବପିଢି ଶାହରୁଖଙ୍କୁ ଏପରି ରୋଲରେ ଦେଖିବାକୁ ଚାହୁଁଛନ୍ତି, ଯାହାକୁ ଦେଖି ସେମାନେ କହିପାରିବେ ହଁ ଏହି ରୋଲ କେବଳ ଶାହରୁଖଙ୍କ ପାଇଁ ଥିଲା। ହେଲେ ଶାହରୁଖ ଏବେ ଏପରି ରୋଲ କରୁଛନ୍ତି, ଯାହା ରଣବୀର ସିଂ କିମ୍ବା ରଣବୀର କପୁରଙ୍କ ପାଇଁ ଫିଟ୍‌। ଏପରି ହେଲେ ଲୋକେ ଶାହରୁଖଙ୍କ ଫିଲ୍ମ ଦେଖିବାକୁ କାହିଁକି ସିନେମା ଘରକୁ ଯିବେ।

ଏଥିସହ ସେ କହିଛନ୍ତି, ଶାହରୁଖ ଜଣେ ଖୁବ୍‌ ଚମତ୍କାର ଆକ୍ଟର। ତାଙ୍କୁ ଆଉଟ ଅଫ୍‌ ଦି ବକ୍ସ କିଛି କରିବା ଉଚିତ। ଯାହାକୁ ଦେଖି ଫ୍ୟାନ୍ସଙ୍କ ପାଟିରୁ ଆପେ ଆପେ ବାହାରିବ ହଁ ଏହା ଶାହରୁଖଙ୍କ ରୋଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story