‘ସିମ୍ବା’ରେ ଅଭିନୟ କରିବାକୁ ଚାହୁଁଥିଲେ ପ୍ରିୟା ପ୍ରକାଶ

ମୁମ୍ବାଇ: ଆଖି ମାରି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟି ଯାଇଥିବା ମାଲାୟଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର୍ ରୋହିତ ସେଟ୍ଟୀଙ୍କ ଚଳଚ୍ଚିତ୍ର ‘ସିମ୍ବା’ରେ ଅଭିନୟ କରିବାର ଇଚ୍ଛା ରଖିଥିଲେ। ଗତ ରବିବାର ପ୍ରିୟା ତାଙ୍କର ଅପ୍‌ କମିଂ ଫିଲ୍ମ ‘ଶ୍ରୀଦେବୀ ବଙ୍ଗ୍‌ଲୋ’ର ଟ୍ରେଲର୍ ରିଲିଜ୍ ଅବସରରେ ଏହି କଥା କହିଛନ୍ତି। ପ୍ରିୟାଙ୍କ କହିବା ଅନୁଯାୟୀ, ସାରା ଅଲି ଖାନ୍‌ ‘ସିମ୍ବା’ ପାଇଁ ଫାଇନାଲ୍‌ ହେବା ପୂର୍ବରୁ ଏହି ଭୂମିକା ପାଇଁ ତାଙ୍କ ନାଁ ଉଠିଥିଲା। ଏମିତି ବି ଗୁଜବ […]

k4plut18_priya-ranveer-inst

k4plut18_priya-ranveer-inst

Biswobandita Swain
  • Published: Wednesday, 16 January 2019
  • Updated: 16 January 2019, 06:12 PM IST

Sports

Latest News

ମୁମ୍ବାଇ: ଆଖି ମାରି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟି ଯାଇଥିବା ମାଲାୟଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର୍ ରୋହିତ ସେଟ୍ଟୀଙ୍କ ଚଳଚ୍ଚିତ୍ର ‘ସିମ୍ବା’ରେ ଅଭିନୟ କରିବାର ଇଚ୍ଛା ରଖିଥିଲେ। ଗତ ରବିବାର ପ୍ରିୟା ତାଙ୍କର ଅପ୍‌ କମିଂ ଫିଲ୍ମ ‘ଶ୍ରୀଦେବୀ ବଙ୍ଗ୍‌ଲୋ’ର ଟ୍ରେଲର୍ ରିଲିଜ୍ ଅବସରରେ ଏହି କଥା କହିଛନ୍ତି।

ପ୍ରିୟାଙ୍କ କହିବା ଅନୁଯାୟୀ, ସାରା ଅଲି ଖାନ୍‌ 'ସିମ୍ବା' ପାଇଁ ଫାଇନାଲ୍‌ ହେବା ପୂର୍ବରୁ ଏହି ଭୂମିକା ପାଇଁ ତାଙ୍କ ନାଁ ଉଠିଥିଲା। ଏମିତି ବି ଗୁଜବ ଉଠିଥିଲା ଯେ ସେ ଏହି ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବେ। ତେବେ ସେତେବେଳେ ପ୍ରିୟା ଏହି ଗୁଜବ ସତ ହେଉ ବୋଲି ଚାହୁଁଥିଲେ। କାରଣ ସେ ରଣବୀର୍‌ ସିଂହଙ୍କର ଜଣେ ବଡ ଫ୍ୟାନ୍‌ । ତେବେ ସେମିତି କିଛି ହେଲା ନାହିଁ।

ସୂଚନା ଅନୁଯାୟୀ, 'ସିମ୍ବା' ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି। ସେପଟେ ପ୍ରିୟାଙ୍କ ଅପ୍‌ କମିଂ ଫିଲ୍ମ ‘ଶ୍ରୀଦେବି ବଙ୍ଗ୍‌ଲୋ’ର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ଦିବଙ୍ଗତ ବଲିଉଡ୍‌ କୁଇନ୍‌ ଶ୍ରୀଦେବୀଙ୍କ ଜୀବନ କାହାଣୀ ବର୍ଣ୍ଣନା ହୋଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story