ଆସନ୍ତାକାଲି ରିଲିଜ ହେବ “ମିଷ୍ଟର ମଜନୁ”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପରଦାକୁ ଆସୁଛି ବାବୁସାନଙ୍କ ନୂଆ ଫିଲ୍ମ ‘ମିଷ୍ଟର ମଜନୁ।’ ପୂଜା ବଜାରରେ ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବାକୁ ତରଙ୍ଗ ସିନେ ପ୍ରଡକ୍‌ସନ୍ସର ଫିଲ୍ମ ‘ମିଷ୍ଟର ମଜନୁ’ କାଲି ରିଲିଜ୍ ହେଉଛି। ଏ ଫିଲ୍ମରେ ନାୟକ ବାବୁସାନଙ୍କ ବିପକ୍ଷରେ ୩ ଜଣ ନାୟିକା ଅଛନ୍ତି। ସୁରମୟୀ, ଶିତଲ ଓ ଦିବ୍ୟାଙ୍କ ସହ ତ୍ରିକୋଣୀୟ ପ୍ରେମିକ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି ବାବୁସାନ୍। ହାଇଡ୍ରାମା ସାଙ୍ଗକୁ ଫିଲ୍ମରେ କମେଡିର ଡବଲ୍ ତଡ଼କା ଲଗାଇଛନ୍ତି ମିହିର ଦାସ। […]

mr-majnu

mr-majnu

Manoranjan Sial
  • Published: Thursday, 03 October 2019
  • Updated: 04 October 2019, 07:18 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପରଦାକୁ ଆସୁଛି ବାବୁସାନଙ୍କ ନୂଆ ଫିଲ୍ମ ‘ମିଷ୍ଟର ମଜନୁ।’ ପୂଜା ବଜାରରେ ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବାକୁ ତରଙ୍ଗ ସିନେ ପ୍ରଡକ୍‌ସନ୍ସର ଫିଲ୍ମ ‘ମିଷ୍ଟର ମଜନୁ’ କାଲି ରିଲିଜ୍ ହେଉଛି।

ଏ ଫିଲ୍ମରେ ନାୟକ ବାବୁସାନଙ୍କ ବିପକ୍ଷରେ ୩ ଜଣ ନାୟିକା ଅଛନ୍ତି। ସୁରମୟୀ, ଶିତଲ ଓ ଦିବ୍ୟାଙ୍କ ସହ ତ୍ରିକୋଣୀୟ ପ୍ରେମିକ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି ବାବୁସାନ୍।

ହାଇଡ୍ରାମା ସାଙ୍ଗକୁ ଫିଲ୍ମରେ କମେଡିର ଡବଲ୍ ତଡ଼କା ଲଗାଇଛନ୍ତି ମିହିର ଦାସ। ସେହିଭଳି ଖଳନାୟକ ଭୂମିକାରେ ଆସୁଛନ୍ତି ରାଇମୋହନ ପରିଡ଼ା।

ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶ ହେଉଛନ୍ତି ମେଲୋଡ଼ି କିଙ୍ଗ୍ ଅଭିଜିତ୍ ମଜୁମଦାର। ରିଲିଜ୍ ପୂର୍ବରୁ ଫିଲ୍ମର ଗୀତଗୁଡ଼ିକୁ ଶ୍ରୋତାଙ୍କ ମନକୁ ବେଶ୍ ଛୁଇଁ ପାରିଛି। ପ୍ରସିଦ୍ଧ ରଙ୍ଗବତୀ ଗୀତକୁ ଏହି ଫିଲ୍ମରେ ନୂଆ ଷ୍ଟାଇଲରେ ପରସିଛନ୍ତି ଅଭିଜିତ୍। ସେହିଭଳି ଉଠିଗଲା ଧାରା ୩୭୦ଭଳି ଡ୍ୟାନ୍ସ ନମ୍ବରକୁ ସିନେପ୍ରମୀ ପସନ୍ଦ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story